• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ପକ୍ଷରୁ ଜାତୀୟ ଆଲୋଚନାଚକ୍ର ଅନୁଷ୍ଟିତ

FNN WEB by FNN WEB
January 31, 2026
in ଓଡ଼ିଶା
0
ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ପକ୍ଷରୁ ଜାତୀୟ ଆଲୋଚନାଚକ୍ର ଅନୁଷ୍ଟିତ
0
SHARES
8
VIEWS

ବଲାଙ୍ଗିର:-ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ଓଡ଼ିଆ,ଇଂରାଜୀ,ସଂସ୍କୃତ ଓ ହିନ୍ଦୀ ବିଭାଗସମୂହ ପକ୍ଷରୁ ତା ୨୭.୦୧.୨୬ ରୁ ୨୮.୦୧.୨୬ ରିଖ ପର୍ଯ୍ୟନ୍ତ ଦୁଇଦିନ ଧରି ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି।ଏହି ଦ୍ଵି-ଦିବସୀୟ ଜାତୀୟ ଆଲୋଚନା ଚକ୍ରରେ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଦୀପ୍ତ କୁମାର ବେହେରା ମୁଖ୍ୟ ଅତିଥି,ଅନ୍ୟତମ ସମ୍ମାନିତ ଅତିଥି ଭାବେ କୁଳସଚିବ ହରପ୍ରସାଦ ଭୋଇ,ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ଦାଶ,ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ତଥା ଏହି ଆଲୋଚନାଚକ୍ରର ସଂଯୋଜକ ଡ. ସୁଶାନ୍ତ କୁମାର ପଣ୍ଡା,ପି.ଏମ୍. ଉଷାର ସଂଯୋଜକ ଡ.ଗଣପତି ମେଣ୍ଡାଲି ଏବଂ ମୁଖ୍ୟବକ୍ତା ଭାବରେ କୃଷି ବୈଷୟିକ ବିଶ୍ଵବିଦ୍ୟାଳୟ,ପୁଷାର ଅବସରପ୍ରାପ୍ତ କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ଯୋଗଦାନ କରିଥିଲେ ।
ଏହି ଆଲୋଚନାଚକ୍ରରେ ବିଷୟ ବିଶେଷଜ୍ଞ ଭାବେ ଓଡ଼ିଆ ବିଭାଗର ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ,ଆଡଜଣ୍ଟ ପ୍ରଫେସର ଓଡ଼ିଆ ଫକୀରମୋହନ ବିଶ୍ଵବିଦ୍ୟାଳୟ,ବାଲେଶ୍ଵର,ପ୍ରଫେସର ଗିରୀଶ ଚନ୍ଦ୍ର ମିଶ୍ର ଅବସରପ୍ରାପ୍ତ ପ୍ରାଧ୍ୟାପକ ଓଡ଼ିଆ ବିଭାଗ,ରେଭେନ୍ସା ବିଶ୍ଵବିଦ୍ୟାଳୟ,କଟକ,ବିଶ୍ଵଭାରତୀ ଶାନ୍ତିନିକେତନ ଓଡ଼ିଆ ବିଭାଗର ସହାୟକ ପ୍ରଫେସର ଶରତ କୁମାର ଜେନା,ଉତ୍କଳ ବିଶ୍ଵବିଦ୍ୟାଳୟ ବାଣୀବିହାର ଭୁବନେଶ୍ୱରର ସଂସ୍କୃତ ବିଭାଗର ସହଯୋଗୀ ପ୍ରଫେସର ଡ. ବ୍ରଜସୁନ୍ଦର ମିଶ୍ର,ଜାତୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ତିରୁପତି ସଂସ୍କୃତ ବିଭାଗର ସହଯୋଗୀ ପ୍ରଫେସର ଡ.ସୋମନାଥ ଦାଶ,କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆସାମ,ସିଲଚରର ଇଂରାଜୀ ବିଭାଗର ପ୍ରାଧ୍ୟାପକ ପ୍ରଫେସର ଦିପେନ୍ଦୁ ଦାସ,ହିନ୍ଦୀ ବିଶ୍ଵବିଦ୍ୟାଳୟ ହାୱଡାର ଉପ-କୁଳାଧିପତି ପ୍ରଫେସର ଦାମୋଦର ମିଶ୍ର,କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର ହିନ୍ଦୀ ବିଭାଗର ପ୍ରଫେସର ଚକ୍ରଧର ପ୍ରଧାନ ପ୍ରମୁଖ ବିଷୟ ବିଶେଷଜ୍ଞ ଭାବେ ଯୋଗଦାନ କରି ତୁଳନାତ୍ମକ ସାହିତ୍ୟ ଓ ଅନୁବାଦ ଅଧ୍ୟୟନର ବିବିଧ ଦିଗ,ସମକାଳୀନ ସାହିତ୍ୟରେ ତାହାର ଆବଶ୍ୟକତା, ଉପଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ।ରାଜେନ୍ଦ୍ର
ବିଶ୍ଵବିଦ୍ୟାଳୟ ଅଧୀନସ୍ଥ ସମସ୍ତ ମହାବିଦ୍ୟାଳୟ,ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟ ବିଶ୍ଵବିଦ୍ୟାଳୟରୁ ଆସିଥିବା ଗବେଷକ ଗବେଷିକା,ତାଙ୍କର ତୁଳନାତ୍ମକ ସାହିତ୍ୟ ଓ ଅନୁବାଦ ଅଧ୍ୟୟନ ଭିତ୍ତିକ ପ୍ରବନ୍ଧ ପାଠ କରିଥିଲେ।
ଆଲୋଚନାଚକ୍ରର ଉଦଯାପନୀ ସମାରୋହରେ ଅତୀବଡ଼ି ଜଗନ୍ନାଥ ଦାସ ପୁରସ୍କାର ପ୍ରାପ୍ତ ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ଅବସରପ୍ରାପ୍ତ ପ୍ରଫେସର ମଧୁସୂଦନ ପତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ତୁଳନାତ୍ମକ ସାହିତ୍ୟ ଓ ଅନୁବାଦ ଅଧ୍ୟୟନର ବିବିଧ ବିଭବ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ।ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ବିଶ୍ୱ ବିଦ୍ୟାଳୟର କୁଳସଚିବ ଶ୍ରୀ ହରପ୍ରସାଦ ଭୋଇ,ମାନବ ସମ୍ବଳ ଆୟୋଗର ନିର୍ଦ୍ଦେଶକ ପ୍ରଫେସର ରାଜକିଶୋର ପାତ୍ର,ପରୀକ୍ଷା ନିୟନ୍ତ୍ରକ ଡ. ନରେନ୍ଦ୍ର କୁମାର ରାଉତ,ପି.ଏମ୍.ଉଷାର ସଂଯୋଜକ ଡ.ଗଣପତି ମେଣ୍ଡାଲି,ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ଦାସ,ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଡ.ସୁଶାନ୍ତ କୁମାର ପଣ୍ଡା,ହିନ୍ଦୀ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଡ.ରୂପଧର ଗୋମାଙ୍ଗୋ,ସଂସ୍କୃତ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଡ.ଅମରେଶ ନାଏକ ମଞ୍ଚାସୀନ ଥିଲେ।ପ୍ରବନ୍ଧ ଉପସ୍ଥାପକ ଉପସ୍ଥାପିକା ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।

ଶେଷରେ ଆଲୋଚନାଚକ୍ରର ସଂଯୋଜକ ଡ. ସୁଶାନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଆଲୋଚନାଚକ୍ରରେ ଓଡ଼ିଆ, ଇଂରାଜୀ,ହିନ୍ଦୀ ଓ ସଂସ୍କୃତ ବିଭାଗସମୂହ ଏବଂ ବିଶ୍ଵବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା,ପ୍ରାଧ୍ୟାପକ,ପ୍ରଧ୍ୟାପିକା,ଛାତ୍ରଛାତ୍ରୀ, ଗବେଷକ,ଗବେଷିକା ଯୋଗଦାନ କରି ସଭାକୁ ସଫଲ୍ୟ ମଣ୍ଡିତ କରିଥିଲେ।

Previous Post

ରାଜ୍ୟସ୍ତରୀୟ ପତାକା ଅବତରଣ ଉତ୍ସବ: ମନ ମୋହିଲା ଚିତ୍ତାକର୍ଷକ ବାଦ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

Next Post

ନୂଆ ରୂପ ପାଇବ ମିଶନ ଶକ୍ତି:ମିଳିବ ନୂଆ ୟୁନିଫର୍ମ ଓ ସ୍ମାର୍ଟ ଫୋନ୍

FNN WEB

FNN WEB

Next Post
ନୂଆ ରୂପ ପାଇବ ମିଶନ ଶକ୍ତି:ମିଳିବ ନୂଆ ୟୁନିଫର୍ମ ଓ ସ୍ମାର୍ଟ ଫୋନ୍

ନୂଆ ରୂପ ପାଇବ ମିଶନ ଶକ୍ତି:ମିଳିବ ନୂଆ ୟୁନିଫର୍ମ ଓ ସ୍ମାର୍ଟ ଫୋନ୍

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
Jindal Foundation Marks Seva Diwas with Acts of Compassion and Care

Jio Platforms IPO Creates History: First IPO to Cross 1 Crore Applications and Counting, Bidding Open Till 7 PM Today

October 23, 2026
Jindal Foundation Marks Seva Diwas with Acts of Compassion and Care

Jindal Foundation Marks Seva Diwas with Acts of Compassion and Care

October 23, 2026
୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

Jindal Foundation Marks Seva Diwas with Acts of Compassion and Care

Jio Platforms IPO Creates History: First IPO to Cross 1 Crore Applications and Counting, Bidding Open Till 7 PM Today

October 23, 2026
Jindal Foundation Marks Seva Diwas with Acts of Compassion and Care

Jindal Foundation Marks Seva Diwas with Acts of Compassion and Care

October 23, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.