• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଅପରାଧ

ଟ୍ରେନ ଚାପାରେ ଶ୍ରମିକ ମୃତ ଘଟଣା: ୧୫ ଘଣ୍ଟା ଧାରଣା ପରେ କ୍ଷତିପୂରଣ ଘୋଷଣା

FNN WEB by FNN WEB
December 18, 2024
in ଅପରାଧ, ଓଡ଼ିଶା
0
ଟ୍ରେନ ଚାପାରେ ଶ୍ରମିକ ମୃତ ଘଟଣା: ୧୫ ଘଣ୍ଟା ଧାରଣା ପରେ କ୍ଷତିପୂରଣ ଘୋଷଣା
0
SHARES
0
VIEWS

ପାରାଦୀପ: ପାରାଦୀପ ବନ୍ଦର ୩ ନଂ ଗେଟ୍ ଆଗରେ ମଙ୍ଗଳବାର ରାତି ୯ ଟାରୁ ଚାଲିଥିବା ଧାରଣା ବୁଧବାର ମଧ୍ୟାହ୍ନ ୧୨ଟା ବେଳେ ହଟିଛି।ଟ୍ରେନ ଚାପାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ଆଇପିଆରସିଏଲ (ଇଣ୍ଡିଆନ ପୋର୍ଟ ରେଲୱେ କର୍ପୋରେସନ ଲିମିଟେଡ଼)କମ୍ପାନୀ ୧୭ ଲକ୍ଷ ଟଙ୍କା, ଶତ୍କାର ପାଇଁ ୨୦ ହଜାର ଟଙ୍କା ଦେବାପାଇଁ ନିଷ୍ପତ୍ତି ହେବାପରେ ଧାରଣା ଟଳିଥିଲା।ଏହାବାଦ୍ ବନ୍ଦର ବୀମା ଅର୍ଥ, ଇପିଏଫ ଅର୍ଥ ଓ ଅନ୍ୟ ସୁବିଧା ବାବଦକୁ ପ୍ରାୟ ୪୫ ରୁ ୪୭ ଲକ୍ଷ ଟଙ୍କା ମୃତକଙ୍କ ପରିବାର ପାଇବେ ବୋଲି ଆନ୍ଦୋଳନ ନେତୃତ୍ୱ ନେଉଥିବା ପାରାଦୀପ ମଜଦୂର ସଂଘ ସଂପାଦକ ଅଭିମନ୍ୟୁ ବେହେରା କହିଛନ୍ତି।ସୂଚନାଯୋଗ୍ୟ ଗତ ରବିବାର ଭୋରୁ ଆଇପିଆରସିଏଲ ଠିକାସଂସ୍ଥା ଅଧିନରେ କାମ କରୁଥିବା ଶ୍ରମିକ ସତ୍ୟସୁବ୍ରତ ଦଳାଇ ବନ୍ଦର ନିଷିଦ୍ଧାଞ୍ଚଳରେ ଇଞ୍ଜିନ ବଗି ଯୋଡିବା ସମୟରେ ଚାପି ହୋଇ ଯାଇଥିଲେ।ଏଥିରେ ସେ ଗୁରୁତର ଆହତ ହୋଇଥିଲେ।କଟକ ବଡ ମେଡ଼ିକାଲରେ ଚିକିତ୍ସାଧିନ ସମୟରେ ମଙ୍ଗଳବାର ସନ୍ଧ୍ୟାରେ ମୃତ୍ୟୁ ହୋଇଥିଲା।ମୃତକଙ୍କ ଘର କୁଜଙ୍ଗ ଥାନା ଅନ୍ତର୍ଗତ ନବାଡିଆ ଗ୍ରାମରେ।ମୃତଦେହକୁ ଗାଁ ଲୋକ ଆଣି ବନ୍ଦର ୩ ନଂ ଗେଟ୍ ଆଗରେ ରଖି ଧାରଣା ଦେଇଥିଲେ।ଫଳରେ ଯାତାୟାତ ପ୍ରଭାବିତ ହୋଇଥିଲା।ରାତିରେ ଆଲୋଚନା ବିଫଳ ହୋଇଥିଲା ବୁଧବାର ସକାଳୁ ଅଧିକ ଲୋକ ଆସି ୩ ନଂ ଗେଟ୍ ସହିତ ୨ ନଂ ଗେଟ୍ ଆଗରେ ବସିଥିଲେ।ଫଳରେ ବନ୍ଦର ଅପରେସନ ଏକପ୍ରକାର ବନ୍ଦ ଅବସ୍ଥାରେ ପହଞ୍ଚି ଯାଇଥିଲା।ପରେ ବନ୍ଦର ପ୍ରଶାସନିକ ଅଧିକାରୀ, କମ୍ପାନୀ କର୍ତ୍ତୃପକ୍ଷ, ୟୁନିୟନ କର୍ମକର୍ତ୍ତା, ଗାଁ ଲୋକେ ବସି ଆଲୋଚନା କରି ଉପରୋକ୍ତ ନିଷ୍ପତ୍ତି ନେଇଥିଲେ।ପୂର୍ବରୁ ବନ୍ଦର ମଧ୍ୟରେ ଏଭଳି ଦୀର୍ଘ ସମୟ ଧାରଣା ହୋଇ ନ ଥିଲା।ଏବେର ସରକାର ଆସିଲା ପରେ ଏମିତି ଦୁଇଥର ହେଲାଣି।

Previous Post

ଅସହାୟଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

Next Post

କିଟ୍‍ ନଲେଜ୍‍ ଟ୍ରି ବକ୍ତୃତାମାଳା: ଛାତ୍ରଛାତ୍ରୀମାନେ ଶିକ୍ଷା ସହ ନୈତିକତା ବଜାୟ ରଖନ୍ତୁ: ଏଡ୍‍ୱାର୍ଡ ହେଗର

FNN WEB

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.