• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

କୁଡ଼ାଲୋଇ (ଏ) ଉତ୍ତର କୋଇଲା ଖଣି ଜମି ଅଧିଗ୍ରହଣ ପ୍ରକ୍ରିୟା,ଗ୍ରାମସଭା ନୋଟିସକୁ ନେଇ ଦ୍ବନ୍ଦ୍ବ, ସ୍ଥଗିତ ରଖିବାକୁ ଦାବି

FNN WEB by FNN WEB
August 16, 2026
in ଓଡ଼ିଶା
0
କୁଡ଼ାଲୋଇ (ଏ) ଉତ୍ତର କୋଇଲା ଖଣି ଜମି ଅଧିଗ୍ରହଣ ପ୍ରକ୍ରିୟା,ଗ୍ରାମସଭା ନୋଟିସକୁ ନେଇ ଦ୍ବନ୍ଦ୍ବ, ସ୍ଥଗିତ ରଖିବାକୁ ଦାବି
0
SHARES
0
VIEWS

ଝାରସୁଗୁଡ଼ା, ୧୬/୮(ଆଶିଷ ରଞ୍ଜନ ଦାଶ)ଝାରସୁଗୁଡ଼ା ଜିଲ୍ଲା ଲଖନପୁର ତହସିଲ ଅନ୍ତର୍ଗତ ବଞ୍ଜାରୀ ଓ କୁଡ଼ାଲୋଇ ମୌଜାରେ କୁଡ଼ାଲୋଇ (ଏ) ଉତ୍ତର କୋଇଲା ଖଣି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶାସନିକ ଚିଠି ଏବଂ ଗ୍ରାମ ପଞ୍ଚାୟତ ଦ୍ବାରା ଜାରି ନୋଟିସ ମଧ୍ୟରେ ଥିବା ତାଳମେଳ ନ ରହୁଥିବା କୁ ନେଇ କ୍ଷତିଗ୍ରସ୍ତ ଜମିମାଲିକ ଓ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି।ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଙ୍କ ପତ୍ର ସଂଖ୍ୟା ୨୦୫/୨୦୨୬ ଏବଂ ଲଖନପୁର ବିଡ଼ିଓ ଙ୍କ ପତ୍ର ସଂଖ୍ୟା ୨୪୧୨/୨୦୨୬ ଅନୁଯାୟୀ,ଆରଏଫସିଟିଏଲଏଆରଆର ଆକ୍ଟ ୨୦୧୩ ର ଧାରା ୧୧(୨) ଅନୁସାରେ ଆସନ୍ତା ୨୦ ଅଗଷ୍ଟ ୨୦୨୬ ସୁଦ୍ଧା ଗ୍ରାମସଭା ଡାକିବାକୁ ନିର୍ଦ୍ଦେଶ ଥିଲା। କିନ୍ତୁ କୁଡ଼ାଲୋଇ ଗ୍ରାମ ପଞ୍ଚାୟତ ନୋଟିସ ନମ୍ବର ୩୮/୨୦୨୬ ଓ ବଞ୍ଜାରୀ ଗ୍ରାମପଞ୍ଚାୟତ ର ନୋଟିସ ନମ୍ବର ୮୧/୨୦୨୬ ଅନୁସାରେ ଅଗଷ୍ଟ ୧୮ ତାରିଖରେ ହେବାକୁ ଥିବା ବୈଠକ ନୋଟିସରେ ଗ୍ରାମସଭା ଶବ୍ଦର ସ୍ପଷ୍ଟ ଉଲ୍ଲେଖ ନାହିଁ। ଦୀର୍ଘ ୧୭ ଦିନ ପରେ ବୈଠକ ରଖାଯିବା ସହ ପୂର୍ବରୁ ଆବଶ୍ୟକୀୟ ଲୋକ ସଚେତନତା କରାନଯିବା ଆଇନଗତ ନିୟମାବଳୀର ଉଲ୍ଲଂଘନ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ବର୍ତ୍ତମାନ ବର୍ଷା ଦିନ ଥିବାରୁ ଚାଷୀ, ଭାଗଚାଷୀ ଓ କୃଷି ଶ୍ରମିକମାନେ ବିଲରେ ତଳି ରୋପଣ ଓ ସୁଆଡ଼ି କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ବୈଠକ କଲେ ଅଧିକାଂଶ ଚାଷୀ ଯୋଗ ଦେଇପାରିବେ ନାହିଁ, ଯାହା ସେମାନଙ୍କ ଗଣତାନ୍ତ୍ରିକ ଆପତ୍ତି ଜଣାଇବାର ଅଧିକାରକୁ କ୍ଷୁଣ୍ଣ କରିବ।​ଏ ଦୁଇ ଗ୍ରାମପଞ୍ଚାୟତ ବାସୀ ଆସନ୍ତା ଅଗଷ୍ଟ ୧୮ ତାରିଖର ନୋଟିସକୁ ତୁରନ୍ତ ବାତିଲ କରାଯାଉ।​ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ସରିବା ପର୍ଯ୍ୟନ୍ତ ଧାରା ୧୧(୧) ଅଧୀନରେ ହେବାକୁ ଥିବା ସମସ୍ତ ଗ୍ରାମସଭା ଓ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଉ।​ଭବିଷ୍ୟତରେ ପ୍ରଭାବିତ ପଡ଼ା କିମ୍ବା ୱାର୍ଡ ସ୍ତରରେ ଯଥେଷ୍ଟ ପ୍ରଚାର ପ୍ରସାର ସହ ନୂତନ ଗ୍ରାମସଭା କରିବା ଦାବି କରିଛନ୍ତି |​ଏହି ସମସ୍ୟା ନେଇ ଆସନ୍ତା ସପ୍ତାହରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଲଖନପୁର ବିଡ଼ିଓ ଓ ଜନପ୍ରତିନିଧିଙ୍କୁ ଦାବୀପତ୍ର ପ୍ରଦାନ କରାଯିବ ବୋଲି କୁଡ଼ାଲୋଇ ଏବଂ ଵଞ୍ଜାରୀ ଗ୍ରାମପଞ୍ଚାୟତ ର ଜନସାଧାରଣ ପ୍ରସ୍ତୁତି ଚଳାଇଛନ୍ତି । ଏ ସମ୍ପର୍କରେ ଲଖନପୁର ବିଡ଼ିଓ ବିନୟ କୁମାର ପଟେଲଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ବି ସେ ଫୋନ୍ ଗ୍ରହଣ କରିନଥିଲେ।

Previous Post

ପ୍ରତ୍ୟୁଷ ଅର୍ଗାନାଇଜେସନ୍ ପକ୍ଷରୁ ୮୦ତମ ସ୍ବାଧୀନତା ଦିବସ ପାଳିତ

FNN WEB

FNN WEB

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
କୁଡ଼ାଲୋଇ (ଏ) ଉତ୍ତର କୋଇଲା ଖଣି ଜମି ଅଧିଗ୍ରହଣ ପ୍ରକ୍ରିୟା,ଗ୍ରାମସଭା ନୋଟିସକୁ ନେଇ ଦ୍ବନ୍ଦ୍ବ, ସ୍ଥଗିତ ରଖିବାକୁ ଦାବି

କୁଡ଼ାଲୋଇ (ଏ) ଉତ୍ତର କୋଇଲା ଖଣି ଜମି ଅଧିଗ୍ରହଣ ପ୍ରକ୍ରିୟା,ଗ୍ରାମସଭା ନୋଟିସକୁ ନେଇ ଦ୍ବନ୍ଦ୍ବ, ସ୍ଥଗିତ ରଖିବାକୁ ଦାବି

August 16, 2026
ପ୍ରତ୍ୟୁଷ ଅର୍ଗାନାଇଜେସନ୍ ପକ୍ଷରୁ ୮୦ତମ ସ୍ବାଧୀନତା ଦିବସ ପାଳିତ

ପ୍ରତ୍ୟୁଷ ଅର୍ଗାନାଇଜେସନ୍ ପକ୍ଷରୁ ୮୦ତମ ସ୍ବାଧୀନତା ଦିବସ ପାଳିତ

August 16, 2026
ଧଉଳି ଚାରୁକଳା ମହାବିଦ୍ୟାଳୟରେ ବିଶିଷ୍ଟ ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନଗୋଙ୍କ ବିୟୋଗରେ ଶୋକ ସଭା

ଧଉଳି ଚାରୁକଳା ମହାବିଦ୍ୟାଳୟରେ ବିଶିଷ୍ଟ ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନଗୋଙ୍କ ବିୟୋଗରେ ଶୋକ ସଭା

August 14, 2026
ପ୍ୟାକ୍ସ ଓ ଲ୍ୟାମ୍ପସ୍ ଅଧିକାରୀଙ୍କ ପାଇଁ OS-CIT ମାଧ୍ୟମରେ IT ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣର ଶୁଭାରମ୍ଭ

ପ୍ୟାକ୍ସ ଓ ଲ୍ୟାମ୍ପସ୍ ଅଧିକାରୀଙ୍କ ପାଇଁ OS-CIT ମାଧ୍ୟମରେ IT ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣର ଶୁଭାରମ୍ଭ

August 14, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

କୁଡ଼ାଲୋଇ (ଏ) ଉତ୍ତର କୋଇଲା ଖଣି ଜମି ଅଧିଗ୍ରହଣ ପ୍ରକ୍ରିୟା,ଗ୍ରାମସଭା ନୋଟିସକୁ ନେଇ ଦ୍ବନ୍ଦ୍ବ, ସ୍ଥଗିତ ରଖିବାକୁ ଦାବି

କୁଡ଼ାଲୋଇ (ଏ) ଉତ୍ତର କୋଇଲା ଖଣି ଜମି ଅଧିଗ୍ରହଣ ପ୍ରକ୍ରିୟା,ଗ୍ରାମସଭା ନୋଟିସକୁ ନେଇ ଦ୍ବନ୍ଦ୍ବ, ସ୍ଥଗିତ ରଖିବାକୁ ଦାବି

August 16, 2026
ପ୍ରତ୍ୟୁଷ ଅର୍ଗାନାଇଜେସନ୍ ପକ୍ଷରୁ ୮୦ତମ ସ୍ବାଧୀନତା ଦିବସ ପାଳିତ

ପ୍ରତ୍ୟୁଷ ଅର୍ଗାନାଇଜେସନ୍ ପକ୍ଷରୁ ୮୦ତମ ସ୍ବାଧୀନତା ଦିବସ ପାଳିତ

August 16, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.