ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ମାଲବା ପଞ୍ଚାୟତ ଅନ୍ତର୍ଗତ ପେକଟଟ ଗ୍ରାମର କେତନ ଶବରଙ୍କ କନ୍ୟା। ସେ ଭାର ଉତୋଳନ କ୍ରୀଡ଼ାରେ ଜାତୀୟ ତଥା ଆନ୍ତର୍ଜାତିକ ସ୍ତରରେ ସଜଳ ହେଇ ଅନେକ କୃତିତ୍ୱ ହାସଲ କରିଛନ୍ତି। ଦେଶର ୨୧ଜଣ ସିଶୁରପ୍ରତିଭା ମଧ୍ୟରୁ ଓଡ଼ିଶା ରାଜ୍ୟର ଏକମାତ୍ର ପ୍ରତିଭା ଭାବେ ଗଜପତି ଜିଲ୍ଲାର ଏହି ଜନଜାତି ପ୍ରତିଭା ଏପରି ସମ୍ମାନ ପାଇଁ ମନୋନୀତ ହେଇ ଜିଲା ପାଇଁ ଗୌରବ ଆଣିଛନ୍ତି। ଦିଲ୍ଲୀ ଠାରେ ବିଜ୍ଞାନ ଭବନ ପରିସରରେ ଆଗାମୀ ୨୬ତାରିଖ ଦିନ ଏକ ଭବ୍ୟ ସମାରୋହରେ ସେ ଏହି ପୁରସ୍କାର ଗ୍ରହଣ କରିବେ। ସେ ଭୁବନେଶ୍ୱର କିସ ଶିକ୍ଷା ଅନୁଷ୍ଠାନ ଥରେ ୨୦୧୯ ଠାରୁ ରହି ନିଜର ଅଭ୍ୟାସ ଜାରି ରଖିଛନ୍ତି ମହିଳା ପ୍ରଶାସନ ପକ୍ଷରୁ ଓ ବିଭିନ୍ନ ମହଲରୁ 5ଅଙ୍କୁ ଶୁଭକାମନା ଦିଆଯାଇଛି ।














