• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଯାଜପୁର-ଭଦ୍ରକ-ବାଲେଶ୍ବରରେ ଧର୍ମେନ୍ଦ୍ରଙ୍କ ପ୍ରଚାର: ‘ଏଥର ଲୋକେ ପରିବର୍ତ୍ତନ ଆଣିବେ’

FNN WEB by FNN WEB
May 31, 2024
in ଓଡ଼ିଶା, ମୁଖ୍ୟ ଖବର
0
ଯାଜପୁର-ଭଦ୍ରକ-ବାଲେଶ୍ବରରେ ଧର୍ମେନ୍ଦ୍ରଙ୍କ ପ୍ରଚାର: ‘ଏଥର ଲୋକେ ପରିବର୍ତ୍ତନ ଆଣିବେ’
0
SHARES
9
VIEWS

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିଜ ଅଭିଭ‌ାଷ‌ଣରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। କେନ୍ଦ୍ରର ମୋଦୀଙ୍କର ୧୦ବର୍ଷକୁ ତପସ୍ୟାର ସମୟ କହିଥିବା ବେଳେ ଓଡ଼ିଶା ନବୀନ ୨୫ବର୍ଷ ଧରି ରାଜ୍ୟବାସୀଙ୍କୁ ପ୍ରତାରଣା କରିଛନ୍ତି ବୋଲି କହିଥିଲେ। ଯାଜପୁରଠାରେ ସେ କହିଥିଲେ, ବ୍ଲାକ୍‌ରୋଜ୍‌ରେ ଓଡ଼ିଶା ବୈଭବ ବିକ୍ରି ପାଇଁ ଚାଇନା ଯାଇଥିଲା। ସିବିଆଇ ତଦନ୍ତ କରିବାକୁ ରାଜି ହୋଇଥିବା ବେଳେ ଜାହାଜ ଚଳାଚଳ ମନ୍ତ୍ରାଳୟ ଅନୁମତି ଦେଇଛି। ଏହି ମାମଲାରେ କ୍ରୀତଦାସ ଜେଲ୍‌ଯିବେ ବୋଲି ଦୋହରାଇଥିଲେ। ଏଥିସହିତ, ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ଓ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କହିଥିଲେ। ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରି ସେ କହିଥିଲେ ଯେ ୧୦,୦୦୦ କୋଟି ଟଙ୍କା ମୋଦୀ ପିଇବା ପାଣି ପାଇଁ ଦେଲେ, ନବୀନ ପଟ୍ଟନାୟକଙ୍କ ତାମିଲ ଠିକାଦାର ଲୁଟିନେଲେ। ଚାଷ ଜମିକୁ ପାଣି ନାହିଁ, ଶୀତଳଭଣ୍ଡାର ନାହିଁ, ସ୍କୁଲ୍‌ରେ ଶିକ୍ଷକ ନାହାନ୍ତି। ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ବିଏସକେୱାଇ ଜରିଆରେ ଘରୋଇ ଡାକ୍ତରଖାନା ଜରିଆରେ ରାଜସ୍ବ ଲୁଟିଛନ୍ତି ରାଜ୍ୟ ସରକାର। ଏହି ସଭାରେ ଯାଜପୁର ବିଧାୟକ ପ୍ରାର୍ଥୀ ଗୌତମ ରାୟ ଓ ସାଂସଦ ପ୍ରାର୍ଥୀ ରବିନାରାୟଣ ବେହେରାଙ୍କ ସମେତ ଦଳୀୟ କର୍ମକର୍ତ୍ତାମାନେ ମତ ରଖିଥିଲେ। ସେହିପରି ଆଜି ବରୀରେ ବିଜେପି ପ୍ରାର୍ଥୀ ଉମେଶ ଜେନା, ସୁକିନ୍ଦାର ବିଜେପି ପ୍ରାର୍ଥୀ ପ୍ରଦୀପ ବଳସାମନ୍ତଙ୍କ ପାଇଁ ଶ୍ରୀ ପ୍ରଧାନ ପ୍ରଚାର କରିଥିଲେ।

ଯାଜପୁର/ଟାଉନ/ସଦର/ବରୀ/କାଳିଆପାଣି/ଅସୁରାଳି/ସିମୁଳିଆ: ଆଜି ପ୍ରଚାରର ଶେଷଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାଜପୁର ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀ ଯାଜପୁର, ବରୀ ଓ ସୁକିନ୍ଦା; ଏବଂ ଭଦ୍ରକ ଜିଲ୍ଲା ଧାମନଗର ଓ ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ତୋଫାନୀ ପ୍ରଚାର କରିଛନ୍ତି। ଏହି ଅବସରରେ ଆୟୋଜିତ ସଭାରେ ଅଭିଭାଷଣ ପ୍ରଦାନ କରି ଏଥର ଲୋକେ ପରିବର୍ତ୍ତନ ଆଣିବେ ବୋଲି ଦୃଢ଼ୋକ୍ତି କରିଛନ୍ତି।

ଧାମନଗର ଧୂଷୁରୀ ବାସନ୍ତୀ ପଡ଼ିଆରେ ଆୟୋଜିତ ପ୍ରଚାର ସଭାରେ ଯୋଗ ଦେବାପାଇଁ ଶ୍ରୀ ପ୍ରଧାନ ହେଲିକପ୍ଟର ଯୋଗେ ଆସିଥିବା ବେଳେ ଯାନ୍ତ୍ରିକ ସମସ୍ୟା ହେତୁ ଓହ୍ଲାଇ ପାରିନଥିଲେ। ଆଭାସି ମାଧ୍ୟମରେ ବକ୍ତବ୍ୟ ରଖି ଭ୍ରଷ୍ଟାଚାରରେ ବୁଡ଼ି ରହିଥିବା ରାଜ୍ୟ ବିଜେଡି ସରକାରକୁ ହଟାଇ ଓଡ଼ିଶାବାସୀ ଏଥର ପରିବର୍ତ୍ତନ ଆଣିବେ ବୋଲି କହିଥିଲେ। ସଭାରେ ଧାମନଗର ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ ଅଭିଭାଷଣ ପ୍ରଦାନ କରିଥିଲେ। ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସିମୁଳିଆ ନିର୍ବାଚନମଣ୍ଡଳୀର ଅଡାଠାରେ ଅନୁଷ୍ଠିତ ଜନସମାବେଶକୁ ସମ୍ବୋଧିତ କରିଥିଲେ। ଅଣଓଡ଼ିଆ କି ଅଫିସରରାଜ୍‌ ନୁହେଁ, ଏଥର ନିର୍ବାଚିତ ଜନପ୍ରତିନିଧି ଓଡ଼ିଶାର ଶାସନଭାର ସମ୍ଭାଳିବେ ବୋଲି ପ୍ରକାଶ କରି ଶ୍ରୀ ପ୍ରଧାନ ଜୁନ୍ ୧ ତାରିଖରେ ବିଜେପିର ସମସ୍ତ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କୁ ଦଳୀୟ ଚିହ୍ନ ପଦ୍ମଫୁଲରେ ବହୁମତ ଦେବାକୁ ଆହ୍ବାନ ଦେଇଥିଲେ। ଏହି ସଭାରେ ଭଦ୍ରକ ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ସିମୁଳିଆ ବିଧାୟକ ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡାଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Previous Post

କିଟ୍‍ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ସମାବର୍ତ୍ତନ

Next Post

‘ମୁଖ୍ୟମନ୍ତ୍ରୀ କିଏ ହେ‌ବେ, ଦଳ ନିଷ୍ପତ୍ତି ନେବ’

FNN WEB

FNN WEB

Next Post
‘ମୁଖ୍ୟମନ୍ତ୍ରୀ କିଏ ହେ‌ବେ, ଦଳ ନିଷ୍ପତ୍ତି ନେବ’

‘ମୁଖ୍ୟମନ୍ତ୍ରୀ କିଏ ହେ‌ବେ, ଦଳ ନିଷ୍ପତ୍ତି ନେବ’

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 7, 2026
ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

March 7, 2026
୨୪ରେ ମିଳିବ ସୁଭଦ୍ରା ଟଙ୍କା, ଏକାସାଙ୍ଗରେ ଦୁଇଟି କିସ୍ତିର ଟଙ୍କା ମିଳିବ

ଆଜି ମହିଳା ଦିବସରେ ମିଳିବ ‘ସୁଭଦ୍ରା’ ଚତୁର୍ଥ କିସ୍ତି

March 7, 2026
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 7, 2026
ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

March 7, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.