• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଆଇପିଏସ୍‍ ଅଫିସର ସ୍ତରରେ ବଡ ଧରଣର ଅଦଳ ବଦଳ

FNN WEB by FNN WEB
September 30, 2024
in ଓଡ଼ିଶା, ମୁଖ୍ୟ ଖବର
0
ଆଇପିଏସ୍‍ ଅଫିସର ସ୍ତରରେ ବଡ ଧରଣର ଅଦଳ ବଦଳ
0
SHARES
0
VIEWS

ଏସ୍‍ ଦେବଦତ୍ତ ସିଂହ ନୂଆ ପୁଲିସ୍‍ କମିଶନର

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇପିଏସ୍‍ ଅଫିସର ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ୧୯୯୮ ବ୍ୟାଚ୍‍ ସୁରେଶ ଦେବଦତ୍ତ ସିଂହଙ୍କୁ ପୁଲିସ୍‍ କମିଶନର ଭାବେ ବଦଳି କରାଯାଇଥିବାବେଳେ ପୁଲିସ୍‍ କମିଶନର ସଞ୍ଜୀବ ପଣ୍ଡାଙ୍କୁ ରାଜ୍ୟ ସରକାର ବିଜୁ ପଟ୍ଟନାୟକ ପୁଲିସ୍‍ ତାଲିମ କେନ୍ଦ୍ରର ନିର୍ଦ୍ଦେଶକ ଭାବେ ବଦଳି କରିଛନ୍ତି । ସେହିଭଳି ୧୯୮୮ ବ୍ୟାଚ୍‍ ଆଇପିଏସ୍‍ ଏ କେ ରାୟଙ୍କୁ ଜେଲ୍‍ ବିଭାଗର ମହାନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବାବେଳେ ଗୃହ ବିଭାରେ ଓଏସ୍‍ଡି ଥିବା ୧୯୮୯ ବ୍ୟାଚ୍‍ ଆଇପିଏସ୍‍ ଏସ ଏମ ନରଭଣେଙ୍କୁ କଟକ ସ୍ଥିତି ସରକାରୀ ଛାପାଖାନାର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।

୧୯୯୩ ବ୍ୟାଚ୍‍ ଆଇପିଏସ୍‍ ବିନୟତୋଷ ମିଶ୍ରଙ୍କୁ କ୍ରାଇମବ୍ରାଞ୍ଚର ଏଡିଜି ଭାବେ ବଦଳି କରାଯାଇଥିବାବେଳେ ୧୯୯୩ ବ୍ୟାଚ୍‍ ଆଇପିଏସ୍‍ ଆର ପି କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ପୁଲିସ ମୁଖ୍ୟାଳୟରେ ଥିବା ୧୯୯୫ ବ୍ୟାଚ୍‍ ଆଇପିଏସ୍‍ ରାଧା କ୍ରିଷ୍ଣ ଶର୍ମାଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିବାବେଳେ ଗୁଇନ୍ଦା ନିର୍ଦ୍ଦେଶକ ଥିବା ୧୯୯୫ ବ୍ୟାଚ୍‍ ଆଇପିଏସ୍‍ ସୌମେନ୍ଦ୍ର ପ୍ରିୟଦଶାଙ୍କୁ ପୁଲିସ ଆଧୁନିକୀକରଣର ମହାନିର୍ଦ୍ଦେଶକ ଭାବେ ବଦଳି ହୋଇଛି ।

୧୯୯୫ ବ୍ୟାଚ୍‍ ଆଇପିଏସ୍‍ ସନ୍ତୋଷ ବାଲାଙ୍କୁ ରାଜ୍ୟ ଫେରୋନସିକ୍‍ ଲାବରୋଟାରୀ ଏବଂ ଏସସିଆରବିର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବାବେଳେ କ୍ରାଇମବ୍ରାଞ୍ଚ ଏଡିଜି ଥିବା ୧୯୯୬ ବ୍ୟାଚ୍‍ ଆଇପିଏସ୍‍ ଅରୁଣ ବୋଥ୍ରାଙ୍କୁ ରେଳବାଇ ଏବଂ ତଟରକ୍ଷର ବାହିନୀକୁ ବଦଳି କରାଯାଇଛି ।

୧୯୯୮ ବ୍ୟାଚ୍‍ ଆଇପିସଏସ୍‍ ଦୟାଲ ଗଙ୍ଗୱାରଙ୍କୁ ପୁଲିସ୍‍ ମୁଖ୍ୟାଳୟକୁ ବଦଳି କରାଯାଇଥିବାବେଳେ ୧୯୯୮ ବ୍ୟାଚ୍‍ ଆଇପିଏସ୍‍ ରାଜେଶ କୁମାରଙ୍କୁ ରାଜ୍ୟ ସଶସ୍ତ୍ର ବାହିନୀର ଏଡିଜିପି ଭାବେ ବଦଳି ହୋଇଛି । ୨୦୦୧ ବ୍ୟାଚ୍‍ ଆଇପିଏସ୍‍ ଏସ ସାଇନିଙ୍କୁ ସିଏଡବ୍ଲୁ ଏବଂ ସିଡବ୍ଲୁକୁ ବଦଳି କରାଯାଇଛି । ପୂର୍ବରୁ ସେ ଏହି ଦାୟିତ୍ୱରେ ଅତିରିକ୍ତ ଭାବେ ଥିଲେ । ୨୦୦୩ ବ୍ୟାଚ୍‍ ଆଇପିଏସ୍‍ ସଞ୍ଜୟ କୁମାର କୌଶଳଙ୍କୁ ଭିଜିଲାନ୍ସ ଆଇଜି ଭାବେ ବଦଳି କରାଯାଇଥିବାବେଳେ ୨୦୦୪ ବ୍ୟାଚ୍‍ ଆଇପିଏସ୍‍ ଦୀପକ କୁମାରଙ୍କୁ ଅଗ୍ନିଶମ ଓ ଗୃହରକ୍ଷୀ ଆଇଜି ଭାବେ ବଦଳି ହୋଇଛି ।

୨୦୦୫ ବ୍ୟାଚ୍‍ ଆଇପିଏସ୍‍ ଜୟ ନାରାୟଣ ପଙ୍କଜଙ୍କୁ ଆଇଜି ଅପରେସନ ଭାବେ ବଦଳି କରାଯାଇଥିବାବେଳେ ୨୦୦୬ ବ୍ୟାଚ୍‍ ଆଇପିଏସ୍‍ ଅନୁପ କୁମାର ସାହୁଙ୍କୁ ବିଜୁ ପଟ୍ଟନାୟକ ପୁଲିସ୍‍ ତାଲିମ କେନ୍ଦ୍ରକୁ ବଦଳି କରାଯାଇଛି । ୨୦୦୭ ବ୍ୟାଚ୍‍ ଆଇପିଏସ୍‍ ଅଶ୍ୱିନି କୁମାର ଏସଏପି ର ଡିଆଇଜି ଭାବେ ବଦଳି କରାଯାଇଥିବାବେଳେ ୨୦୦୭ ବ୍ୟାଚ୍‍ ଆଇପିଏସ୍‍ ସାର୍ଥକ ଷଡଙ୍ଗୀଙ୍କୁ ବ୍ରହ୍ମପୁର ଡିଆଇଜି, ୨୦୦୭ ବ୍ୟାଚ୍‍ ଆଇପିସଏସ୍‍ ନୀତି ଶେଖରଙ୍କୁ କୋରାପୁଟ ଡିଆଇଜି ଭାବେ ବଦଳି କରାଯାଇଛି ।

୨୦୦୮ ବ୍ୟାଚ୍‍ ଆଇପିଏସ୍‍ ଡକ୍ଟର ଉମାଶଙ୍କର ଦାଶଙ୍କୁ ଅତିରିକ୍ତ ପୁଲିସ୍‍ କମିଶନର ଭାବେ ବଦଳି କରାଯାଇଥିବାବେଳେ ୨୦୦୮ ବ୍ୟାଚ୍‍ ଆଇପିଏସ୍‍ ଆର ପ୍ରକାଶଙ୍କୁ କ୍ରାଇମବ୍ରାଞ୍ଚ ଡିଆଇଜି ଭାବେ ବଦଳି କରାଯାଇଛି । ୨୦୦୮ ବ୍ୟାଚ୍‍ ଆଇପିଏସ୍‍ ସତ୍ୟଜିତ୍‍ ନାୟକଙ୍କୁ ଡିଆଇଜି ବାଲେଶ୍ୱର ବଦଳି କରାଯାଇଥିବାବେଳେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୨୦୦୮ ବ୍ୟାଚ୍‍ ଆଇପିଏସ୍‍ ଅଖିଳେଶ୍ୱର ସିଂହଙ୍କୁ ଡିଆଇଜି ଅପରେସନ ଦାୟିତ୍ୱ ଦିଆଯାଇଛି ।

୨୦୦୯ ବ୍ୟାଚ୍‍ ଆଇପିଏସ୍‍ ବ୍ରିଜେଶ କୁମାର ରାୟଙ୍କୁ ରାଉକେଲା ଡିଆଇଜି ଭାବେ ବଦଳି କରାଯାଇଥିବାବେଳେ ୨୦୦୯ବ୍ୟାଚ୍‍ ଆଇପିଏସ୍‍ ଚରଣ ସିଂହ ମିନାଙ୍କୁ କେନ୍ଦ୍ରୀୟ ଡିଆଇଜି ଏବଂ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୨୦୧୦ବ୍ୟାଚ୍‍ ଆଇପିଏସ୍‍ ପାରୁଲ ଗୁପ୍ତାଙ୍କୁ ଡିଆଇଜି କମ୍ପ୍ୟୁଟର ଦାୟିତ୍ୱ ପ୍ରଦାନ କରାଯାଇଛି ।

Previous Post

ବଡ଼ଚଣା ମାଟିରୁ ପୂର୍ବ ସରକାରଙ୍କୁ ସମା‌ଲୋଚନା କଲେ ମୁଖ୍ୟମନ୍ତ୍ରୀ

Next Post

ସ୍ୱାସ୍ଥ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ: ଅଚ୍ୟୁତ ସାମନ୍ତ ଜାତୀୟସ୍ତରରେ ସମ୍ମାନୀତ

FNN WEB

FNN WEB

Next Post
ସ୍ୱାସ୍ଥ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ: ଅଚ୍ୟୁତ ସାମନ୍ତ ଜାତୀୟସ୍ତରରେ ସମ୍ମାନୀତ

ସ୍ୱାସ୍ଥ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ: ଅଚ୍ୟୁତ ସାମନ୍ତ ଜାତୀୟସ୍ତରରେ ସମ୍ମାନୀତ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.