• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ନୂଆ ଗାଲାକ୍ସି ଅଲଟ୍ରା- ୨ ଏବଂ ଓ୍ବାଚ -୯ ପାଇଁ ସାମସଙ୍ଗ ଇଣ୍ଡିଆ ପକ୍ଷରୁ ଆକର୍ଷଣୀୟ ପ୍ରି-ଅର୍ଡର୍ ଅଫର୍ ଘୋଷଣା

FNN WEB by FNN WEB
July 25, 2026
in ଓଡ଼ିଶା, ବାଣିଜ୍ୟ ଓ ଅର୍ଥନୀତି
0
ନୂଆ ଗାଲାକ୍ସି ଅଲଟ୍ରା- ୨ ଏବଂ ଓ୍ବାଚ -୯ ପାଇଁ ସାମସଙ୍ଗ ଇଣ୍ଡିଆ ପକ୍ଷରୁ ଆକର୍ଷଣୀୟ ପ୍ରି-ଅର୍ଡର୍ ଅଫର୍ ଘୋଷଣା
0
SHARES
1
VIEWS

ଭୁବନେଶ୍ବର : ସାମସଙ୍ଗ ଘୋଷଣା କରିଛି ଯେ ଏହାର ଓ୍ବାଚ ଶୃଙ୍ଖଳାର ନୂଆ ସଂଯୋଜନ ଗାଲାକ୍ସି ଓ୍ବାଚ୍ ଅଲଟ୍ରା-୨ ଏବଂ ଗାଲାକ୍ସି ଓ୍ବାଚ୍ -୯ ଭାରତରେ ପ୍ରି-ଅର୍ଡର୍ ପାଇଁ ଉପଲବ୍ଧ ହୋଇଛି। ଉଭୟ ମଡେଲ୍‌କୁ ୨୪/୭ ପରିଧାନ ଏବଂ ନିରନ୍ତର ସ୍ବାସ୍ଥ୍ୟ ନିରୀକ୍ଷଣକୁ ସମର୍ଥନ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହା ନିଦ୍ରା, ଶାରୀରିକ କାର୍ଯ୍ୟକଳାପ, ହୃଦୟ ଓ ରକ୍ତନଳୀ ସ୍ବାସ୍ଥ୍ୟ ଏବଂ ରିକଭରି ସମେତ ବିଭିନ୍ନ କ୍ଷେତ୍ରର ସ୍ବାସ୍ଥ୍ୟ ତଥ୍ୟକୁ ବ୍ୟବହାରିକ ମାର୍ଗଦର୍ଶନରେ ପରିଣତ କରେ।
ସାମସଙ୍ଗ ଏମଏକ୍ସ ବିଜନେଶର ଉପ ସଭାପତି ଆଦିତ୍ୟ ବବ୍ବର କହିଛନ୍ତି “AIର ଶକ୍ତିକୁ ବ୍ୟବହାର କରି ଏପରି ଏକ ଭବିଷ୍ୟତ ଗଢ଼ିବା ଆମର ଲକ୍ଷ୍ୟ, ଯେଉଁଠାରେ ସ୍ବାସ୍ଥ୍ୟସେବା ରୋଗ ପ୍ରତିରୋଧ ମୂଳକ, ନିରନ୍ତର ଏବଂ ପ୍ରତ୍ୟେକ ବ୍ୟକ୍ତିର ଆବଶ୍ୟକତା ଅନୁଯାୟୀ ହେବ। ଗାଲାକ୍ସି ଓ୍ବାଚ୍ ଅଲଟ୍ରା – ୨ ଏବଂ ଗାଲାକ୍ସି ଓ୍ବାଚ- ୯ ଏହି ଦୃଷ୍ଟିକୋଣକୁ ପ୍ରତିଫଳିତ କରେ। ଉନ୍ନତ ସ୍ବାସ୍ଥ୍ୟ ନିରୀକ୍ଷଣ ସୁବିଧା ସହିତ ଏହା ବ୍ୟବହାରକାରୀଙ୍କ ଏକ ବିଶ୍ବସନୀୟ ସାଥୀ ଭାବେ କାର୍ଯ୍ୟ କରିବା ସହ ସେମାନଙ୍କ ସ୍ବାସ୍ଥ୍ୟ ଯାତ୍ରାକୁ ସମର୍ଥନ କରିବା ପାଇଁ ପୂର୍ବ ସୂଚନା ଏବଂ ଠିକ୍ ସମୟରେ ସତର୍କ ସୂଚନା ପ୍ରଦାନ କରେ।
ସାମସଙ୍ଗ ଦ୍ବାରା ଏପର୍ଯ୍ୟନ୍ତ ତିଆରି କରାଯାଇଥିବା ସବୁଠାରୁ କ୍ଷମତାଶାଳୀ ସ୍ମାର୍ଟ ୱାଚ୍‌ମାନଙ୍କ ମଧ୍ୟରୁ ଅନ୍ୟତମ ଗାଲାକ୍ସି ଓ୍ବାଚ୍ ଅଲଟ୍ରା – ୨ ବାହାରେ ଅଧିକ ସମୟ ବିତାଉଥିବା କିମ୍ବା ଏଣ୍ଡୁରାନ୍ସ ସ୍ପୋଟ୍ସରେ ଅଂଶଗ୍ରହଣ କରୁଥିବା ବ୍ୟବହାରକାରୀଙ୍କ ପାଇଁ ଲକ୍ଷ୍ୟ କରାଯାଇଛି। ଏହା ଦୃଢ଼ ନିର୍ମାଣ ସହିତ ଟ୍ରାଏଲ ରନିଂ ଏବଂ ଡାଇଭିଂ ସମେତ ବିଭିନ୍ନ କାର୍ଯ୍ୟକଳାପ ପାଇଁ ସ୍ବତନ୍ତ୍ର ଟ୍ରାକିଂ ମୋଡକୁ ଏକତ୍ର କରିଛି। ନୂଆ ଟ୍ରାଏଲ ରନ ସୁବିଧା ଉଚ୍ଚତା, ଚଢ଼ାଇର ପ୍ରଗତି ଏବଂ ଭୂମିର ପ୍ରଭାବକୁ ମାପିଥାଏ, ଯାହା ଦୌଡ଼ାଳିଙ୍କୁ ନିଜର ଗତି ନିୟନ୍ତ୍ରଣ କରିବାରେ ସହାୟତା କରେ। ପୂର୍ବରୁ ଥିବା ସ୍ବେଟ ଲସ ସୁବିଧା ନୂଆ ନ୍ୟୁଟ୍ରେସନ ଆଲର୍ଟ ସୁବିଧା ଯୋଡ଼ା ଯାଇଛି। ଏହା ଶରୀରର ଓଜନ ତୁଳନାରେ ହେଉଥିବା ଝାଳ କ୍ଷୟକୁ ମାପି ଶରୀରକୁ ଆବଶ୍ୟକ ଜଳୀୟତାର ପରିମାଣ ଆକଳନ କରେ। ଗାଲାକ୍ସି ଓ୍ବାଚ ଅଲଟ୍ରା-୨ ରେ ପ୍ରଫେସନାଲ ଡାଇଭିଂ ସପୋର୍ଟ ମଧ୍ୟ ରହିଛି। ଏହି ଘଡ଼ି ପାଣିରେ ବୁଡ଼ିବା ସମୟରେ ଗଭୀରତା,ଡାଇଭିଂ ଏବଂ ପାଣିର ତାପମାତ୍ରାକୁ ସ୍ବୟଂଚାଳିତ ଭାବେ ରେକର୍ଡ କରେ। ଗାଲାକ୍ସି ଓ୍ବାଚ ଅଲଟ୍ରା- ୨ରେ ୮୦୦ mAh ବ୍ୟାଟେରୀ ରହିଛି। ଯାହା ପୂର୍ବ ଅଲଟ୍ରା ମଡେଲ୍ ତୁଳନାରେ ବ୍ୟାଟେରୀ କ୍ଷମତାରେ ୩୫% ବୃଦ୍ଧିକୁ ଦର୍ଶାଏ।

Previous Post

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର , ୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

Next Post

ସୁନାବେଶ ପାଇଁ ପୁରୀକୁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା

FNN WEB

FNN WEB

Next Post
ସୁନାବେଶ ପାଇଁ ପୁରୀକୁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା

ସୁନାବେଶ ପାଇଁ ପୁରୀକୁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା

July 25, 2026
ମାଲକାନଗିରିରେ ଠାବ ହେଲା ବଡ଼ ମାଓ ଡମ୍ପ୍, କମ୍ବିଂ ଅପରେସନ ଜୋରଦାର

ମାଲକାନଗିରିରେ ଠାବ ହେଲା ବଡ଼ ମାଓ ଡମ୍ପ୍, କମ୍ବିଂ ଅପରେସନ ଜୋରଦାର

July 25, 2026
ସୃଷ୍ଟି ହେଲା ଲଘୁଚାପ: ୨ ଦିନରେ ଅଧିକ ଘନୀଭୂତ ହେବା ସମ୍ଭାବନା, ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ସୃଷ୍ଟି ହେଲା ଲଘୁଚାପ: ୨ ଦିନରେ ଅଧିକ ଘନୀଭୂତ ହେବା ସମ୍ଭାବନା, ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

July 25, 2026
ସୁନାବେଶ ପାଇଁ ପୁରୀକୁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା

ସୁନାବେଶ ପାଇଁ ପୁରୀକୁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା

July 25, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା

July 25, 2026
ମାଲକାନଗିରିରେ ଠାବ ହେଲା ବଡ଼ ମାଓ ଡମ୍ପ୍, କମ୍ବିଂ ଅପରେସନ ଜୋରଦାର

ମାଲକାନଗିରିରେ ଠାବ ହେଲା ବଡ଼ ମାଓ ଡମ୍ପ୍, କମ୍ବିଂ ଅପରେସନ ଜୋରଦାର

July 25, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.