• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଗାଁରେ ମିଳିବ ସହରୀ ସୁବିଧା, ସରକାରଙ୍କ ୩ କୋଟି ପ୍ଲାନ୍

FNN WEB by FNN WEB
August 20, 2026
in ଓଡ଼ିଶା
0
ଗାଁରେ ମିଳିବ ସହରୀ ସୁବିଧା, ସରକାରଙ୍କ ୩ କୋଟି ପ୍ଲାନ୍
0
SHARES
3
VIEWS

ମୋହନ ସରକରାଙ୍କୁ ଦୁଇ ବର୍ଷ ପୂରି ତୃତୀୟ ବର୍ଷ ଚାଲିଲାଣି । ହେଲେ ଗାଁ ଭୋଟରଙ୍କ ମନ ଜିଣିବାକୁ ଆଗକୁ ଏକ ବଡ଼ କାର୍ୟ୍ୟକ୍ରମ ହାତକୁ ନେବାକୁ ଯାଉଛନ୍ତି ସରକାର । ଗ୍ରାମାଂଚଳ ଲୋକଙ୍କ ପାଇଁ ଭଣ୍ଡାର ଖୋଲି ବର୍ଷକୁ ବିଭିନ୍ନ ଯୋଜନା ପାଇଁ ୩ କୋଟି ଟଙ୍କା ଦେବ ପଂଚାୟତିରାଜ ବିଭାଗ । ଆଉ ଏହାକୁ ନେଇ ରାଜନୀତିର ଗନ୍ଧ ବାରିଛନ୍ତି ।

ଆଉ କେଇ ମାସ ପରେ ବାଜିବ ପଂଚାୟତ ନିର୍ବାଚନର ବିଗୁଲ। ଏବେଠୁ ଗ୍ରାମାଂଚଳର ଭୋଟରଙ୍କ ମନ କିଣିବାକୁ ମେଗା ପ୍ଲାନ ପ୍ରସ୍ତୁତ କରିଛି ପଂଚାୟତିରାଜ ବିଭାଗ । ଗାଁରେ ମିଳିବ ସହରୀ ସୁବିଧା। ଗ୍ରାମ ସମ୍ପଦ କାର୍ୟ୍ୟକ୍ରମ ଆଣିବ ପଞ୍ଚାୟତିରାଜ ବିଭାଗ। ପଞ୍ଚାୟତର ବିକାଶ ପାଇଁ ବର୍ଷକୁ ମିଳିବ ପ୍ରାୟ ୩ କୋଟି ଟଙ୍କା। ସହର ପରି ଗାଁରେ ଆସେଟ ତିଆରି କରିବେ ରାଜ୍ୟ ସରକାର। ଏହି କାର୍ୟ୍ୟକ୍ରମ ଅଧୀନରେ ଆଦର୍ଶ କଲ୍ୟାଣ ମଣ୍ଡପ, ଆଦର୍ଶ ଗ୍ରାମୀଣ ପାର୍କ, ଆଦର୍ଶ ଗ୍ରାମୀଣ ହାଟ, ଆଦର୍ଶ ଖେଳ ପଡ଼ିଆ, ଆଦର୍ଶ ପୋଖରୀ, ଆଦର୍ଶ ଶ୍ମଶାନ ନିର୍ମାଣ ହେବ। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବା କାର୍ୟ୍ୟକ୍ରମ ଅଧୀନରେ ଆସୁଥିବା ଅର୍ଥକୁ ମିଳିତ ଭାବେ ମିଶାଇ ଗ୍ରାମୀଣ ଆସେଟ ତିଆରି କରାଯିବ ।

ସରକାର ଆଣୁଛନ୍ତି ଆମ ସମ୍ପଦ କାର୍ୟ୍ୟକ୍ରମ

ପ୍ରକଳ୍ପ ବ୍ୟୟବରାଦ
ଆଦର୍ଶ ଖେଳପଡ଼ିଆ ୬୫ ଲକ୍ଷ ୭୫ ହଜାର
କଲ୍ୟାଣ ମଣ୍ଡପ ୪୯ ଲକ୍ଷ
ପୋଖରୀ ଓ ଜଳାଶୟ ୩୪ ଲକ୍ଷ
ଶ୍ମଶାନ ୨୨ ଲକ୍ଷ
ଗ୍ରାମୀଣ ପାର୍କ ୨୦ ଲକ୍ଷ
ଗାଁ ହାଟ ୧୬ ଲକ୍ଷ ୫୦ ହଜାର

ଟଙ୍କା ଖର୍ଚ୍ଚ ହେବ। ଏ ନେଇ ରାଜ୍ୟ ସରକାର ଏସ୍‌ଓପି ପ୍ରସ୍ତୁତ କରୁଥିବା କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ।ସରକାରଙ୍କ ଯୋଜନାକୁ ସ୍ବାଗତ କରିଛନ୍ତି ବିରୋଧୀ ହେଲେ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ କରିଛନ୍ତି । ବିଜେଡ଼ି କହିଛି, ପଞ୍ଚାୟତିରାଜ ବିଭାଗ ବଜେଟ୍ ଅର୍ଥ ଖର୍ଚ୍ଚ କରିବାରେ ସବୁଠାରୁ ତଳେ। କଥା ଆଉ ବାସ୍ତବତା ଭିତରେ ବହୁ ପାର୍ଥକ୍ୟ। ସେପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି ବିଜେପି ସରକାର ଏଭଳି ଘୋଷଣା କରିଛନ୍ତି। ଦିନରେ ଗୋଲାପୀ ସ୍ୱପ୍ନ ଦେଖୁଛନ୍ତି। ଗାଁରେ କାମ କିଛି ହେଉନି। କେବଳ ଲୋକଙ୍କ ଆଇୱାସ୍ ପାଇଁ ଏପରି କରିଛନ୍ତି।

ପୂର୍ବ ସରକାର ଗାଁର ବିକାଶ ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା ସ୍କିମ ଆଣିଥିଲେ, ଏହାକୁ ପରିବର୍ତ୍ତନ କରି ବିଜେପି ସରକାର ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ପ୍ରଣୟନ କଲେ । ଉଦ୍ଦେଶ୍ୟ ଥିଲା, ଏହି ଯୋଜନାରେ ଗାଁର ସାମଗ୍ରିକ ବିକାଶ । ଆଉ ଆଗକୁ ଆସୁଛି ଆମ ସମ୍ପଦ କାର୍ୟ୍ୟକ୍ରମ ।

Previous Post

୩୫୪ ଅଟୋ ଜବତ , ୧୦୦ରୁ ଅଧିକ ଗିରଫ

Next Post

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ

FNN WEB

FNN WEB

Next Post
ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.