• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

FNN WEB by FNN WEB
June 25, 2026
in ଓଡ଼ିଶା, ମୁଖ୍ୟ ଖବର
0
ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର
0
SHARES
0
VIEWS

ଭୁବନେଶ୍ବର: ୩୫ତମ ଏବଂ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଆଜି ଘୋଷଣା ହୋଇଛି। ସଂସ୍କୃତି ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ୨୦୨୩ ଏବଂ ୨୦୨୪ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛନ୍ତି। ସେ ଚଳଚ୍ଚିତ୍ରର ବିଭିନ୍ନ ବର୍ଗରେ ଦୁଇ ବର୍ଷ ପାଇଁ ମୋଟ୍‌ ୬୪ଟି ପୁରସ୍କାର ଘୋଷଣା କରିଛନ୍ତି।
୩୫ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର (୨୦୨୩) ପାଇଁ ‘ପୁଷ୍କରା’ ଏବଂ ‘ମାଇଁ ସୁଇଟ୍‌ ହାଉସ ୱାଇଫ୍‌’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କାର ମିଳିବ। ୨୦୨୩ ପାଇଁ ପିନାକୀ ସିଂଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମିଳିବ। ଶ୍ରେଷ୍ଠ ମୁଖ୍ୟ ଅଭିନେତା ହରିହର ମହାପାତ୍ର, ଶ୍ରେଷ୍ଠ ମୁଖ୍ୟ ମିଳିତ ଭାବେ ଅଭିନେତ୍ରୀ ନୈନା ଦାଶ ତିୱାରୀ ଏବଂ ସୁପ୍ରିୟା ନାୟକଙ୍କୁ ଚୟନ କରାଯାଇଛି। ସେହିପରି ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ଭାବେ ‘ଫୁଲ ଫୁଟି ମହକିଲା’ ଚୟନିତ ହୋଇଛି। ଅଭିନେତା ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ମୋହନ ସୁନ୍ଦରଦେବ ଗୋସ୍ବାମୀ ପୁରସ୍କାର ମିଳିବ।

ସେହିପରି ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର (୨୦୨୪) ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ଆଶ୍ରମ’ ଚୟନ ହୋଇଛି। ଶ୍ରେଷ୍ଠ ନିର୍ଦ୍ଦେଶକ ଅଶୋକ ପତି (ପାବାର), ଶ୍ରେଷ୍ଠ ଅଭିନେତା ତନ୍ମୟ (ବାବୁସାନ) ମହାନ୍ତି (ପାବାର) ଏବଂ ଶ୍ରେଷ୍ଠ ‌ଅଭିନେତ୍ରୀ ଦେବଯାନୀ ଦେଘୁରିଆ (ଭଗିଆ ଭାରିଜା)ଙ୍କୁ ଚୟନ କରାଯାଇଛି। ଅଭିନେତ୍ରୀ ନମ୍ରତା ଦାସଙ୍କୁ ମୋହନ ସୁନ୍ଦରଦେବ ଗୋସ୍ବାମୀ ପୁରସ୍କାର ମିଳିବ। ଆସନ୍ତାକାଲି ରାଜ୍ୟ ସଭାଗୃହରେ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ।

୩୫ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ଶ୍ରେଷ୍ଠ ଚଳଚ୍ଚିତ୍ର: ପୁଷ୍କରା, ମାଇ ସୁଇଟ୍‌ ହାଉସ ୱାଇଫ୍‌
ଶ୍ରେଷ୍ଠ ନିର୍ଦ୍ଦେଶକ: ପିନାକୀ ସିଂହ (ମାଇ ସୁଇଟ ହାଉସ୍‌ ୱାଇଫ୍‌)
ଶ୍ରେଷ୍ଠ ମୁଖ୍ୟ ଅଭିନେତା: ହରିହର ମହାପାତ୍ର (ଧୋ ରେ ବାବୁ ଧୋ)
ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ: ନୈନା ଦାଶ ତିୱାରୀ (ମାଇ ସୁଇଟ୍‌ ହାଉସ ୱାଇଫ୍‌) ଓ ସୁପ୍ରିୟା ନାୟକ (ପୁଷ୍କରା)
ଶ୍ରେଷ୍ଠ ପାର୍ଶ୍ବ ଅଭିନେତା: ଚୌଧୁରୀ ଜୟପ୍ରକାଶ ଦାସ (ଫାଲଗୁନ ଚୈତ୍ର)
ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ: ସୂର୍ଯ୍ୟମୟୀ ମହାପାତ୍ର (ଡେଲିଭରି ବୟ)
ଶ୍ରେଷ୍ଠ ଖଳ ଅଭିନେତା: ଚୌଧୁରୀ ବିକାଶ ଦାସ (କଟକ ଶେଷରୁ ଆରମ୍ଭ)
ଶ୍ରେଷ୍ଠ ଖଳ ଅଭିନେତ୍ରୀ: ପିଙ୍କି ପ୍ରଧାନ (ଧୋରେ ବାବୁ ଧୋ)
ଶ୍ରେଷ୍ଠ ହାସ୍ୟ ଅଭିନେତା: ସନ୍ତୋଷ କୁମାର କାଣ୍ଡୀ (ଶାନ୍ତି ଆପାର୍ଟମେଣ୍ଟ)
ଶ୍ରେଷ୍ଠ ଶିଶୁ ଅଭିନେତ୍ରୀ: ଆହିଆ ନନ୍ଦ (ଶାନ୍ତି ଆପାର୍ଟମେଣ୍ଟ)
ଶ୍ରେଷ୍ଠ କାହାଣୀକାର: ପିନାକୀ ଶ୍ରୀଚନ୍ଦନ (ନିୟତି)
ଶ୍ରେଷ୍ଠ ଚିତ୍ରନାଟ୍ୟ: ପ୍ରଣବ ପ୍ରସନ୍ନ ରଥ (ଫାଲଗୁନ ଚୈତ୍ର)
ଶ୍ରେଷ୍ଠ ସଂଳାପ ଲେଖକ: ଭରଦ୍ବାଜ ପଣ୍ଡା (ମନ ମ୍ୟୁଜିୟମ)
ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ: ଶରତ ନାୟକ (ମନ ମ୍ୟୁଜିୟମ)
ଶ୍ରେଷ୍ଠ ଗୀତିକାର: ଡ. ନମିନ୍ଦ ନାୟକ (ମୋ ମାଟି ମୋ ପାଇଁ ବାସଚନ୍ଦନ, ମହର୍ଷୀ)
ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ: ବିଷ୍ଣୁ ମୋହନ କବି (ମୋ ମାଟି ମୋ ପାଇଁ ବାସଚନ୍ଦନ, ମହର୍ଷୀ)
ଶ୍ରେଷ୍ଠ ପଚ୍ଛଦପଟ ଗାୟିକା: ଅନ୍ତରା ଚକ୍ରବର୍ତ୍ତୀ (ଆରେ ମେଗ ଆ, ମନ ମ୍ୟୁଜିୟମ)
ଶ୍ରେଷ୍ଠ ଚିତ୍ରଗ୍ରହଣ: ରୁଦ୍ରକାନ୍ତ ସିଂ (ମାଇ ସୁଇଟ୍‌ ହାଉସ ୱାଇଫ୍‌)
ଶ୍ରେଷ୍ଠ ସଂପାଦନା: ରଶ୍ମୀରଂଜନ ଦାଶ (ଏଇ ଆକାଶ ତଳେ)
ଶ୍ରେଷ୍ଠ ଶଦ୍ଦଗ୍ରହଣକାରୀ: ଜ୍ୟୋତି ପ୍ରକାଶ ମାହାନା (ବାପା ସୁପରମ୍ୟାନ୍‌)
ଶ୍ରେଷ୍ଠ କଳା ନିର୍ଦ୍ଦେଶକ: କଳିଙ୍ଗ କେଶରୀ ନାୟକ (ପୁଷ୍କରା)
ଶ୍ରେଷ୍ଠ ନୃତ୍ୟ ସଂଯୋଜକ: ମଣ୍ଟୁ ଜେନା (ଡେଲିଭରି ବୟ)
ଶ୍ରେଷ୍ଠ ସଜ୍ଜାକାରୀ: ରାଜ କିଶେର ଜେନା (ଲଭ୍‌ ଇନ୍‌ ଲଣ୍ଡନ)
ଶ୍ରେଷ୍ଠ ବେଶ ପୋଷାକ: ୱାସିଦିଆ ତବସୁମ (ଫାଲଗୁନ ଚୈତ୍ର)
‌ସ୍ପେଶାଲ ଇଫେକ୍ଟସ: ଅଘୋଷିତ
ଶ୍ରେଷ୍ଠ ମନୋରଂଜନଭିତ୍ତିକ ସିନେମା: ରାକେଶ କୁମାର ଜେନା (ମାଲ୍ୟଗିରି-କାହାଣୀ ଆରମ୍ଭ)
ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର: ଡକ୍ଟର ତ୍ରିଲୋଚନ ଖୁଣ୍ଟିଆ (ଫୁଲଫୁଟି ମହକିଲା)
ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର: ସୁପ୍ରଭା ସାହୁ (ମୋ ବୋଉ ମୋ ଗାଁ)
ଶ୍ରେଷ୍ଠ ଶିକ୍ଷାଭିତ୍ତିକ ଚଳଚ୍ଚିତ୍ର: ନିନା ମହାପାତ୍ର (ମାଇ ନ୍ୟାସନାଲ ଫ୍ଲାଗ୍)
ସ୍ବତନ୍ତ୍ର ‌ଜୁରୀ ପୁରସ୍କାର: ସମପିକା ଦାଶ (ଏଇ ଆକାଶ ତଳେ)
ଶ୍ରେଷ୍ଠ ଓଡ଼ିଆ ସିନେମା ପୁସ୍ତକ: ଅମିତାଭ ଖିଲାର (ମୋଲୋଗ୍ରାଫ୍‌)
ଶ୍ରେଷ୍ଠ ଆଦିବାସୀ ଚଳଚ୍ଚିତ୍ର: ଅଘୋଷିତ

୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ଶ୍ରେଷ୍ଠ ଚଳଚ୍ଚିତ୍ର: ଆଶ୍ରମ
ଶ୍ରେଷ୍ଠ ନିର୍ଦ୍ଦେଶକ: ଅଶୋକ ପତି (ପାବାର)
ଶ୍ରେଷ୍ଠ ମୁଖ୍ୟ ଅଭିନେତା: ତନ୍ମୟ ମହାନ୍ତି (ବାବୁସାନ): ପାବାର
ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ: ଦେବଯାନୀ ଦେଘୁରିଆ (ଭଗିଆ ଭାରିଜା)
ଶ୍ରେଷ୍ଠ ପାର୍ଶ୍ବ ଅଭିନେତା: ସୁକାନ୍ତ ରଥ (ତ୍ରିକନ୍ୟା)
ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ: ଲିପ୍ସା ମିଶ୍ର (କେମିତି ଏ ସଂପର୍କ)
ଶ୍ରେଷ୍ଠ ଖଳ ଅଭିନେତା: ହର ରଥ (ଭୋଟ୍‌)
ଶ୍ରେଷ୍ଠ ଖଳ ଅଭିନେତ୍ରୀ: ଉଷଶ୍ରୀ ମିଶ୍ର (କେମିତି ଏ ସଂପର୍କ)
ଶ୍ରେଷ୍ଠ ହାସ୍ୟ ଅଭିନେତା: ଜୀବନ ପଣ୍ଡା (ଅଦୃଶ୍ୟ)
ଶ୍ରେଷ୍ଠ ଶିଶୁ ଅଭିନେତା: ଲତାସା ପୁହାଣ (ତୁମବିନା)
ଶ୍ରେଷ୍ଠ କାହାଣୀକାର: ଅଜୟ ମହାପାତ୍ର (ଭୋଟ୍‌)
ଶ୍ରେଷ୍ଠ ଚିତ୍ରନାଟ୍ୟ: ଚିନ୍ମୟ କୁମାର ଦାସ (ପରବ)
ଶ୍ରେଷ୍ଠ ସଂଳାପ ଲେଖକ: ବିଜୟ ଦାସ (ସିନ୍ଦୁରା)
ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ: ଦିବ୍ୟଜିତ୍‌ ସାହୁ (ପରବ)
ଶ୍ରେଷ୍ଠ ଗୀତିକାର: ଦୁର୍ଗା ମାଧବ ପଣ୍ଡା (ମୋ ହୃଦୟଟା ନୁହେଁ କର୍ମ)
ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ: ରୂପକ କୁମାର ପରିଡ଼ା (ଆଶ୍ରମ)
ଶ୍ରେଷ୍ଠ ପଚ୍ଛଦପଟ ଗାୟିକା: ଅର୍ପିତା ଚୌଧୁରୀ (ଚନ୍ଦ୍ରବଂଶୀ)
ଶ୍ରେଷ୍ଠ ଚିତ୍ରଗ୍ରହଣ: ମାନସ କୁମାର ମିଶ୍ର (ଭଗିଆ ଭାରିଜା)
ଶ୍ରେଷ୍ଠ ସଂପାଦନା: ଚନ୍ଦ୍ରଶେଖର ମିଶ୍ର (ଆଶ୍ରମ)
ଶ୍ରେଷ୍ଠ ଶଦ୍ଦଗ୍ରହଣକାରୀ: ତୁଷାର ଜେନା (ରଂଗସୁର)
ଶ୍ରେଷ୍ଠ କଳା ନିର୍ଦ୍ଦେଶକ: କଳିଙ୍ଗ ନାୟକ (ରଂଗସୁର)
ଶ୍ରେଷ୍ଠ ନୃତ୍ୟ ସଂଯୋଜକ: ଗିରିଶ ମହାନ୍ତି (ଆଇ ଲଭ୍‌ ୟୁ ୨.୦
ଶ୍ରେଷ୍ଠ ପୋଶାକ ସଜ୍ଜାକାରୀ: ନମିନ୍ଦ ଦାଶ (ଆଇ ଲଭ ୟୁ ୨.୦)
ଶ୍ରେଷ୍ଠ ରୁପ ସଜ୍ଜାକାରୀ: ତପନ ନାୟକ (ଆଜିର ରେବତୀ)
‌ସ୍ପେଶାଲ ଇଫେକ୍ଟସ: ଅଘୋଷିତ
ଶ୍ରେଷ୍ଠ ମନୋରଂଜନଭିତ୍ତିକ ସିନେମା: ଅମୀୟ ପଟ୍ଟନାୟକ ପ୍ରଡକସନ (କର୍ମ)
ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର: ପିଙ୍କି ପ୍ରଧାନ (ଅନୁଭବ)
ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର: ସନ୍ତୋଷ ପଣ୍ଡା (ଦଣ୍ଡ ରହେ-କାହାଣୀ କହେ-ବାହୁନା କନ୍ଦା)
ଶ୍ରେଷ୍ଠ ଶିକ୍ଷାଭିତ୍ତିକ ଚଳଚ୍ଚିତ୍ର: ବିରଞ୍ଚି ନାରାୟଣ ପଣ୍ଡା (ସିନ୍ଦୁରା)
ସ୍ବତନ୍ତ୍ର ‌ଜୁରୀ ପୁରସ୍କାର: ସୋନା ମଲ୍ଲିକ (ଆଭା) ଏବଂ ହରିହର ମହାପାତ୍ର (ଭଗିଆ ଭାରିଜା)
ଶ୍ରେଷ୍ଠ ଓଡ଼ିଆ ସିନେମା ପୁସ୍ତକ: ରଂଜନ କୁମାର ରଥ (ଇଭୋଲେସନ ଅଫ୍‌ ଓଡ଼ିଆ ସିନେମା)
ଶ୍ରେଷ୍ଠ ଆଦିବାସୀ ଚଳଚ୍ଚିତ୍ର: ‌ଅଘୋଷିତ

Previous Post

ଟାଇମ୍‍ସ ହାୟର ଏଜୁକେସନ ସଷ୍ଟେନେବିଲିଟି ଇମ୍ପାକ୍ଟ ରାଙ୍କିଂ ୨୦୨୬: କିସ୍‍ର ପ୍ରଭାବୀ ପ୍ରଦର୍ଶନ

Next Post

ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

FNN WEB

FNN WEB

Next Post
ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

June 25, 2026
ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

June 25, 2026
ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

June 25, 2026
ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

June 25, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

June 25, 2026
ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

June 25, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.