• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବୀଣାଭାରତୀ ବିଦ୍ୟାମନ୍ଦିରରେ 25ତମ ବାର୍ଷିକ ବିଜ୍ଞାନ ମେଳା

FNN WEB by FNN WEB
August 5, 2026
in ଓଡ଼ିଶା
0
ବୀଣାଭାରତୀ ବିଦ୍ୟାମନ୍ଦିରରେ 25ତମ ବାର୍ଷିକ ବିଜ୍ଞାନ ମେଳା
0
SHARES
0
VIEWS

ଭୁବନେଶ୍ୱର ଉପକଣ୍ଠସ୍ଥ ଭରତପୁର ଥାନା ଅନ୍ତର୍ଗତ ଦୁର୍ଗାମାଧବ ନଗର (୍ଯଯାମପୁର ମୌଜା)ଭରତପୁରରେ ଅବସ୍ଥିତ ବୀଣାଭାରତୀ ବିଦ୍ୟାମନ୍ଦିରର ବାର୍ଷିକ ବିଜ୍ଞାନ ମେଳା ତା.03.08.2026ରିଖରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉଦ୍ଘାଟନୀ ଉତ୍ସବରେ ସଭାପତି ଇଂ ସୁବାସ ଚନ୍ଦ୍ର ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଉତ୍ସବର ମୁ୍ଯଯ ଅତିଥିଭାବେ ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ମଞ୍ଜୁଲତା କହଁର ଯୋଗ ଦେଇ ବିଜ୍ଞାନମେଳା ଉଦ୍ଘାଟନ କରିବା ସଙ୍ଗେ ସଙ୍ଗେ ତାଙ୍କର ସାରଗର୍ଭକ ଅଭିଭାଷଣରେ ଆଜିର ଜୀବନରେ ବଂଚିବା ପାଇଁ ବିଜ୍ଞାନ ଆବ୍ଯଯକତା ସମ୍ପର୍କରେ ବିଷଦ ଭାବେ ଆଲୋଚନା କରି ବିଦ୍ୟାମନ୍ଦିରର କୁନି କୁନି ବୈଜ୍ଞାନିକ ତଥା ଗୁରୁଜୀ ଗୁରୁମାମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ପ୍ରଫେସର ତ୍ରିନାଥ ଦାସ, ଆଲୋକ ପାଣିଗ୍ରାହୀ, ଦୀଲେଶ ରାଓ ତଥା ବିଚାରକ ଭାବେ ୟୁନିଟ୍‌-8 ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ନରେଶ କୁମାର ଦାସ ଏବଂ ଅବସରପ୍ରାପ୍ତ ସେନା ଅଧିକାରୀ ଶତ୍ରୁଘ୍ନ ପଣ୍ଡା ଯୋଗ ଦେଇ ବିଜ୍ଞାନ ମେଳାରେ ପ୍ରଦର୍ଶିତ 135ଟି ପ୍ରକଳ୍ପ ବୁଲି ମୂ୍ଯଯାଙ୍କନ କରିଥିଲେ। ଏହି ବିଜ୍ଞାନ ପ୍ରକଳ୍ପଗୁଡିକ ବିଦ୍ୟାମନ୍ଦିରର ବିଜ୍ଞାନ ଶିକ୍ଷକ ମିଥୁନ ଦାସ, ଯଦୁନାଥ ବଳିୟାରସିଂହ, ଆଲୋକ କୁମାର ଦାଶ, ଧନେଶ୍ୱର ବେହେରାଙ୍କ ତତ୍ତ୍ୱାବଧାନରେ ପ୍ରଦର୍ଶିତ ହୋଇଥିଲା।
ବିଜ୍ଞାନ ମେଳାର ଉଦ୍‌ଯାପନ ଉତ୍ସବରେ ବିଦ୍ୟାଳୟର ଉପସଭାପତି ସ୍ବରୂପ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ସାଧାରଣ ସଭାରେ ମୁ୍ଯଯ ଅତିଥିଭାବେ ଏଫ୍‌.ସି.ଆଇ. ତାଳଚେରର ଅବସରପ୍ରାପ୍ତ ତତ୍ତ୍ୱାବଧାରକ ସୁବାସ ଚନ୍ଦ୍ର ପତି ଯୋଗ ଦେଇ କୁନି କୁନି ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ପରିବେଶ ବିଜ୍ଞାନ ଉପରେ ଅନେକ ଗବେଷଣାତ୍ମକ ତ୍ଯଯ ଦେଇଥିଲେ। ମୁ୍ଯଯ ବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ସୁଧାଂଶୁ କୁମାର ମହାନ୍ତି ଯୋଗ ଦେଇ କୁନି କୁନି ବୈଜ୍ଞାନିକ ତଥା ବିଦ୍ୟାଳୟ କର୍ମଚାରୀମାନଙ୍କର ଭୂୟସୀ ପ୍ରଶଂସା କରି କୁନି ବୈଜ୍ଞାନିକମାନଙ୍କ ବୈଜ୍ଞାନିକ ମନବୃତ୍ତିକୁ ଦେଖି ଅଭିଭୂତ ହୋଇଥିଲେ ଏବଂ ଭବି୍ଯଯତରେ ଜଣେ ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ ହେବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିବାକୁ ସୁପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ବରିଷ୍ଠ ୍ଯଯକ୍ତିଗତ ସଚିବ ସ୍ବରାଷ୍ଟ୍ର ବିଭାଗ, ସାହିତ୍ଯଯକ ତଥା ସମାଜସେବୀ ତ୍ରିଲୋଚନ ପଣ୍ଡା ଯୋଗ ଦେଇ ବିଜ୍ଞାନ ସମ୍ବନ୍ଧୀୟ ଅନେକ ଉପାଦେୟ ତ୍ଯଯ ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀମାନଙ୍କ ସଫଳତା ପାଇଁ ଗୁରୁଜୀ, ଗୁରୁମାନଙ୍କ ସହିତ ଅଭିଭାବକମାନଙ୍କର ସହଯୋଗ ନିତାନ୍ତ ଆବ୍ଯଯତ ବୋଲି ମତ୍ଯଯକ୍ତ କରିଥିଲେ। ସମ୍ମାନିତ ଅତିଥିଭାବେ ବିଦ୍ୟାମନ୍ଦିରର ସମ୍ପାଦକ ଲକ୍ଷ୍ମଣ ଜେନା ଯୋଗ ଦେଇ ସମୟର ସଦୁପଯୋଗ କରି ଜୀବନରେ ସବୁବେଳେ ନୂଆ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଦ୍ୟାମନ୍ଦିରର ପ୍ରତିଷ୍ଠାତା ହରିବନ୍ଧୁ ସାମନ୍ତରାୟ ସମସ୍ତ କାଯର୍‌ୟ ତଦାରଖ କରିଥିବା ବେଳେ ବରିଷ୍ଠ ଆଚାଯର୍‌ୟ ହରିଶ୍ଚନ୍ଦ୍ର ପ୍ରଧାନ ଅତିଥି ପରିଚୟ ପ୍ରଦାନ, ପ୍ରଧାନ ଆଚାଯର୍‌ୟ ଦୀପ୍ତିମୟୀ ହରିଚନ୍ଦନ ଧ୍ଯଯବାଦ ଅର୍ପଣ ଏବଂ ଗୁରୁମା ଲୋପାମୁଦ୍ରା ବାରିକଙ୍କ ଶାନ୍ତି ପାଠ ପରେ ସଭାସାଙ୍ଗ ହୋଇଥିଲା। ଅ୍ଯଯା୍ଯଯ ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ବଦ୍ୟାମନ୍ଦିରର ଉପଦେଷ୍ଟା ରାମଚନ୍ଦ୍ର ଦାସ, ମିନତୀ ଦାଶ, ପ୍ରହଲ୍ଲାଦ ପଣ୍ଣା, ଅକ୍ରୁର ସେଠ୍‌, ମିନତୀ ଦାସ, ପ୍ରଫୁଲ୍ଲ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ବିଜ୍ଞାନ ପ୍ରକଳ୍ପ, ଶିଶୁ ଉଦ୍ୟାନ, ଛୋଟ ମୋର ଗାଁଟି, ଖାଦ୍ୟ ବଜାର ଆଦି ବୁଲି ଦେଖି କୁନି ବୈଜ୍ଞାନିକମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ସ୍ଥାନୀୟ ଭରତପୁର, ଦୁର୍ଗାମାଧବନଗର, ହନୁମନ୍ତପ୍ରସାଦ, ଜ୍ଞାନଦେବୀ କଲୋନୀ, ୍ଯଯାମପୁର, ନୂଆଗାଁ, ମଳିପଡା, ଅନ୍ଧାରୁଆ ଅଂଚଳରୁ ବହୁ ସଂ୍ଯଯାରେ ଅଭିଭାବକମାନଙ୍କର ସମାଗମ ହୋଇଥିଲେ।

Previous Post

ବିଦ୍ୟା ଜରିଆରେ ୨୫ ହଜାର ଛାତ୍ରଛାତ୍ରୀଙ୍କୁ ବେଦାନ୍ତର ସହାୟତା

Next Post

ଚିତ୍ରଶିଳ୍ପୀ ପ୍ରବୀର କୁମାର ଦଳାଇଙ୍କ ପି. ଏଚ. ଡି. ଲାଭ

FNN WEB

FNN WEB

Next Post
ଚିତ୍ରଶିଳ୍ପୀ ପ୍ରବୀର କୁମାର ଦଳାଇଙ୍କ ପି. ଏଚ. ଡି. ଲାଭ

ଚିତ୍ରଶିଳ୍ପୀ ପ୍ରବୀର କୁମାର ଦଳାଇଙ୍କ ପି. ଏଚ. ଡି. ଲାଭ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଚିତ୍ରଶିଳ୍ପୀ ପ୍ରବୀର କୁମାର ଦଳାଇଙ୍କ ପି. ଏଚ. ଡି. ଲାଭ

ଚିତ୍ରଶିଳ୍ପୀ ପ୍ରବୀର କୁମାର ଦଳାଇଙ୍କ ପି. ଏଚ. ଡି. ଲାଭ

August 5, 2026
ବୀଣାଭାରତୀ ବିଦ୍ୟାମନ୍ଦିରରେ 25ତମ ବାର୍ଷିକ ବିଜ୍ଞାନ ମେଳା

ବୀଣାଭାରତୀ ବିଦ୍ୟାମନ୍ଦିରରେ 25ତମ ବାର୍ଷିକ ବିଜ୍ଞାନ ମେଳା

August 5, 2026
ବିଦ୍ୟା ଜରିଆରେ ୨୫ ହଜାର ଛାତ୍ରଛାତ୍ରୀଙ୍କୁ ବେଦାନ୍ତର ସହାୟତା

ବିଦ୍ୟା ଜରିଆରେ ୨୫ ହଜାର ଛାତ୍ରଛାତ୍ରୀଙ୍କୁ ବେଦାନ୍ତର ସହାୟତା

August 5, 2026
ଜିଲ୍ଲାକୁ ୬ହଜାର ୧୫କ୍ଵିଣ୍ଟାଲ ଧାନ ବିହନ ଯୋଗାଣ

ଜିଲ୍ଲାକୁ ୬ହଜାର ୧୫କ୍ଵିଣ୍ଟାଲ ଧାନ ବିହନ ଯୋଗାଣ

August 3, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଚିତ୍ରଶିଳ୍ପୀ ପ୍ରବୀର କୁମାର ଦଳାଇଙ୍କ ପି. ଏଚ. ଡି. ଲାଭ

ଚିତ୍ରଶିଳ୍ପୀ ପ୍ରବୀର କୁମାର ଦଳାଇଙ୍କ ପି. ଏଚ. ଡି. ଲାଭ

August 5, 2026
ବୀଣାଭାରତୀ ବିଦ୍ୟାମନ୍ଦିରରେ 25ତମ ବାର୍ଷିକ ବିଜ୍ଞାନ ମେଳା

ବୀଣାଭାରତୀ ବିଦ୍ୟାମନ୍ଦିରରେ 25ତମ ବାର୍ଷିକ ବିଜ୍ଞାନ ମେଳା

August 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.