• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଭଦ୍ରକରେ ପୁରୀ-ଆନନ୍ଦବିହାର ନନ୍ଦନକାନନ ଏକ୍ସପ୍ରେସ୍‌କୁ ଗୁଳିମାଡ

FNN WEB by FNN WEB
November 5, 2024
in ଓଡ଼ିଶା, ମୁଖ୍ୟ ଖବର
0
ଭଦ୍ରକରେ ପୁରୀ-ଆନନ୍ଦବିହାର ନନ୍ଦନକାନନ ଏକ୍ସପ୍ରେସ୍‌କୁ ଗୁଳିମାଡ
0
SHARES
2
VIEWS

ଭଦ୍ରକ: ଚଳନ୍ତା ଟ୍ରେନ କୁ ଗୁଳି କରି ଦୃବୁର୍ତ ଖସିଯାଇଥିବାବେଳେ ଅଳ୍ପକେ ବର୍ତୀ ଗଲେ ଟ୍ରେନ ମ୍ୟାନେଜର। ଏଭଳି ଘଟଣା ଘଟିଛି ଭଦ୍ରକ ଓ ବାଉଦ ପୁର ଷ୍ଟେସନ ମଧ୍ୟରେ ଥିବା ୧୧୯ ନଂ ଗେଟ ନିକଟରେ। ତେବେ ଏହି ନନ୍ଦନ କାନନ ଏକ୍ସପ୍ରେସର ର ଟ୍ରେନ ମେନେଜର ବସିଥିବା ବଗି କୁ ୨ ରାଉଣ୍ଡ ଗୁଳି କରିବା ପରେ ଟ୍ରେନ ମେନେଜର ଙ୍କ କିଛି ହୋଇ ନ ଥିଲା ବେଳେ ଟ୍ରେନ ର କାଚ କଣା ହୋଇ ଯାଇଛି। ଅଭିଯୋଗ ପରେ ରେଳବାଇ ପୋଲିସ ଓ ଜିଆରପି ଉଭୟ ତନାଘନା ଆରମ୍ଭ କରି ତଦନ୍ତ ଆରମ୍ଭ କରିଛନ୍ତି। ଆଜି ସକାଳ ପ୍ରାୟ ୯.୨୫ ମିନିଂଟ ହେବ। ଏହି ସମୟ ରେ ନୂଆଦିଲ୍ଲୀ ଆନନ୍ଦ ବିହାର ରୁ ପୁରୀ ଅଭିମୁଖେ ଭଦ୍ରକ ରେଳ ଷ୍ଟେସନ ପାରି ହୋଇ ଯାଉଥିଲା ନନ୍ଦନ କାନନ ଏକ୍ସପ୍ରେସ। ହଠାତ୍ ୧୧୯ ନମ୍ବର ଲେବଲ କ୍ରସିଂଙ୍ଗ ଗେଟ ପାର ହେଉଥିବା ବେଳେ ଜଣେ ଦୃର୍ବୁତ ଏହି ଟ୍ରେନ ରେ ଥିବା ଟ୍ରେନ ମେନେଜର ମହେନ୍ଦ୍ର ବେହେରା ବସିଥିବା ବଗି କୁ ଲକ୍ଷ୍ୟ କରି ଗୋଟିଏ ରାଉଣ୍ଡ ଗୁଳି ପ୍ରଥମେ କରିଥିଲା।

ଫଳରେ ତାଙ୍କ ବାଗିର ଗୋଟିଏ କାଚ କଣା ହୋଇ ଯାଇଛି। ତେବେ ବଡ଼ ଜୋର ରେ ସାଉଣ୍ଡ ହେବାରୁ ମହେନ୍ଦ୍ର ଦେଖନ୍ତି ଯେ କାଚ କଣା ହୋଇଛି ଓ ବାହାରେ ଜଣେ ଦୁର୍ବୁତ ପିସ୍ତଲ ରେ ଗୁଳି ଚଳାଉଛି। କିଛି ସମୟ ପରେ ସେ ବାଉଦ ପୁର ଷ୍ଟେସନ ରେ ପହଂଚି ଫାଷ୍ଟ ରିପୋର୍ଟିଂ କରି ଅଭିଯୋଗ କରି ଯାଜପୁର ରୋଡ଼ ଷ୍ଟେସନ ରେ ପହଂଚି ସବୁ କଥା ସେଠାକାର ଷ୍ଟେସନ ମେନେଜର ଙ୍କୁ କହିଥିଲେ। ତେବେ ଯାଜପୁର ରୋଡ଼ ଷ୍ଟେସନ ଠାରୁ ପୁରୀ ପର୍ଯ୍ୟନ୍ତ କଡା ସୁରକ୍ଷା ମଧ୍ୟରେ ଟ୍ରେନ କୁ ପଠା ଯିବା ପରେ ଏବେ ପୁରୀ ରେ ରହିଛି ନନ୍ଦନ କାନନ ଏକ୍ସପ୍ରେସ। ସେହିପରି ଭାବେ ବାଉଦ ପୁର ଷ୍ଟେସନ ମେନେଜର ଙ୍କ ଠାରୁ ଖବର ପାଇ ଭଦ୍ରକ ଷ୍ଟେସନ ମ୍ୟାନେଜର ଘଟଣା ର ତଦନ୍ତ ପାଇଁ ଭଦ୍ରକ ଜିଆରି ପୋଲିସ କୁ କହିଥିଲେ। ପରେ ଭଦ୍ରକ ଜି ଆର ପି. ରେଳ ସୁରକ୍ଷା ବଳ ଓ ଭଦ୍ରକ ଟାଉନ ପୋଲିସ ମିଳିତ ଭାବେ ତଦନ୍ତ ଆରମ୍ଭ କରିଥିଲେ। ଏକ ୬ ଜଣିଆ ପୋଲିସ ଟିମ ୧୧୯ ନମ୍ବର ଗେଟ ଠାରୁ ବାଉଦ ପୁର ଷ୍ଟେସନ ପର୍ଯ୍ୟନ୍ତ ଯାଇ ତଦନ୍ତ ଆରମ୍ଭ କରିବା ସହିତ ଗୁଳି କେଉଁଠି ପଡିଛି ତାର ଅନୁଧ୍ୟାନ କରିଥିଲେ। ଏପରିକୁ ଟ୍ରେନ ଲାଇନ ଭିତରେ ଓ ବାହାରେ ଟିକିନିକ ଭାବେ ଅନୁଧ୍ୟାନ କରିଥିଲେ ମଧ୍ୟ ଗୁଳି ପାଇ ନ ଥିଲେ ମଧ୍ୟ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଭଦ୍ରକ ରେ କାଳୀପୂଜା ଚାଲିଥିବା ବେଳେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଅଛନ୍ତି। ରେଳ ବାଇ ପୋଲିସ ମଧ୍ୟ ସଜାଗ। ଏପରି ସ୍ଥଳେ ଲେବୁଲ କ୍ରସିଂଙ୍ଗ ଗେଟ ପାଖରେ ସହ ସହ ଗାଡି ମୋଟର ଥିଲା ବେଳେ କିପରି ଦୁର୍ବୁତ ଟ୍ରେନ ଉପରକୁ ଗୁଳି ମାଡ଼ କଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରକୃତ ରେ ଟ୍ରେନ ମେନେଜର ଙ୍କୁ ଲକ୍ଷ୍ୟ କରି ଦୁର୍ବୁତ ଗୁଳି ମାଡ଼ କରିଥିଲା ନା ଅନ୍ୟ କିଛି ରହସ୍ୟ ଅଛି ତାହାର ତଦନ୍ତ ଏବେ ରେଳ ବାଇ ବରିଷ୍ଟ ଅଧିକାରୀ ମାନେ ଆରମ୍ଭ କରିଛନ୍ତି। ତଦନ୍ତ ଶେଷ ପରେ ଜଣା ପଡିବ ପ୍ରକୃତ ଗୁଳି ହୋଇଥିଲା ନା ଅନ୍ୟ କିଛି ରହସ୍ୟ ରହିଛି।

Previous Post

ରାଢୋ ଗ୍ରାମ୍ୟ ରାସ୍ତା ଅବସ୍ଥା ଦୟନୀୟ

Next Post

୨୦୨୭ ସୁଦ୍ଧା ସରିବ ମେଟ୍ରୋ ପ୍ରକଳ୍ପ କାମ; ପ୍ରତି ୧୦ ମିନିଟ୍‌ରେ ଗଡ଼ିବ ଟ୍ରେନ୍‌

FNN WEB

FNN WEB

Next Post
୨୦୨୭ ସୁଦ୍ଧା ସରିବ ମେଟ୍ରୋ ପ୍ରକଳ୍ପ କାମ; ପ୍ରତି ୧୦ ମିନିଟ୍‌ରେ ଗଡ଼ିବ ଟ୍ରେନ୍‌

୨୦୨୭ ସୁଦ୍ଧା ସରିବ ମେଟ୍ରୋ ପ୍ରକଳ୍ପ କାମ; ପ୍ରତି ୧୦ ମିନିଟ୍‌ରେ ଗଡ଼ିବ ଟ୍ରେନ୍‌

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ତାମିଲନାଡ଼ୁ ଅଘଟଣ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

June 22, 2026
ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

June 22, 2026
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

June 22, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ତାମିଲନାଡ଼ୁ ଅଘଟଣ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

June 22, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.