ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକାଶକୁ ଆଗେଇ ନେବା ଭଳି ସରକାର ଓଡ଼ିଶାରେ ହେବା ଦରକାର: ଜୟଶଙ୍କର
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିରେ ଓଡ଼ିଶାର ମର୍ଯ୍ୟାଦା ସ୍ବତନ୍ତ୍ର ଭାବରେ ରହିଛି। ଭାରତ ସରକାରଙ୍କ ଆୟୋଜନରେ ନୂଆଦିଲ୍ଲୀରେ ଆୟୋଜିତ ଜି-୨୦ ସମ୍ମିଳନୀରେ କୋଣାର୍କ ଚକ୍ରକୁ ସ୍ଥାନିତ...







