• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଭାରତ ମସଲା ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର ,୪୦୦ ଜଣଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା

FNN WEB by FNN WEB
September 28, 2024
in ଓଡ଼ିଶା, ମୁଖ୍ୟ ଖବର
0
ଭାରତ ମସଲା ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର ,୪୦୦ ଜଣଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା
0
SHARES
1
VIEWS

କଟକ:ସାମାଜିକ ଦାୟିତ୍ଵବୋଧତା କୁ କମ୍ପାନୀର କର୍ତ୍ତବ୍ୟ ଭାବେ ଦୀର୍ଘ ୨୫ ବର୍ଷ ଧରି ସମ୍ପାଦନ କରି ଆସୁଥିବା ଭାରତ ମସଲା ପକ୍ଷରୁ ଆଜି ଏକ ମେଗା ସ୍ୱାସ୍ଥ୍ୟ ଶିବିର ବାରଙ୍ଗସ୍ଥିତ ରାମଦାସ ପୁର କମ୍ପାନୀ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ମେଗା ସ୍ୱାସ୍ଥ୍ୟ ଶିବିରକୁ ଭାଜପାର ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଲେ ଯେ, ଆମେ ସମସ୍ତେ ବଞ୍ଚିବାପାଇଁ ଖାଉଛେ। ସ୍ୱାସ୍ଥ୍ୟକର ଖାଦ୍ୟ ଆମକୁ ନିରୋଗ ରଖିବା ସହ ଦୀର୍ଘାୟୁ କରିଥାଏ। ଶରୀର କିଭଳି ସୁସ୍ଥ ରହିବ ସେଥିପାଇଁ ଡାକ୍ତରଙ୍କ ପରାମର୍ଶ ନେଇ ବିଭିନ୍ନ ପରୀକ୍ଷା ମାଧ୍ଯମରେ ଶରୀରକୁ କେଉଁ ରୋଗ ଆକ୍ରାନ୍ତ କରିଛି ତାର ପ୍ରତିଷେଧକ ଚିକିତ୍ସା କରାଇନେବା ଜରୁରୀ। ଯେଉଁ କାର୍ଯ୍ୟକୁ ଆଜି ଭାରତ ମସଲା କମ୍ପାନୀ ତାର କର୍ମଚାରୀ ଓ ଆଖପାଖ ଅଞ୍ଚଳର ଲୋକମାନଙ୍କ ପାଇଁ କରାଇଆସୁଛନ୍ତି । ମାଗଣାରେ ପ୍ରାୟ ୧୭ ପ୍ରକାର ଚିକିତ୍ସା କରି ସେମାନଙ୍କୁ ଔଷଧ ଯୋଗାଇଦେବା ଭଳି କାର୍ଯ୍ୟ ଦେଖି ଶ୍ରୀ ମହାପାତ୍ର ଖୁସିବ୍ୟକ୍ତ କରିଥଲେ ।

ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ଭେଷଜ ବିଭାଗୀୟ ମୁଖ୍ୟ ଡାକ୍ତର ଜୟନ୍ତ କୁମାର ପଣ୍ଡା ଏଥିରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଦୀର୍ଘ ୧୦ ବର୍ଷ ଧରି ଭାରତ ମସଲା ପରିବାର ଏଭଳି ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ କରି କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟପ୍ରତି ଯଥେଷ୍ଟ ଗୁରୁତ୍ବ ଦେଉଥିବା ଦାୟିତ୍ୱବୋଧର ଅନନ୍ୟ ଉଦାହରଣ ବୋଲି କହିଥିଲେ। ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ଏଥିରେ ଅଧ୍ୟକ୍ଷତା କରି କହିଲେଯେ, କେବଳ ବ୍ୟବସାୟ ଲକ୍ଷ୍ୟ ନ ରଖି ବିଭିନ୍ନ ସମୟରେ କମ୍ପାନୀ ସ୍ୱାସ୍ଥ୍ୟ ସେବାକୁ ନିଜର କର୍ତ୍ତବ୍ୟ ଭାବେ ଧରିନେଇ ରକ୍ତଦାନ ଠାରୁ ଆରମ୍ଭ କରି ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରୁଛି। ଏଥର କମ୍ପାନୀ ପାଦ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ପ୍ରାୟ ୪୦୦ ଜଣ ବ୍ୟକ୍ତି ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସୁନାମଧନ୍ୟ ଡାକ୍ତର ମାନଙ୍କ ଦ୍ଵାରା କରାଇ ରୋଗ ନିରୂପଣ କରାଇବା ମାଗଣା ଔଷଧ ସହ ଆବଶ୍ୟକୀୟ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଇଛି ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ କମ୍ପାନୀର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା ଯୋଗଦେଇ ସମସ୍ତଙ୍କ ସହଯୋଗ ଯୋଗୁଁ ଏହି କାର୍ଯ୍ୟକ୍ରମ ସଫଳ ହେଉଥିବାରୁ ଆମେ ସେମାନଙ୍କ ନିକଟରେ ଋଣୀ ବୋଲି କହିଥିଲେ। ଏଥିରେ ବ୍ଲଡ଼ ସୁଗାର, ଥାଇରଏଡ, ବ୍ଲଡ଼ ପ୍ରେସର, ଲିପିଡ ପ୍ରୋଫାଇଲ୍, ହିମୋଗ୍ଲୋବିନ, ସିରମ୍ ୟୁରିକ ଏସିଡ, ବୋନ ମାସ୍ ଡେନ୍ସିଟି, ଭିପିଟି, ଫାଇବ୍ରୋ ସ୍କାନ,ଇସିଜି,ପିଏଫଟି,ୟୁରୋଫ୍ଲୋମେଟ୍ରୀ, ଆଇ ଏକ୍ଜାମିନେଶନ , ଡେଣ୍ଟାଲ୍ ଭଳି ବହୁବିଧ ରୋଗର ଚିକିତ୍ସା ଡାକ୍ତର ଜୟନ୍ତ କୁମାର ପଣ୍ଡା, ଡାକ୍ତର ଏସ. ପି. ସ୍ଵାଇଁ, ଡାକ୍ତର ଅରୁଣ ଆଚାର୍ଯ୍ୟ, ଡାକ୍ତର ପ୍ରସିଦ୍ଧି, ଡାକ୍ତର ଆର. ଏସ. ଶୁଭମ୍ ସେଠୀ, ଡାକ୍ତର ପ୍ରାଚୀ ଧର୍,ଡାକ୍ତର ଶିବବ୍ରତ ପଣ୍ଡା ,ଡାକ୍ତର ହରପ୍ରିୟା ପୃଷ୍ଟି, ଡାକ୍ତର ସୁଚରିତା ପତି, ଡାକ୍ତର କ୍ଷେମେଶ୍ୱର୍ ଅଗସ୍ଥି, ଡାକ୍ତର ଗୌରବ ଶର୍ମା, ଡାକ୍ତର କୁମାର କୁଲଦୀପ, ଡାକ୍ତର ସଞ୍ଜୟ ରାମ, ଡାକ୍ତର ଦୀପକ କୁମାର ଙ୍କ ସମେତ ପ୍ରାୟ ୪୦ ଜଣ ପାରାମେଡିକାଲ୍ ଷ୍ଟାଫ ଚିକିତ୍ସାରେ ଅଂଶ ଗ୍ରହଣ କରିଥଲେ। ଭାରତ ମସଲା କମ୍ପାନୀର ନିର୍ଦ୍ଦେଶକ ଶ୍ରୀମନ୍ତ ପଣ୍ଡା ଓ ଦିଗନ୍ତ ପଣ୍ଡା, ନିର୍ଦ୍ଦେଶିକା ନନ୍ଦିତା ପଣ୍ଡା, ଜିଏମ ଫାଇନାନ୍ସ ଅଶ୍ୱିନୀ ଦାସ,ଜିଏମ ଅପରେସନ ଅରୁଣ କୁମାର ନାୟକ,ଜିଏମ ପ୍ରଡକ୍ସନ ନବକୃଷ୍ଣ ପ୍ରଧାନ, ଲୋକ ସମ୍ପର୍କ ଅଧିକାରୀଣୀ ଏସଏନ ମିଲେନିୟମଙ୍କ ସମେତ କମ୍ପାନୀର ସମସ୍ତ କର୍ମଚାରୀ ସ୍ୱାସ୍ତ୍ୟଶିବିର ପରିଚାଳନା କରିଥିଲେ।

Previous Post

ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ, ଜିଲ୍ଲାପାଳମାନେ ତୃଣମୂଳ ସ୍ତରର ସେତୁ: ମୁଖ୍ୟମନ୍ତ୍ରୀ

Next Post

ଆଦିବାସୀଙ୍କର ବିକାଶ ପାଇଁ ଆହୁରି ଆମକୁ ସଂଗ୍ରାମ କରିବାକୁ ପଡିବ: ନବୀନ

FNN WEB

FNN WEB

Next Post
ଆଦିବାସୀଙ୍କର ବିକାଶ ପାଇଁ ଆହୁରି ଆମକୁ ସଂଗ୍ରାମ କରିବାକୁ ପଡିବ: ନବୀନ

ଆଦିବାସୀଙ୍କର ବିକାଶ ପାଇଁ ଆହୁରି ଆମକୁ ସଂଗ୍ରାମ କରିବାକୁ ପଡିବ: ନବୀନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.