• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଓଲା-ଉବେର-ରାପିଡୋ ପାଇଁ କଡ଼ା ନିୟମ! ସେପ୍ଟେମ୍ବର ୧ରୁ ବଦଳିବ ଆପ୍ କ୍ୟାବ୍ ବ୍ୟବସ୍ଥା

FNN WEB by FNN WEB
August 22, 2026
in ଓଡ଼ିଶା
0
ଓଲା-ଉବେର-ରାପିଡୋ ପାଇଁ କଡ଼ା ନିୟମ! ସେପ୍ଟେମ୍ବର ୧ରୁ ବଦଳିବ ଆପ୍ କ୍ୟାବ୍ ବ୍ୟବସ୍ଥା
0
SHARES
4
VIEWS

ଓଲା, ଉବେର, ରାପିଡୋ ସମେତ ଆପ୍ ଆଧାରିତ ଯାତ୍ରୀ ସେବା ଯୋଗାଉଥିବା ଯାନଗୁଡ଼ିକ ଉପରେ ଏବେ ଲାଗିବାକୁ ଯାଉଛି ପରିବହନ ବିଭାଗର କଟକଣା । ଆପ୍ ଆଧାରିତ ଯାତ୍ରୀ ସେବା ପାଇଁ ପରିବହନ ବିଭାଗ ପକ୍ଷରୁ ନୂତନ ନିୟମାବଳୀ ପ୍ରସ୍ତୁତ କରାଯାଇଛି, ଯାହା ସେପ୍ଟେମ୍ବର ୧ରୁ ଲାଗୁ ହେବାକୁ ଯାଉଛି । ନୂତନ ନିୟମ ଅନୁଯାୟୀ, ଓଲା, ଉବେର ଏବଂ ରାପିଡୋ ଭଳି ଏଗ୍ରିଗେଟର୍ କମ୍ପାନୀଗୁଡ଼ିକ ପାଇଁ ପରିବହନ ପ୍ରାଧିକରଣଠାରୁ ଲାଇସେନ୍ସ ନେବା ବାଧ୍ୟତାମୂଳକ ହେବ । ସେହିପରି, ଏହି କମ୍ପାନିଗୁଡ଼ିକ ସହିତ କାମ କରୁଥିବା ଡ୍ରାଇଭରମାନଙ୍କ ପାଖରେ ବୈଧ ଡ୍ରାଇଭିଂ ଲାଇସେନ୍ସ ରହିବା ଆବଶ୍ୟକ ।

ଏହାଛଡ଼ା ସେମାନଙ୍କ ପାଖରେ ବ୍ୟାଚ୍ ରହିବା ମଧ୍ୟ ଜରୁରୀ ଅଟେ । ଡ୍ରାଇଭରମାନଙ୍କ ପାଇଁ ସ୍ଥାନୀୟ ଭାଷାର ଜ୍ଞାନ ରହିବା ବାଧ୍ୟତାମୂଳକ କରାଯାଇଛି । ବ୍ୟାଚ୍ ପାଇଁ ଆବେଦନ କରିବା ସମୟରେ ଡ୍ରାଇଭରଙ୍କୁ ଯେଉଁ ସହରରେ ସେବା ଯାତ୍ରୀ ଦେବାକୁ ଚାହୁଁଛନ୍ତି, ସେଠାକାର ୧୫ ବର୍ଷର ବାସିନ୍ଦା ପ୍ରମାଣପତ୍ର ଦେବାକୁ ପଡ଼ିବ। ଏଥିସହିତ ପୁଲିସ ଭେରିଫିକେସନ୍ ରିପୋର୍ଟ ମଧ୍ୟ ଜମା କରିବାକୁ ହେବ । ଏହାସହିତ ଜାଲ୍ କାଗଜପତ୍ର ଜରିଆରେ ଲାଇସେନ୍ସ ହାସଲ କରିଥିବା ଡ୍ରାଇଭରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଟ୍ୟାକ୍ସି ଏବଂ ଅଟୋ ରିକ୍ସା ପରେ ଏବେ ଏହି ସମସ୍ତ ଆପ୍ କ୍ୟାବ୍ ପାଇଁ ବିଭାଗ କଡ଼ା ନିୟମ ଆଣିଛି ।

ସେପ୍ଟେମ୍ବର ୧ରୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ

ଏଗ୍ରିଗେଟର୍ କମ୍ପାନୀଗୁଡ଼ିକ ପାଇଁ ପରିବହନ ପ୍ରାଧିକରଣରୁ ଲାଇସେନ୍ସ ନେବା ସମ୍ପୂର୍ଣ୍ଣ ବାଧ୍ୟତାମୂଳକ
ଡ୍ରାଇଭରଙ୍କ ପାଖରେ ବୈଧ ଡ୍ରାଇଭିଂ ଲାଇସେନ୍ସ, ବ୍ୟାଚ୍ ଏବଂ ବ୍ୟବହାରିକ ସ୍ଥାନୀୟ ଭାଷାର ଜ୍ଞାନ ରହିବା ଆବଶ୍ୟକ
ବ୍ୟାଚ୍ ପାଇଁ ଆବେଦନ କଲାବେଳେ ୧୫ ବର୍ଷର ବାସିନ୍ଦା ପ୍ରମାଣପତ୍ର ଦରକାର
ଏହାସହିତ ପୋଲିସ ଭେରିଫିକେସନ୍ ରିପୋର୍ଟ ଦାଖଲ କରିବାକୁ ପଡ଼ିବ
କୌଣସି ଡ୍ରାଇଭର କ୍ରମାଗତ ଭାବେ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଗାଡ଼ି ଚଳାଇ ପାରିବେ ନାହିଁ
ଯାତ୍ରୀ ଦେଉଥିବା ମୋଟ ଭଡ଼ାର ଅତିକମ୍‌ରେ ୮୦ ପ୍ରତିଶତ ଅର୍ଥ ସିଧାସଳଖ ଡ୍ରାଇଭରଙ୍କ ପାଖକୁ ଯିବ
ସମସ୍ତ ଯାନଗୁଡ଼ିକ ଉପରେ ଅନଲାଇନ୍ ନଜର ରଖାଯିବ
ସେହିପରି ଆପ୍‌ଗୁଡ଼ିକରେ ସ୍ଥାନୀୟ ଭାଷା ସହ ହିନ୍ଦୀ ଏବଂ ଇଂରାଜୀ ଭାଷାର ସୁବିଧା ରହିବ

Previous Post

ଏନ୍‌ଟିପିସି ପ୍ଲାଣ୍ଟରେ ବ୍ଲାଷ୍ଟ! ୫ ଶ୍ରମିକ ଗୁରୁତର

Next Post

ସମୃଦ୍ଧ ଓଡ଼ିଶା ୨୦୩୬ ପାଇଁ ବଡ଼ ପଦକ୍ଷେପ! ୨୭୮୦ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରି

FNN WEB

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
Over 200 Persons with Disabilities Attend Narayan Seva Sansthan Camp in Puri; 101 Assessed for Artificial Limbs and Calipers, 51 Selected for Free Surgeries

November 22, 2026
Narayan Seva Sansthan to Organise Mega Free Disability Correction Camp in Puri on November 22

November 20, 2026
Jindal Foundation Marks Seva Diwas with Acts of Compassion and Care

Jio Platforms IPO Creates History: First IPO to Cross 1 Crore Applications and Counting, Bidding Open Till 7 PM Today

October 23, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

Over 200 Persons with Disabilities Attend Narayan Seva Sansthan Camp in Puri; 101 Assessed for Artificial Limbs and Calipers, 51 Selected for Free Surgeries

Over 200 Persons with Disabilities Attend Narayan Seva Sansthan Camp in Puri; 101 Assessed for Artificial Limbs and Calipers, 51 Selected for Free Surgeries

November 22, 2026
Narayan Seva Sansthan to Organise Mega Free Disability Correction Camp in Puri on November 22

Narayan Seva Sansthan to Organise Mega Free Disability Correction Camp in Puri on November 22

November 20, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.