• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଆୟୁଷ୍ମାନ ସହ ମିଶିବ କି ସ୍ୱାସ୍ଥ୍ୟବୀମା? OUJର ବଡ଼ ଚେତାବନୀ

FNN WEB by FNN WEB
August 6, 2026
in ଓଡ଼ିଶା
0
ଆୟୁଷ୍ମାନ ସହ ମିଶିବ କି ସ୍ୱାସ୍ଥ୍ୟବୀମା? OUJର ବଡ଼ ଚେତାବନୀ
0
SHARES
2
VIEWS

ଜୋର୍ ଧରିଲା ଗୋପବନ୍ଧୁ ସ୍ୱାସ୍ଥ୍ୟବୀମାକୁ ଆୟୁଷ୍ମାନ ଭାରତ ସହ ମିଶାଇବା ଚର୍ଚ୍ଚା ପ୍ରସଙ୍ଗ । ଏହାକୁ ବିକୃତ ନ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି OUJ ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି । ସେ କହିଛନ୍ତି, ଆୟୁଷ୍ମାନ ଭାରତ ସହ ମିଶାଇବା ପକ୍ରିୟାରୁ ସରକାର ନିବୃତ୍ତ ରୁହନ୍ତୁ ।

ରାଜ୍ୟରେ ୯ ହଜାରରୁ ଊର୍ଦ୍ଧ୍ବ ସାମ୍ବାଦିକ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମାରେ ଉପକୃତ ହେଉଛନ୍ତି । ଆୟୁଷ୍ମାନ ଭାରତ ସହ ମିଶାଇବାକୁ ଉଦ୍ୟମ କଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି କହିଛି OUJ । ସେପଟେ ସ୍ୱାସ୍ଥ୍ୟ ବୀମା ଦ୍ୱନ୍ଦ୍ବକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଯୋଜନା ନେଇ ସରକାର ଅନୁଧ୍ୟାନ କରିବେ। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହ ଆଲୋଚନା ହୋଇଛି ।

Previous Post

ବିପର୍ଯ୍ୟୟରୁ ବର୍ତ୍ତିବାକୁ ଓଡ଼ିଶା ସରକାରଙ୍କ ବଡ଼ ପଦକ୍ଷେପ: ଉପକୂଳରେ ଲାଗିବ ହାଇଟେକ୍‌ ଟାୱାର

Next Post

୧୧୪ ଫାଇଟର ଜେଟ୍ ଲାଗି ଭାରତକୁ ୩.୨୫ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଦେଲା ଫ୍ରାନ୍ସ

FNN WEB

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ: ୨୦୧୩ ଯୌନ ନିର୍ଯାତନା ମାମଲାରେ ହାଇକୋର୍ଟଙ୍କ ବଡ଼ ରାୟ

ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ: ୨୦୧୩ ଯୌନ ନିର୍ଯାତନା ମାମଲାରେ ହାଇକୋର୍ଟଙ୍କ ବଡ଼ ରାୟ

August 6, 2026
୧୧୪ ଫାଇଟର ଜେଟ୍ ଲାଗି ଭାରତକୁ ୩.୨୫ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଦେଲା ଫ୍ରାନ୍ସ

୧୧୪ ଫାଇଟର ଜେଟ୍ ଲାଗି ଭାରତକୁ ୩.୨୫ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଦେଲା ଫ୍ରାନ୍ସ

August 6, 2026
ଆୟୁଷ୍ମାନ ସହ ମିଶିବ କି ସ୍ୱାସ୍ଥ୍ୟବୀମା? OUJର ବଡ଼ ଚେତାବନୀ

ଆୟୁଷ୍ମାନ ସହ ମିଶିବ କି ସ୍ୱାସ୍ଥ୍ୟବୀମା? OUJର ବଡ଼ ଚେତାବନୀ

August 6, 2026
ବିପର୍ଯ୍ୟୟରୁ ବର୍ତ୍ତିବାକୁ ଓଡ଼ିଶା ସରକାରଙ୍କ ବଡ଼ ପଦକ୍ଷେପ: ଉପକୂଳରେ ଲାଗିବ ହାଇଟେକ୍‌ ଟାୱାର

ବିପର୍ଯ୍ୟୟରୁ ବର୍ତ୍ତିବାକୁ ଓଡ଼ିଶା ସରକାରଙ୍କ ବଡ଼ ପଦକ୍ଷେପ: ଉପକୂଳରେ ଲାଗିବ ହାଇଟେକ୍‌ ଟାୱାର

August 6, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ: ୨୦୧୩ ଯୌନ ନିର୍ଯାତନା ମାମଲାରେ ହାଇକୋର୍ଟଙ୍କ ବଡ଼ ରାୟ

ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ: ୨୦୧୩ ଯୌନ ନିର୍ଯାତନା ମାମଲାରେ ହାଇକୋର୍ଟଙ୍କ ବଡ଼ ରାୟ

August 6, 2026
୧୧୪ ଫାଇଟର ଜେଟ୍ ଲାଗି ଭାରତକୁ ୩.୨୫ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଦେଲା ଫ୍ରାନ୍ସ

୧୧୪ ଫାଇଟର ଜେଟ୍ ଲାଗି ଭାରତକୁ ୩.୨୫ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଦେଲା ଫ୍ରାନ୍ସ

August 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.