• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

FNN WEB by FNN WEB
August 8, 2026
in ଓଡ଼ିଶା
0
ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା
0
SHARES
2
VIEWS

ପୁରୀ : ଆଇଟିସିର ଆଶୀର୍ବାଦ ଅଟ୍ଟା ପୁରୀ ରଥ ଯାତ୍ରାରେ ଶହ ଶହ ପୁରାତନ ରଥ ନିର୍ମାଣ ପରମ୍ପରାରେ ଅନୁପ୍ରେରିତ ହୋଇ ଭକ୍ତମାନଙ୍କୁ ଏହି ଧରଣର ପ୍ରଥମ କାର୍ଯ୍ୟକ୍ରମ ଯୋଗାଇଦେଇ ତାହାର “ଗୁଣାତ୍ମକ ପରମ୍ପରା” ପ୍ରଚାର ଅଭିଯାନକୁ ପରିସମାପ୍ତ କରିଛି । ଏହି ଅନନ୍ୟ କାର୍ଯ୍ୟକ୍ରମ ଜରିଆରେ ୧୩୭୫୦ରୁ ଅଧିକ ଭକ୍ତ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥ ଯାତ୍ରାର ଅଂଶବିଶେଷ ହୋଇଥିବାବେଳେ ପିଢି ପରେ ପିଢି ରଥ ନିର୍ମାଣର ପୂଜ୍ୟ ପରମ୍ପରାକୁ ସଂରକ୍ଷିତ କରି ରଖିଆସିଥିବା ବିଶ୍ୱକର୍ମା ମହରାଣା ସମୁଦାୟଙ୍କ ଉତ୍ସର୍ଗୀକୃତ କାରିଗରୀକୁ ପାଳନ କରିଥିଲେ ।
ଏହି ଅନୁଭୂତିର କେନ୍ଦ୍ରସ୍ଥଳରେ ଥିଲା ୩୬୦-ଡିଗ୍ରୀ ଗୋଲାର୍ଦ୍ଧ ଆକୃତିର ଗମ୍ବୁଜ, ଯେଉଁଥିରେ ବାସ୍ତବ ଓ ଡିଜିଟାଲ ପଥର ଚକ୍କି, ସୁଚାରୁରୂପେ ସଂଯୋଜିତ ରଥ ଚକ ଏବଂ ସେନ୍‌ସର ଭିତ୍ତିକ ପ୍ରଯୁକ୍ତି ସମନ୍ୱିତ ହୋଇଥିଲା । ଗୋଷ୍ଠୀରେ ବିଭକ୍ତ ହୋଇ ପ୍ରବେଶ କରୁଥିବା ଭକ୍ତଗଣ ୨୧୦ ସେକେଣ୍ଡ ଅବଧି ବିଶିଷ୍ଟ ରଥ ନିର୍ମାଣର ପବିତ୍ର ପଦ୍ଧତି ପୁନଃ ସୃଷ୍ଟିକରିବା ଏବଂ ତାହାପରେ ନୈସର୍ଗିକ ଦର୍ଶନ ଓ ରଥ ଯାତ୍ରା ଅନୁଭୂତି ନେବାର ତଲ୍ଲିନକାରୀ ଯାତ୍ରା ଅନାବରଣ କରିବାକୁ ଚକ୍କିଗୁଡିକୁ ସାମୂହିକ ଭାବରେ ଘୂରାଇଥିଲେ । ଚକ୍କିଗୁଡିକ ଘୂରିବା ସହିତ ଅଂଶଗ୍ରହଣକାରୀମାନେ ରଥ ନିର୍ମାଣର ଗାଥା, ବିଶ୍ୱକର୍ମା ମହରଣାମାନଙ୍କର କାରିଗରୀ ଏବଂ ବଡ ଦାଣ୍ଡରେ ମହାପ୍ରଭୁ ଜଗନ୍ନାଥଙ୍କ ଆଧ୍ୟାତ୍ମିକ ଯାତ୍ରାର ଅନୁଭୂତି ହାସଲ କରିଥିଲେ ଏବଂ ତାହା “ଜୟ ଜଗନ୍ନାଥ” ଉଚ୍ଚାରଣ ମଧ୍ୟରେ ମହାପ୍ରଭୁଙ୍କ ଚକ୍ଷୁର ନୈସର୍ଗିକ ଦର୍ଶନ କରିଥିଲେ । ଗୁଣବତ୍ତା, ଯନô ଏବଂ କାରିଗରୀର ସହଭାଗୀ ମୂଲ୍ୟବୋଧରୁ ପ୍ରେରଣା ଲାଭକରି ଏହି କାର୍ଯ୍ୟକ୍ରମ ପବିତ୍ର ରଥ ଚକ ଏବଂ ପାରମ୍ପରିକ ପଥର ଚକ୍କି ମଧ୍ୟରେ ଏକ ପ୍ରତୀକାତ୍ମକ ସଂଯୋଗ ସ୍ଥାପନ କରିଥିଲା, ଯେଉଁଥିରେ ଉଭୟ ପିଢି ପରେ ପିଢି ଉକ୍ରର୍ଷ ନିମନ୍ତେ ଉତ୍ସର୍ଗୀକୃତ କାର୍ଯ୍ୟକୁ ପ୍ରତିନିଧିତ୍ୱ କରିଥିଲେ । ଗୁଣାତ୍ମକ ପରମ୍ପରା ଜରିଆରେ ଆଶୀର୍ବାଦ ଅଟ୍ଟା ପବିତ୍ର ରଥ ନିର୍ମାଣ ଏବଂ ପ୍ରତ୍ୟେକ ପ୍ୟାକ୍‌ ଆଶୀର୍ବାଦ ଅଟ୍ଟା ପ୍ରସ୍ତୁତି କ୍ଷେତ୍ରରେ କେନ୍ଦ୍ର ସ୍ଥାନ ନେଉଥିବା ଯନô, ନିଖୁଣତା ଏବଂ ଉତ୍ସର୍ଗୀକୃତ କାର୍ଯ୍ୟକୁ ପାଳନ କରି ‘କ୍ୱାଲିଟି କି ଗ୍ୟାରେଣ୍ଟି’ର ପ୍ରତିଶ୍ରୁତିକୁ ଜୀବନ୍ତ କରି ଗଢିତୋଳିଥିଲା ।
ଏହି ଅନୁଭୂତି ଉକ୍ତ ସ୍ଥାପନାରୁ ଊଦ୍ଧ୍ୱର୍କୁ ଏକ ତ୍ରୁଟିଶୂନ୍ୟ ଡିଜିଟାଲ ନିୟୋଜନତାକୁ ପରିବ୍ୟାପ୍ତ ହୋଇଥିଲା । ଉକ୍ତ ଯାତ୍ରା ଶେଷ କରିବା ପରେ ଭକ୍ତଗଣଙ୍କୁ ହ୍ୱାଟ୍‌ସ୍‌ ଆପ୍‌ ଜରିଆରେ ‘କ୍ୱାଲିଟି କି ଗ୍ୟାରେଣ୍ଟି’ ପ୍ରମାଣପତ୍ର ଏବଂ ରଥ ଯାତ୍ରାର ଅଭିନନ୍ଦନ ପ୍ରଦାନ କରାଯାଇଥିଲା, ଯାହା ସେମାନଙ୍କ ଅଂଶଗ୍ରହଣ ନିମନ୍ତେ ଏକ ବ୍ୟକ୍ତିଗତ ସ୍ମୃତି ସୃଷ୍ଟି କରିଥିଲା । କୃତଜ୍ଞତା ଜ୍ଞାପନ ସ୍ୱରୂପ ଆଶୀର୍ବାଦ ଅଟ୍ଟା ବିଶ୍ୱକର୍ମା ମହାରଣା କାରିଗର ଓ ସେମାନଙ୍କ ପରିବାରବର୍ଗଙ୍କୁ ରଥ ନିର୍ମାଣର ଚିରନ୍ତର ପରମ୍ପରାର ସଂରକ୍ଷଣ କ୍ଷେତ୍ରରେ ସେମାନଙ୍କର ବହୁମୂଲ୍ୟ ଅବଦାନକୁ ସମ୍ମାନ ଜଣାଇ ଏକ ବର୍ଷ ଅଟ୍ଟା ଯୋଗାଇ ଦେଇଥିଲା ।
୮୬୫୦୦ରୁ ଅଧିକ ଭକ୍ତ ରଥ ଯାତ୍ରା ସମୟରେ ଅଂଶଗ୍ରହଣ କରିଥିବାବେଳେ ‘ଗୁଣାତ୍ମକ ପରମ୍ପରା’ ସଫଳତାର ସହିତ ତଲ୍ଲିନକାରୀ କାହାଣୀ କଥନ ଓ ପ୍ରଯୁକ୍ତି ସହିତ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସଫଳତାର ସହିତ ସମ୍ମିଶ୍ରିତ କରାଇଥିଲା ।
ବିଶ୍ୱକର୍ମା ମହାରଣା ସମୁଦାୟଙ୍କ ଦୀର୍ଘସ୍ଥାୟୀ ପରମ୍ପରାକୁ ସମ୍ମାନ ଜଣାଇ ଏବଂ ଭକ୍ତଗଣଙ୍କୁ ରଥ ନିର୍ମାଣ ସମ୍ପର୍କରେ ପ୍ରତ୍ୟକ୍ଷ ଭାବରେ ଅନୁଭୂତି ହାସଲ କରିବାକୁ ସମର୍ଥ କରି ଆଶୀର୍ବାଦ ଅଟ୍ଟା ରଥ ଯାତ୍ରା ସହିତ ଦୀର୍ଘକାଳୀନ ସଂପୃକ୍ତିକୁ ପୁନଃ ସୁଦୃଢ କରିବା ସହିତ ଏହାକୁ ବ୍ରାଣ୍ଡ୍‌ ଭାବରେ ପ୍ରତିଷ୍ଠିତ କରାଉଥିବା ବିଶ୍ୱାସ, ଗୁଣବତ୍ତା ଏବଂ ଯନôକୁ ପୁନଃ ସୁଦୃଢୀକରଣ କରିଥିଲା ।

Previous Post

ଜିନ୍ଦଲ ଷ୍ଟିଲର ପ୍ରତିଷ୍ଠାତା ଶ୍ରୀ ଓ.ପି ଜିନ୍ଦଲଙ୍କ ୯୬ତମ ଜୟନ୍ତୀ ପାଳିତ-ପ୍ଲାଣ୍ଟ ଏବଂ ମାଇନସ୍ ୟୁନିଟ୍ ପକ୍ଷରୁ ଶ୍ରଦ୍ଧାଞ୍ଜଳି

Next Post

କୃଷକ ମୋର୍ଚ୍ଚା ଜିଲ୍ଲା ପଦାଧିକାରୀ ବୈଠକ ଅନୁଷ୍ଠିତ

FNN WEB

FNN WEB

Next Post
କୃଷକ ମୋର୍ଚ୍ଚା ଜିଲ୍ଲା ପଦାଧିକାରୀ ବୈଠକ ଅନୁଷ୍ଠିତ

କୃଷକ ମୋର୍ଚ୍ଚା ଜିଲ୍ଲା ପଦାଧିକାରୀ ବୈଠକ ଅନୁଷ୍ଠିତ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ରବିବାରଠୁ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ, ରାଜ୍ୟବ୍ୟାପୀ ହେବ ତ୍ରିରଙ୍ଗା ରାଲି ଓ ବିଭିନ୍ନ କାର୍ଯ୍ୟକ୍ରମ

ରବିବାରଠୁ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ, ରାଜ୍ୟବ୍ୟାପୀ ହେବ ତ୍ରିରଙ୍ଗା ରାଲି ଓ ବିଭିନ୍ନ କାର୍ଯ୍ୟକ୍ରମ

August 8, 2026
ଲାଗି ରହିବ ଲଘୁଚାପ ବର୍ଷା, ୧୭ ଜିଲ୍ଲାରେ କାଚିବ, ଡରାଇଲାଣି ଆଉ ଏକ ବନ୍ୟା

ଲାଗି ରହିବ ଲଘୁଚାପ ବର୍ଷା, ୧୭ ଜିଲ୍ଲାରେ କାଚିବ, ଡରାଇଲାଣି ଆଉ ଏକ ବନ୍ୟା

August 8, 2026
UPIକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି, ସାଧାରଣ ୟୁଜର୍ସଙ୍କୁ ଦେବାକୁ ପଡ଼ିବନି କୌଣସି ଚାର୍ଜ; ବ୍ୟବସାୟୀଙ୍କ ପାଇଁ ବଦଳିବ ନିୟମ

UPIକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି, ସାଧାରଣ ୟୁଜର୍ସଙ୍କୁ ଦେବାକୁ ପଡ଼ିବନି କୌଣସି ଚାର୍ଜ; ବ୍ୟବସାୟୀଙ୍କ ପାଇଁ ବଦଳିବ ନିୟମ

August 8, 2026
ଚମ୍ବାରେ ଭୟଙ୍କର ଦୁର୍ଘଟଣା; ୧୦୦ ଫୁଟ ତଳକୁ ବସ୍‌ ଖସି ୭ ମୃତ, ୧୦ରୁ ଅଧିକ ଆହତ

ଚମ୍ବାରେ ଭୟଙ୍କର ଦୁର୍ଘଟଣା; ୧୦୦ ଫୁଟ ତଳକୁ ବସ୍‌ ଖସି ୭ ମୃତ, ୧୦ରୁ ଅଧିକ ଆହତ

August 8, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ରବିବାରଠୁ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ, ରାଜ୍ୟବ୍ୟାପୀ ହେବ ତ୍ରିରଙ୍ଗା ରାଲି ଓ ବିଭିନ୍ନ କାର୍ଯ୍ୟକ୍ରମ

ରବିବାରଠୁ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ, ରାଜ୍ୟବ୍ୟାପୀ ହେବ ତ୍ରିରଙ୍ଗା ରାଲି ଓ ବିଭିନ୍ନ କାର୍ଯ୍ୟକ୍ରମ

August 8, 2026
ଲାଗି ରହିବ ଲଘୁଚାପ ବର୍ଷା, ୧୭ ଜିଲ୍ଲାରେ କାଚିବ, ଡରାଇଲାଣି ଆଉ ଏକ ବନ୍ୟା

ଲାଗି ରହିବ ଲଘୁଚାପ ବର୍ଷା, ୧୭ ଜିଲ୍ଲାରେ କାଚିବ, ଡରାଇଲାଣି ଆଉ ଏକ ବନ୍ୟା

August 8, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.