ଟାଇମ୍ସ ହାୟର ଏଜୁକେସନ୍ ୟଙ୍ଗ୍ ୟୁନିଭରସିଟି ର୍ୟାଙ୍କିଙ୍ଗ୍ବିଶ୍ୱ ର୍ୟାଙ୍କ ୧୬୮ ସହ କିଟ୍ ୧୧ତମ ଶ୍ରେଷ୍ଠ ଭାରତୀୟ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଟାଇମ୍ସ ହାୟର ଏଜୁକେସନ୍ ୟଙ୍ଗ୍ ୟୁନିଭରସିଟି ର୍ୟାଙ୍କିଙ୍ଗ୍ ଆଜି ପ୍ରକାଶ ପାଇଛି। ସମ୍ମାନଜନକ ଟାଇମ୍ସ ହାୟର ଏଜୁକେସନ୍ ୟଙ୍ଗ୍ ୟୁନିଭରସିଟି...






