• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

MMDR ସଂଶୋଧନକୁ ନେଇ ଓଡ଼ିଶାରେ ରାଜନୈତିକ ଝଡ଼, ବଢ଼ିଲା ବିରୋଧ

FNN WEB by FNN WEB
August 22, 2026
in ଓଡ଼ିଶା
0
MMDR ସଂଶୋଧନକୁ ନେଇ ଓଡ଼ିଶାରେ ରାଜନୈତିକ ଝଡ଼, ବଢ଼ିଲା ବିରୋଧ
0
SHARES
2
VIEWS

ମାଇନ୍ସ ଆଣ୍ଡ ମିନେରାଲସ୍, ଡେଭେଲପମେଣ୍ଟ ଆଣ୍ଡ ରେଗୁଲେସନ ବା MMDR। ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଝଡ଼। MMDR ସଂଶୋଧନ ବିଲ୍ ୨୦୨୬ ପରେ ଓଡ଼ିଶା ସ୍ବାର୍ଥକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ। କହିଲେ ଲକ୍ଷେ କୋଡିଏ ହଜାର କୋଟି ଟଙ୍କା ରାଜସ୍ବ ହରାଇଲା ରାଜ୍ୟ। କଂଗ୍ରେସ ଆଜି ରାଜ୍ୟପାଳ, ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି MMDR ସଂଶୋଧନ ପ୍ରସଙ୍ଗରେ ବିଧାନସଭା ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ସ୍ମାରକପତ୍ର ଦେଇଛି। ସଂସଦରେ ଏମ୍ଏମ୍ଡିଆର ସଂଶୋଧନ ସମୟରେ ଓଡ଼ିଶାର ବିଜେପି ସାଂସଦମାନେ ଚୁପ୍ ରହିବାକୁ ବିରୋଧ କରି ଆସନ୍ତା ୨୫ ତାରିଖରେ ପ୍ରତି ଜିଲ୍ଲାରେ ପ୍ରତିରୋଧ ଦିବସ ପାଳନ କରିବ।

ସେପଟେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ମଧ୍ୟ ପୂର୍ବରୁ MMDR ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସର୍ବଦଳୀୟ ବୈଠକ ସହ ବିଧାନସଭା ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଦାବି କରିଛନ୍ତି। ଦଳର ଯୁକ୍ତି, ସଂଶୋଧିତ ଆଇନ ଦ୍ବାରା ରାଜ୍ୟ ନିଜର ରାଜସ୍ବ ସ୍ବାଧୀନତା ହରାଇବ। ସେପଟେ ବିରୋଧୀଙ୍କୁ କଡା କାଉଣ୍ଟର କରି ବିଜେପି କହିଛି, ଟ୍ୟାକ୍ସ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ଏହି ଆଇନ ସହାୟକ ହେବ। ଓଡ଼ିଶା ସମେତ ଖଣିଜ ସମ୍ପଦ ପୂର୍ଣ୍ଣ ରାଜ୍ୟ ଲାଭବାନ ହେବେ। ଭୁଲ୍ ତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତି କରିବାକୁ ଉଦ୍ୟମ କରୁଛନ୍ତି ବିରୋଧୀ। ୨୦୧୪ ପୁର୍ବରୁ ଖଣି ଟିକସ ବାବଦରେ ଓଡ଼ିଶା ସରକାର ୫ ହଜାର କୋଟି ପାଉଥିଲେ। କିନ୍ତୁ ୨୦୧୫ ପରେ ଖଣି ନିଲାମ ଓ ଅନ୍ୟ ବାବଦରୁ ୫୦ ହଜାର କୋଟି ରାଜସ୍ୱ ଆକାରରେ ମିଳୁଛି। ଯେଉଁମାନେ ପ୍ରଶ୍ନ ଉଠଇଛନ୍ତି ତାଙ୍କ ଶାସନ ସମୟରେ ସବୁଠୁ ବଡ଼ ଖଣି ଦୁର୍ନୀତି ହୋଇଥିଲା।

ଦେଶରେ ଖଣି କ୍ଷେତ୍ରରେ ନୂଆ ଟିକସ ବ୍ୟବସ୍ଥା ଲାଗୁ ହୋଇଛି। ୧୯୫୭ର ମାଇନ୍ସ ଆଣ୍ଡ ମିନେରାଲ୍ସ ଆକ୍ଟକୁ ୨୦୨୬ରେ ସଂଶୋଧନ କରାଯାଇଛି। ନୂଆ ନିୟମ ଅନୁଯାୟୀ, କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ସର୍ତ୍ତ ବ୍ୟତୀତ ଖଣିଜ ଅଧିକାର କିମ୍ବା ଖଣିଜ ସମ୍ପଦ ଥିବା ସ୍ଥାନ ଉପରେ ରାଜ୍ୟ ସରକାର ନୂଆ ଟିକସ ଲଗାଇ ପାରିବେ ନାହିଁ। ବର୍ତ୍ତମାନ ଖଣି ଉପରେ ରୟାଲଟି, ଅକ୍ସନ୍ ପ୍ରିମିୟମ୍, ଡେଡ୍ ରେଣ୍ଟ୍, ଡିଏମ୍ଏଫ୍, ଜିଏସ୍ଟି ଓ ଟ୍ରାଞ୍ଜିଟ୍ ଫି ସମେତ ପ୍ରାୟ ୧୪ ପ୍ରକାରର ଟିକସ ଓ ଶୁଳ୍କ ରହିଛି। ଅତିରିକ୍ତ ଟିକସ ଯୋଗୁଁ ଦେଶୀୟ ଖଣିଜ ମହଙ୍ଗା ହେଉଥିବାରୁ ଶିଳ୍ପଗୁଡ଼ିକ ବିଦେଶୀ କଞ୍ଚାମାଲ ଉପରେ ନିର୍ଭର କରୁଛନ୍ତି। ୨୦୨୫-୨୬ରେ ଭାରତ ୧୦ ଲକ୍ଷ ୧୨ ହଜାର ୫୨୯ କୋଟି ଟଙ୍କାର ଖଣିଜ ଆମଦାନୀ କରିଛି। ଯାହାକି ଅର୍ଥନୀତିର ଉପରେ ବଡ଼ ପ୍ରଭାବ ବି ପକାଇଛି। ଓଡ଼ିଶାରେ ୭୯ଟି ନିଲାମ ହୋଇଥିବା ବ୍ଲକ୍ ମଧ୍ୟରୁ ୩୫ଟି କାର୍ଯ୍ୟକ୍ଷମ ହୋଇଛି। ୨୦୨୦-୨୧ରୁ ୨୦୨୫-୨୬ ମଧ୍ୟରେ ଅକ୍ସନ୍ ପ୍ରିମିୟମରୁ ପ୍ରାୟ ୮୭ ହଜାର କୋଟି ଟଙ୍କା ଆୟ ହୋଇଛି। ୨୦୦୫ରେ ଓଡ଼ିଶା ରୁରାଲ୍ ଇନଫ୍ରାଷ୍ଟ୍ରକଚର୍ ଆଣ୍ଡ ସୋସିଓ ଇକୋନମିକ୍ ଡେଭଲପମେଣ୍ଟ ବା ORISED ଆଇନ ପ୍ରଣୟନ ପରେ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଓଡ଼ିଶା ହାଇକୋର୍ଟ ଏହାକୁ ରଦ୍ଦ କରିବା ସହ ତତ୍କାଳୀନ ବିଜେଡି ସରକାର ଆଇନଗତ ଲଢେଇରେ ଜିତି ପାରିନଥିଲେ।

ଦେଶରେ GST ଲାଗୁ ହେବା ସମୟରେ ବିରୋଧୀ ଏଭଳି ହଙ୍ଗାମା କରିଥିଲେ। ଟ୍ୟାକ୍ସ ବାବଦରେ ୧୫ ହଜାର କୋଟି ମିଳୁଥିଲା। କିନ୍ତୁ GST ରୁ ୬୧ ହଜାର କୋଟି ମିଳିଲା। ଯାହା ଆକଳନ କରାଯାଉଛି ଏମ୍ଏମ୍ଡିଆର୍ ଆକ୍ଟରେ ସଂଶୋଧନ ସାଧାରଣ ଲୋକଙ୍କ ପାଇଁ ଲାଭଜନକ ବି ହୋଇପାରେ।

Previous Post

ସମୃଦ୍ଧ ଓଡ଼ିଶା ୨୦୩୬ ପାଇଁ ବଡ଼ ପଦକ୍ଷେପ! ୨୭୮୦ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରି

Next Post

ନକଲି ପନିର ବିରୋଧରେ ଆକ୍ସନ, ଏବେ ଖାଲି ପଡ଼ିଛି ଦୋକାନ ବଜାର

FNN WEB

FNN WEB

Next Post
ନକଲି ପନିର ବିରୋଧରେ ଆକ୍ସନ, ଏବେ ଖାଲି ପଡ଼ିଛି ଦୋକାନ ବଜାର

ନକଲି ପନିର ବିରୋଧରେ ଆକ୍ସନ, ଏବେ ଖାଲି ପଡ଼ିଛି ଦୋକାନ ବଜାର

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ନକଲି ପନିର ବିରୋଧରେ ଆକ୍ସନ, ଏବେ ଖାଲି ପଡ଼ିଛି ଦୋକାନ ବଜାର

ନକଲି ପନିର ବିରୋଧରେ ଆକ୍ସନ, ଏବେ ଖାଲି ପଡ଼ିଛି ଦୋକାନ ବଜାର

August 22, 2026
MMDR ସଂଶୋଧନକୁ ନେଇ ଓଡ଼ିଶାରେ ରାଜନୈତିକ ଝଡ଼, ବଢ଼ିଲା ବିରୋଧ

MMDR ସଂଶୋଧନକୁ ନେଇ ଓଡ଼ିଶାରେ ରାଜନୈତିକ ଝଡ଼, ବଢ଼ିଲା ବିରୋଧ

August 22, 2026
ସମୃଦ୍ଧ ଓଡ଼ିଶା ୨୦୩୬ ପାଇଁ ବଡ଼ ପଦକ୍ଷେପ! ୨୭୮୦ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରି

ସମୃଦ୍ଧ ଓଡ଼ିଶା ୨୦୩୬ ପାଇଁ ବଡ଼ ପଦକ୍ଷେପ! ୨୭୮୦ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରି

August 22, 2026
ଓଲା-ଉବେର-ରାପିଡୋ ପାଇଁ କଡ଼ା ନିୟମ! ସେପ୍ଟେମ୍ବର ୧ରୁ ବଦଳିବ ଆପ୍ କ୍ୟାବ୍ ବ୍ୟବସ୍ଥା

ଓଲା-ଉବେର-ରାପିଡୋ ପାଇଁ କଡ଼ା ନିୟମ! ସେପ୍ଟେମ୍ବର ୧ରୁ ବଦଳିବ ଆପ୍ କ୍ୟାବ୍ ବ୍ୟବସ୍ଥା

August 22, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ନକଲି ପନିର ବିରୋଧରେ ଆକ୍ସନ, ଏବେ ଖାଲି ପଡ଼ିଛି ଦୋକାନ ବଜାର

ନକଲି ପନିର ବିରୋଧରେ ଆକ୍ସନ, ଏବେ ଖାଲି ପଡ଼ିଛି ଦୋକାନ ବଜାର

August 22, 2026
MMDR ସଂଶୋଧନକୁ ନେଇ ଓଡ଼ିଶାରେ ରାଜନୈତିକ ଝଡ଼, ବଢ଼ିଲା ବିରୋଧ

MMDR ସଂଶୋଧନକୁ ନେଇ ଓଡ଼ିଶାରେ ରାଜନୈତିକ ଝଡ଼, ବଢ଼ିଲା ବିରୋଧ

August 22, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.