• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଉର୍ଦ୍ଦୁ ଏକାଡେମୀର କଟକ ଠାରେ ମୁଶାଏରା କାର୍ଯ୍ୟକ୍ରମ

FNN WEB by FNN WEB
August 24, 2024
in ଓଡ଼ିଶା, ମୁଖ୍ୟ ଖବର
0
ଉର୍ଦ୍ଦୁ ଏକାଡେମୀର କଟକ ଠାରେ ମୁଶାଏରା କାର୍ଯ୍ୟକ୍ରମ
0
SHARES
23
VIEWS

ଭୁବନେଶ୍ୱର: ଓଡିଶା ଉର୍ଦ୍ଦୁ ଏକାଡେମୀ ଗତ ସପ୍ତାହରେ କଟକ ପାନ୍ଥ ନିବାସରେ ଏକ ରାଜ୍ୟ ସ୍ତରୀୟ ମୁଶାଏରା, ଉର୍ଦ୍ଦୁ କବି ସମ୍ମିଳନୀ, ଆୟୋଜନ କରିଥିଲା। ସ୍ୱାଧୀନତା ଦିବସ ପାଳନ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ କୋଡ଼ିଏ ଉର୍ଦ୍ଦୁ କବି ସେମାନଙ୍କ କବିତା ପାଠ କରିଥିଲେ। ମୁଶାଏରା ପାଠ ସମୟରେ ଦର୍ଶକମାନେ ପ୍ରତ୍ୟେକଙ୍କୁ “ୱା-ୱା” ଏବଂ କରତାଳି ଦେଇ ଉତ୍ସାହିତ କରିଥିଲେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା କବିମାନେ ସମ୍ବଲପୁର, ରାଉରକେଲା, ଭଦ୍ରକ, କଟକ ସହର ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରୁ ଆସିଥିଲେ। ଜନାବ ମୁସ୍ତାକ୍ ଗହର ଏହି କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।

ରାଜସ୍ୱ ବିଭାଗୀୟ କମିଶନରଙ୍କ କଟକ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସଚିବ ସୟଦ ମହମ୍ମଦ ଆକଦାସ ଓ ଉର୍ଦ୍ଦୁ ଭାଷାର ପ୍ରୋତ୍ସାହନ ପାଇଁ ଜାତୀୟ ପରିଷଦର ସାଧାରଣ ସଦସ୍ୟ ସୟଦ ମୁଶିର ଆଲାମ ଉତ୍ସବରେ ଅତିଥି ଭାବରେ ଯୋଗ ଦେଇଥିଲେ। ଏକାଡେମୀ ସଭାପତି ଖାଲିଦ ରହୀମ , ଉପ-ସଭାପତି ନଫିସ ମଞ୍ଜର ହାସନ ଏବଂ ଏକାଡେମୀ ସଚିବ ସୁଚିସ୍ମିତା ମନ୍ତ୍ରି ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ବିଶିଷ୍ଟ ଉର୍ଦ୍ଦୁ କବି ଯେଉଁମାନେ ଏହି କାର୍ଯ୍ୟକ୍ରମରେ ସେମାନଙ୍କର କବିତା ପାଠ କରିଥିଲେ, ସେମାନଙ୍କ ମଧ୍ୟରେ ସୟିଦ୍ ରେହମାନି, ନୁର ଇଲାହି ନାତିକ, ଅବଦୁଲ ହକ ବେତାବ, ସାକିର ୱାର୍ସି, ମୁଜିବୁର ରହମାନ ମେହେକାସ ଏବଂ ୟୁନୁସ ଆସିମ ଅନ୍ତର୍ଭୁକ୍ତ । ସେହିଭଳି ବିଭିନ୍ନ ସ୍ଥାନରୁ ଆସିଥିବା କବି ମଧ୍ୟରେ ସୁଙ୍ଗଡାରୁ ଖୱାର ନକିବ, ଭଦ୍ରକରୁ ଜଫର ଡାନିସ୍ ଓ ମୁନିର୍ ଅରମାନ, ସମ୍ବଲପୁରରୁ ନାସିର ଫରାଜ ଓ ମମତାଜ ସାଉର , ରାଉରକେଲା ରୁ ମୁକତାର ରାହୀ ଏବଂ କାକଟପୁରରୁ ଇସାକ ଅନୱାର ଅନ୍ତର୍ଭୁକ୍ତ। ଏହି ଅବସରରେ ବିଶିଷ୍ଟ ଉର୍ଦ୍ଦୁ କବି ଅବଦୁଲ ହକ ବେତାବଙ୍କ ଦ୍ୱାରା ଲିଖିତ କବିତା ପୁସ୍ତକ “ ରେଜା ରେଜା ଅହସାସ ” ମୁକ୍ତିଲାଭ କରିଥିଲା।

Previous Post

‘ସୁଭଦ୍ରା’ ଗାଇଡଲାଇନକୁ କ୍ୟାବିନେଟ୍ ମଞ୍ଜୁରୀ: ବର୍ଷକୁ ମହିଳାଙ୍କୁ ମିଳିବ ୧୦ ହଜାର ଟଙ୍କା

Next Post

ଆସନ୍ତାକାଲି ପ୍ରଶିକ୍ଷଣ ନେବେ ବିଜେଡିର ନୂଆ ବିଧାୟକ, ଉଦଘାଟନ କରିବେ ବିଜେଡି ସୁପ୍ରିମୋ

FNN WEB

FNN WEB

Next Post
ଆସନ୍ତାକାଲି ପ୍ରଶିକ୍ଷଣ ନେବେ ବିଜେଡିର ନୂଆ ବିଧାୟକ, ଉଦଘାଟନ କରିବେ ବିଜେଡି ସୁପ୍ରିମୋ

ଆସନ୍ତାକାଲି ପ୍ରଶିକ୍ଷଣ ନେବେ ବିଜେଡିର ନୂଆ ବିଧାୟକ, ଉଦଘାଟନ କରିବେ ବିଜେଡି ସୁପ୍ରିମୋ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.