• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଷାଠିବାଟୀ ଗାଁର ୧୨୨ ବର୍ଷର ନିଆରା ପରମ୍ପରା

FNN WEB by FNN WEB
January 14, 2025
in ଓଡ଼ିଶା
0
ଷାଠିବାଟୀ ଗାଁର ୧୨୨ ବର୍ଷର ନିଆରା ପରମ୍ପରା
0
SHARES
0
VIEWS

ମକର ସଂକ୍ରାନ୍ତିରେ ଅସହାୟମାନଙ୍କୁ ଗ୍ରାମବାସୀଙ୍କ ସହାୟତା ପ୍ରଦାନ

ଭଦ୍ରକ: ଭଦ୍ରକ ଜିଲା ତିହିଡ଼ି ବ୍ଲକ ମହରମପୁର ପଂଚାୟତ ଅଧୀନ ଷାଠିବାଟୀ ଗାଁର ୧୨୨ବର୍ଷର ନିଆରା ପରମ୍ପରା ରହିଛି। ପରମ୍ପରା ଅନୁଯାଇ ମକର ସଂକ୍ରାନ୍ତିରେ ଏହି ଗାଁର ଗ୍ରାମବାସୀ ମିଳିତଭାବେ ଏକଜୁଟ ହୋଇ ଅସହାୟମାନଙ୍କୁ ଖାଦ୍ୟ ସମେତ ବସ୍ତ୍ର ପ୍ରଦାନ କରିଥାନ୍ତି। ଅନ୍ୟପଟେ ଅସହାୟମାନେ ଗାଁର ପରମ୍ପରାକୁ ଯଥୋଚିତ ସମ୍ମାନ ଦେବା ସହିତ ବିନା ଦ୍ୱିଧାରେ ଗାଁକୁ ଆସି ଏହି ଦିନରେ ଗାଁର ଲୋକମାନଙ୍କ ସହାୟତା ଗ୍ରହଣ କରିଥାନ୍ତି। ଆଜିର ସମାଜରେ ଅସହାୟମାନଙ୍କୁ ଚିହ୍ନଟ କରିବା ବଡ଼ ମୁସ୍କିଲି ହୋଇଥିବାବେଳେ ମକର ସଂକ୍ରାନ୍ତୀରେ ଏହି ଗାଁକୁ ଶହଶହ ଅସହାୟମାନେ ଛୁଟି ଆସିଥାନ୍ତି। ଆଉ ଗାଁର ଅଧିବାସୀମାନେ ବଡ଼ ଉତ୍କଣ୍ଠା ସହିତ ସେମାନଙ୍କୁ ସସମ୍ମାନେ ଚର୍ଚ୍ଚା କରିଥାନ୍ତି। ସେହିପରି ଏହି ଗାଁର ପରମ୍ପରାକୁ ରକ୍ଷା କରିବା ପାଇଁ ନାଥ ଓ ଭାଟ ବର୍ଗର ଲୋକେ ମକର ସଂକ୍ରାନ୍ତୀର ପୂର୍ବଦିନ ରାତିରେ ଏହି ଗାଁକୁ ଆସିଥାନ୍ତି ଏବଂ ଅତିଥିଭାବେ ରହିଥାନ୍ତି। ସଂକ୍ରାନ୍ତି ଦିନ ଭୋରୁ ଉଠି ନିତ୍ୟକର୍ମ ସାରି ଗାଁ ସାରା ବୁଲି ସହାୟତା ଗ୍ରହଣ କରିଥାନ୍ତି। ପ୍ରତି ଘରର ଦୁଆରେ ମହିଳାମାନେ ଟୋକେଇରେ ଚାଉଳ ଧରି ବସିଥାନ୍ତି ଏବଂ ଅସହାୟମାନେ ଆସିଲେ ସେମାନଙ୍କୁ ନମସ୍କାର ଜଣାଇ ଚାଉଳ, ପୋଡ଼ପିଠା ଆଦି ପ୍ରଦାନ କରିଥାନ୍ତି। ତେବେ ସାଂପ୍ରତିକ ଚଳଣିକୁ ଦୃଷ୍ଟିରେ ରଖି ଅସହାୟମାନଙ୍କୁ କେବଳ ଚାଉଳ ଓ ପିଠା ପ୍ରଦାନରେ ସୀମିତ ନକରି ଯୁବଗୋଷ୍ଠୀମାନେ ନୂତନ ବସ୍ତ୍ର ଯଥା ଶାଢୀ, ଧୋତି, ଗାମୁଛା, ପୋଷାକ ଓ କମ୍ବଳ ପ୍ରଦାନ କରୁଛନ୍ତି। ଚଳିତ ବର୍ଷ ବିଶିଷ୍ଟ ଶିକ୍ଷାବିତ୍ ଭାଗିରଥି ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସହାୟତା ପ୍ରଦାନ କରାଯାଇଛି। ସମାଜସେବୀ ସୁଶାନ୍ତ ପତି, ହରେକୃଷ୍ଣ ବେହେରା, ସୁବ୍ରତ ଲେଙ୍କା, ଚଗୁଲୁ ବେହେରା, ସୁଦାମ ପାତ୍ର, ଶଶିକାନ୍ତ ସେଠୀ, ବିକ୍ରମ ଦାସ, ତପୁ ବାରିକ, ଉତମ ପତି, ବିଜୟ ଜେନା, ସମ୍ବିତ ନାୟକ, ସିପୁନୁ ଆଚାର୍ଯ୍ୟ, ରବିନାରାୟଣ ପାତ୍ର, ନିରଂଜନ ବେହେରା, ହରେକୃଷ୍ଣ ପାତ୍ର ପ୍ରମୁଖ ଗାଁର ସମସ୍ତ ଯୁବଗୋଷ୍ଠୀ ସହଯୋଗ କରିଥିଲେ।

Previous Post

ମକର ସଂକ୍ରାନ୍ତୀରେ ମା’ ଦପାନାୟକାଣୀ ପୀଠ ଉତ୍ସବମୁଖର

Next Post

ବଡସିଂହାର ବେଶରେ ଦର୍ଶନ ଦେଲେ ମଣିବାବା

FNN WEB

FNN WEB

Next Post
ବଡସିଂହାର ବେଶରେ ଦର୍ଶନ ଦେଲେ ମଣିବାବା

ବଡସିଂହାର ବେଶରେ ଦର୍ଶନ ଦେଲେ ମଣିବାବା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.