• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଅଲେଖ ଧର୍ମର ୧୫୦ ତମ ବାଲ୍ୟଲୀଳା ମହୋତ୍ସବ-୨୦୨୬,ବଡ଼ଆଗୁଳ ଠାରେ ଅନୁଷ୍ଠିତ

FNN WEB by FNN WEB
March 5, 2026
in ଓଡ଼ିଶା, ମୁଖ୍ୟ ଖବର
0
ଅଲେଖ ଧର୍ମର ୧୫୦ ତମ ବାଲ୍ୟଲୀଳା ମହୋତ୍ସବ-୨୦୨୬,ବଡ଼ଆଗୁଳ ଠାରେ ଅନୁଷ୍ଠିତ
0
SHARES
2
VIEWS

ଭୁବନେଶ୍ୱର: ଓଡ଼ିଶାର ସର୍ବଧର୍ମ ପର୍ବ ପର୍ବାଣୀ ମଧ୍ୟରୁ ଶୂନ୍ୟ ବସି ଅଲେଖ ପରମବ୍ରହ୍ମ ମହିମା ଅନାଦି ଧର୍ମର ପର୍ବ ହେଉଛି ସର୍ବ ପ୍ରଥମ ପର୍ବ।ଏହା ଦକ୍ଷିଣ ଓଡ଼ିଶାର ଏକ ମହାନ ପର୍ବ ଭାବେ ଗ୍ରାମେ ଗ୍ରାମେ ଅଲେଖ ଟୁଙ୍ଗିମାନ ସ୍ଥାପନ କରି କସ କୌପୀନ ତଥା ଗଛର ବକଳକୁ ବସ୍ତ୍ର ରୂପେ ସଂଗ୍ରହ କରି ଧର୍ମାବି ଲମ୍ଭି ବାବାମାନେ ପରିଧାନ କରୁଥିଲେ।ସନ୍ଧ୍ୟା ପୂର୍ବରୁ ପକତ୍ୟାଗ କରି ଶୂନ୍ୟ ବାସୀଙ୍କୁ ପ୍ରତିଦିନ ପ୍ରାତଃ ଓ ସାୟମ କାଳରେ ବ୍ୟାୟାମ ମାଧ୍ୟମରେ ଅଧ ଘଣ୍ଟାରୁ ଏକ ଘଣ୍ଟା ଯାଏ ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟୋଦୟ ପୂର୍ବରୁ ଧ୍ୟାନ ଯୋଗକରି ସୃଷ୍ଠିର କଲ୍ୟାଣ ଚିନ୍ତା କରୁଥିଲେ।

ପ୍ରକାଶ ଥାଉକି କେଉ ଆବାହ ମାନକଳରୁ ଗଞ୍ଜାମ ଜିଲ୍ଲା ବଡ଼ଆଗୁଳ ଗ୍ରାମର କିଛି ମହିମା ଧର୍ମାବଲମ୍ବୀ ମାନଙ୍କୁ ନେଇ ଯୋରନ୍ଦା ଗାଦିରୁ ପୂରବାବା ଆସି ବଡ଼ଆଗୁଳ ଗ୍ରାମଠାରେ ଚାଟଶାଳୀ ତଥା ଆଜିର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ମହିମା ଗାଦି ସ୍ଥାପନକରି ଗ୍ରାମ ପୂର୍ବ ଦିଗରେ ମହିମା ଟୁଙ୍ଗି ସ୍ଥାପନ କରିଥିଲେ।ଗ୍ରାମର ପୂର୍ବ ପୁରୁଷ ତଥା ବିର ପ୍ରଧାନ,ସଦାନନ୍ଦ ଗୌଡ଼, ଭେବନି କର୍ଯି, କୃର୍ତିବସ ପଟ୍ଟନାୟକ,ଭୁଁୟା ନାହକ,ଚତୁର ସାହୁ, ମାଘା ସ୍ୱାଇଁ,ଭୀମ ସ୍ୱାଇଁ,ଗୋବିନ୍ଦ ଗୌଡ଼,ହରି କରଣ,ମାତା ମା,ଦଣ୍ଡିଆ ନାହାକ, ମନକର ଗୌଡ଼,ଦଣ୍ଡପାଣି ଡାକୁଆ,ବିଜୁଳି ଗୌଡ଼,ଲକ୍ଷ୍ମଣ ଗୌଡ଼,ଗୌର ପଟ୍ଟନାୟକ,ଅନ୍ତରା ଗୌଡ଼,ଚନ୍ଦ୍ରମଣି ଗୌଡ଼,ଅନାଦି ଗୌଡ଼,ପ୍ରମୁଖ ଏମାନଙ୍କୁ ଧର୍ମାବଲମ୍ବୀ କରି ଅଲେଖ ମହିମାଙ୍କୁ ସ୍ମରଣ କାରାଇଥିଲେ।ତାହା ଆଜି ପୁରୁଷାନୁକ୍ରମେ ଗ୍ରାମରେ ପ୍ରଚଳିତ ହୋଇ ଆଜିର ତିଥି ଫାଲଗୁନ ଶୁକ୍ଲଚତୁର୍ଦ୍ଦଶୀରେ ୧୫୦ ତମ ବାଲ୍ୟଲୀଳା ମହୋତ୍ସବ-୨୦୨୬ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି।ଏହାକୁ କ୍ରମାଗତ ଭାବେ ଅଲେଖ ଟୁଙ୍ଗୀର ଅମୁଣିଆ ମଣ୍ଡପରେ ପ୍ରତି ମାସର ଶୁକ୍ଳ ଚତୁର୍ଦ୍ଧଶିରେ ବର୍ତ୍ତମାନର ଭକ୍ତମାନଙ୍କୁ ନେଇ ବାଲ୍ୟଲୀଳା ହୋଇ ଆସୁଅଛି।ଆଜି ତାହାର ବାର୍ଷିକ ଉତ୍ସବ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ବାଲ୍ୟଲୀଳା ତୋଟା ସ୍ବର୍ଗତ ନିରଞ୍ଜନ ଗୌଡ଼ଙ୍କ ଆପ୍ରାଣ ଉଦ୍ୟମରେ ଗ୍ରାମବାସୀ ତଥା ମନ୍ଦିର କମିଟି ବୃନ୍ଦ,ରାମେଶ୍ବର ନାଟ୍ୟ କଳା ସଂସଦର କର୍ମକର୍ତ୍ତା,ଗ୍ରାମର ଯୁବକ ସଂଘ,ପଞ୍ଚାୟତରସରପଞ୍ଚ,ସମିତିସଭ୍ୟ,ୱାର୍ଡ ସଭ୍ୟ, ସ୍ଵଂୟ ସହାୟକ ଗୋଷ୍ଠୀ ଓ ଗ୍ରାମର ଆବଳ ବୃଦ୍ଧ ବନିତାଙ୍କୁ ନେଇ ଏ ଅଞ୍ଚଳର ମୁଖ୍ୟ ପର୍ବ ଭାବେ ବହୁ ଆଡ଼ମ୍ବରରେ ହୋଇ ଆସୁଅଛି।

ପ୍ରଥମେ ପୁରବାବା ଅନୁଷ୍ଠାନକୁ ପ୍ରତିଷ୍ଠା କରିବା ପରେ ପରେ ଯୋରନ୍ଦା ଗାଦିରୁ ଆସି ବକଳ ଧାରି ଏବଂ କୌପିନି ଧାରୀ ମିଳିତ ଆନୁକୁଲ୍ୟରେ କ୍ରମାଗତ ଭାବେ ମଧୁବାବା,ଭୀମ ବାବା,ଧ୍ରାବାନନ୍ଦ ବାବା ସମେତ ବର୍ତ୍ତମାନ ୨୦୧୨ ମସିହା ଠାରୁ ପରମେଶ୍ବର ବାବାଙ୍କ ନେତୃତ୍ୱରେ ଏଯାବତ୍ ବାଲ୍ୟଲୀଳା ମହୋତ୍ସବ ଧୁମ୍ ଧାମରେ ପ୍ରଚଳିତ ହୋଇ ଆସୁଅଛି। ବାଲ୍ୟଲୀଳାରେ ଭରଣ ଭରଣ ଲିଆ, ଦୋଭୂଜା,ଚୁଡ଼ା,କଦଳୀ,ନଡ଼ିଆ,ଦହି,କ୍ଷୀର,ମହୁ, ଗୁଆଘିଅ ପ୍ରତ୍ୟେକ ସ୍ୱାଦିଷ୍ଠ ଖାଦ୍ୟକୁ ନେଇ ଚକଟା ତୋଟା ମଧ୍ୟରେ ଏକ ବିଶାଳକାୟ ଅସ୍ଥାୟୀ କୁଣ୍ଡ ନିର୍ମିତ କରି ଦିନ ତମାମ ଗ୍ରାମ ବାସୀଙ୍କ ଉଦ୍ୟମରେ ଚକଟା ପ୍ରସ୍ତୁତ କରି ଆଖପାଖ ଅଞ୍ଚଳରେ ହଜାର ହଜାର ଭକ୍ତମାନଙ୍କୁ କେବଳ ପଦ୍ମପତ୍ରରେ ପ୍ରସାଦ ପ୍ରଦାନ କରାଯାଏ।ଅପରାହ୍ନ ଚାରି ଘଣ୍ଟିକା ଠାରୁ ଛଅ ଘଣ୍ଟା ମଧ୍ୟରେ ଶଗଡ଼ ଶଗଡ଼ ପ୍ରସାଦ ବଡ଼ ବଡ଼ ପିତଳ ହଣ୍ଡା,ମାଟି ହାଣ୍ଡି ମାଧ୍ୟମରେ ହତା ହତା ପ୍ରସାଦ ଶୃଙ୍ଖଳାର ସହିତ ବଣ୍ଟନ କରାଯାଏ।ମାନସିକ ଭକ୍ତମାନେ ମଧ୍ୟ ଏଠାକୁ ଆସି ଛୁଆ ମାନଙ୍କୁ ମୁଣ୍ଡନ କରିଥାନ୍ତି।ରାତ୍ର ସାରା ଅଲେଖ ଟୁଙ୍ଗୀଠାରେ ପରମେଶ୍ବର ବାବାଙ୍କ ନେତୃତ୍ୱରେ ସୁମନ ବାବା,ପ୍ରଦୀପ ବାବା,ଖଗେଶ୍ବର ବାବା ଏବଂ ବଡ଼ଆଗୁଳର ଭକ୍ତ ଭାଇମାନଙ୍କୁ ନେଇ ଅଖଣ୍ଡ ବ୍ରହ୍ମ ଯଜ୍ଞ ତଥା ହୁମ ଦ୍ଵାରା କେଜି କେଜି ଗୁଆ ଘିଅରେ ଯଜ୍ଞ କରି ଭକ୍ତମାନଙ୍କ ଉପସ୍ଥିତିରେ ଗ୍ରାମର ତଥା ସୃଷ୍ଟିର ଶୁଭକାମନା କରନ୍ତି।ରତ୍ରର ପ୍ରତ୍ୟେକ ପ୍ରହରରେ ଗ୍ରାମ ତଥା ନଗର ପରିଭ୍ରମଣ ଘଣ୍ଟ ତାଳ ଭଜନ ଧ୍ୱନିରେ ପ୍ରକମ୍ପିତ କରି କାର୍ଯ୍ୟକ୍ରମକୁ ସୂପରି ଚାଳନା କରିଥିଲେ।

Previous Post

ସମୃଦ୍ଧ ଓଡ଼ିଶା ଗଠନରେ ମାର୍ଗଦର୍ଶନ ପାଇଁ ବିଚାରବିମର୍ଷ ଆବଶ୍ୟକ : ମୁଖ୍ୟମନ୍ତ୍ରୀ

Next Post

‘ଗୋ-ହୋମଷ୍ଟେ’ ପୋର୍ଟାଲ୍ ଶୁଭାରମ୍ଭ

FNN WEB

FNN WEB

Next Post
‘ଗୋ-ହୋମଷ୍ଟେ’ ପୋର୍ଟାଲ୍ ଶୁଭାରମ୍ଭ

‘ଗୋ-ହୋମଷ୍ଟେ’ ପୋର୍ଟାଲ୍ ଶୁଭାରମ୍ଭ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.