କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସ୍ଵଂସହାୟିକା କଲେଜ +୩ କଳାରେ 2521 ମାର୍କ ରଖି ଟପ୍ପର ହୋଇଥିଲା ଛାତ୍ରି ଅଂଶୁମାନୀ ସାହୁ କେନ୍ଦ୍ରାପଡ଼ା ପୌରାଞ୍ଚଳ ୱାର୍ଡ ନୁମ୍ବର ୯ ବିଜୟ କୁମାର ସାହୁ ଓ ରଂଜିତା ସାହୁଙ୍କ ଝିଅ ସଫଳତା ହାସଲ କରିଛନ୍ତି l ଜିଲ୍ଲା ପାଇଁ ଗୌବାନିତ କରିଥିବା ଛାତ୍ର ଅଂଶୁମାନୀ ସାହୁ ଙ୍କୁ ଜାବିର ବିନ କବିର ଏଡ଼ଉଚସନାଲ ଟ୍ରଷ୍ଟ ତରଫରୁ ଉତ୍ତରୀୟ, ମାନପତ୍ର ଏବଂ ଏକ ପଦକ ପ୍ରଦାନ କରି ସୋମ୍ବର୍ଦ୍ଧିତ କରିଥିଲେ l ମୁଖ୍ୟଅତିଥି ରୂପେ କେନ୍ଦ୍ରାପଡ଼ା ପୌରପାଳିକା ଅଦକ୍ଷ ସରିତା ସାହୁ ସାନମାନିତା ଅତିଥିଭାବେ ୯ ନୁମ୍ବର କାଉନସିଲର ଅଭୟ ବେହେରା ଓ ୧୩ ନୁମ୍ବର କାଉନସିଲର ସେକ ଅସଲାମ ସମ୍ବର୍ଧିତ କରିଥିଲେ l
ବିଗତ ବର୍ଷ ମାନଙ୍କରେ ଉକ୍ତ ଅନୁଷ୍ଠାନ ତରଫରୁ କେନ୍ଦ୍ରାପଡ଼ା ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ କ୍ରୀଡା ବିକାଶ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଓ scholarship ଆଦି ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି ଆସୁ ଅଛୁ ଆମ ଜିଲ୍ଳାରେ ଶିକ୍ଷାର ପ୍ରସାର ପାଇଁ ଏକ ପ୍ରୟାସ ଆଗକୁ ମଧ୍ୟ୍ୟ ଏହି ପ୍ରୟାସ ଜାରିରହିବ ବୋଲି ମହମ୍ମଦ ଆମିର ପ୍ରକାଶ କରିଛନ୍ତି l ସେକ ଲିୟାକତ ଅଲିଙ୍କ, ଏନାମୁଲ ହକ,ସତ୍ୟବ୍ରତ ସ୍ୱାଇଁ, ସହସମ୍ପାଦକ ପଦ୍ମନାଭ ସାହୁ, ସଦସ୍ୟ ରଶ୍ମି ରଞ୍ଜନ ସାହୁ, ଆଦି ଉପସ୍ଥିତ ଥିଲେ l














