• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ପି. ଏଚ. ଡି. ଏଣ୍ଟରାନ୍ସରେ ମହାଦୁର୍ନୀତି ।

FNN WEB by FNN WEB
August 26, 2026
in ଓଡ଼ିଶା
0
ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ପି. ଏଚ. ଡି. ଏଣ୍ଟରାନ୍ସରେ ମହାଦୁର୍ନୀତି ।
0
SHARES
0
VIEWS

ଭୁବନେଶ୍ଵର ୨୫.୦୮.୨0୨୬୫: ଗତମାସ ୧୪ ତାରିଖରେ ଭୁବନେଶ୍ୱର ନିକଟସ୍ଥ ମଦନପୁର ସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ
ପି. ଏଚ. ଡି . କରିବାପାଇଁ ନାମ ଲେଖାଇବା ପାଇଁ ଏକ ଲିଖିତ ପରୀକ୍ଷା କରାଯାଇଥିଲା ସଧାରଣ ବର୍ଗର ପରୀକ୍ଷାର୍ଥୀ ଏବଂ ପରିଖ୍ୟାର୍ଥିନି ମାନଙ୍କଠାରୁ , ଏନ୍ଟ୍ରାନ୍ସ୍ ବାବଦକୁ ଫି ଟ ୩୫୦୦ ଅର୍ଥ ନିଆଯାଇଥିଲା ୧୪ ଜୁଲାଇ ରେ ଲିଖିତ ପରୀକ୍ଷା କରାଯାଇଥିଲା ଏବଂ ୟୁନିଭରସିଟିର କଣ୍ଟ୍ରୋଲର ଧରଣୀଧର ରଣାଙ୍କ ସୂଚନା ଅନୁଯାୟୀ ଯେଉଁମାନେ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ(୭୦% ସଠିକ୍ ଉତ୍ତର ଦେଇଥିବେ) ହେବେ ସେମାନଙ୍କୁ VIVA VOCE ପାଇଁ ଡକାଯିବ ସେହି ଅନୁସାରେ ପାର୍ଥୀ ଓ ପ୍ରାଥିନି ମାନେ ପ୍ରସ୍ତୁତ ହେଉଥିବା ବେଳେ ହଠାତ ୨୨ ଜୁଲାଇରେ VIVA VOCE ପାଇଁ ଏକ ଇମେଲ ଜରିଆରେ ତରବରିଆ ଭାବେ ଜଣାଇଦିଗଲା ଏବଂ ସମସ୍ତ ପାଖାପାଖି ୧୨୩ ଜଣ ଲିକ୍ଷିତ ପରୀକ୍ଷା ଦେଇଥିବା ପ୍ରାର୍ଥୀ ଏବଂ ପ୍ର।ଥିନୀଙ୍କୁ ଡକାଯାଇଥିଲା। ଯାହାକି ସମସ୍ତ ଓଡ଼ିଶା ବାସୀ ଦେଶର ଅନ୍ୟଞ୍ଚଳରୁ ଭାଗନେଇଥିବା ପ୍ରାଥି ଓ ପ୍ରାଥିନୀ ମାନେ ସନ୍ଧେହ ପ୍ରକଟ କରିଥିଲେ କାରଣ ଏହା ପୂର୍ବପ୍ରତିଶୃତିର ଖିଲାପ ଥିଲା। ପରେ ସମ୍ପୂର୍ଣ୍ଣ ୩୪(ଏକମାସ ତିନିଦିନ) ପରେ ୨୫ ଅଗଷ୍ଟ ୨୦୨୬ ରେ ରେଜଲ୍ଟ ବାହାରିଛି l ଯାହାକି ଆହୁରି ଏକ ବଡ଼ ସନ୍ଦେହକୁ ଦ୍ୱିଗୁଣିତ କରିଛି।
କାମଚଳା ଭାଇସ ଚାନସେଲରନଙ୍କର ଗତ ସପ୍ତାହରେ ତାଙ୍କର ସମୟସିମା ସମାପ୍ତ ହୋଇଯାଇଅଛି । ସୂତ୍ରରୁ ଜାଣିବାକୁ ମିଳୁଛି ଏହି ପି.ଏଚ. ଡି. ଏଣ୍ଟରାନ୍ସରେ ବିଶ୍ୱବିଦ୍ୟାଳୟର ପରୀକ୍ଷା ରକ୍ଷକ ଏବଂ ଭାଇସ ଚାନ୍ସେଲର ଦୁର୍ନୀତି କରି ଅନେକ କ୍ୟାଣ୍ଡିଡେଟଙ୍କୁ ଉତ୍ତୀର୍ଣ୍ଣ କରାଇ ଦେଇଛନ୍ତି । ପରୀକ୍ଷା ରକ୍ଷକଙ୍କର ଇତି ମଧ୍ୟରେ ସମୟ ସୀମା ସରିଯାଉଅଛି ସେ ଏହିସମୟରେ ସେ ଭଲ ଆମଦାନୀ କରିଦେଇଛନ୍ତି ବୋଲି ଜନମାନସରେ ଗୁଞ୍ଜରଣ ହେଉଅଛି। ପରୀକ୍ଷା ରକ୍ଷକ ଜଣକ ପୂର୍ବରୁ ପୁରୀର ସଂସ୍କୃତ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ରକ୍ଷକ ଥିବାବେଳେ ମହାଦୁର୍ନୀତିରେ ସମ୍ପୃକ୍ତି ଥିଲେ ,ସେ ଜଣେ ବୋଟନୀ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର କିନ୍ତୁ ତାଙ୍କର ଦୁର୍ନୀତିର ଜିହ୍ୱ‌।ଲାଳଶା ନିଶା ଏତେ ଲାଗିଯାଇଅଛି ଯେ ସେ ଆଉ ପିଲାଙ୍କୁ ପାଠ ପଢ଼ାଇବା ପାଈଁ ଅନିଚ୍ଛୁକ କଳେବଳେ କୌଶଳରେ ସେ ଏହିଭଳି ଦୀର୍ଘଦିନ ହେବ ଅଛନ୍ତି । ଓଡ଼ିଶା ସଂସ୍କୃତି ବିସେବିଦ୍ୟାଳୟର ଏହି ଦୁର୍ନୀତି ନିଟ ଏବଂ ଝାଡଖଣ୍ଡ ପରୀକ୍ଷା ଦୁର୍ନୀତିକୁ ଟପିଯାଇଅ ଛି ତେଣୁ ତୁରନ୍ତ ଓଡ଼ିଶା ସରକାର ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଇଲେ ଛାତ୍ର ଛାତ୍ରୀ ମାନଙ୍କର ଭବିଷ୍ୟତ ଅନ୍ଧାରକୁ ଠେଲିହୋଇଯିବାରୁ ବଞ୍ଚିଯିବ ନଚେତ୍ ଏହା ଆଉଏକ ଆନ୍ଦୋଳନକୁ ପ୍ରୋତ୍ସାହିତ କରିବ ।

Previous Post

ମହମ୍ମଦ ଙ୍କ ୧୫୦୧ ତମ ଜୟନ୍ତୀ ଉପଲକ୍ଷେ ଜୁଲସା ଶୋଭାଯାତ୍ରା।ଶାନ୍ତି ମୈତ୍ରୀ ଭାଇଚାରାର ବାର୍ତ୍ତା।

FNN WEB

FNN WEB

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ପି. ଏଚ. ଡି. ଏଣ୍ଟରାନ୍ସରେ ମହାଦୁର୍ନୀତି ।

ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ପି. ଏଚ. ଡି. ଏଣ୍ଟରାନ୍ସରେ ମହାଦୁର୍ନୀତି ।

August 26, 2026
ମହମ୍ମଦ ଙ୍କ ୧୫୦୧ ତମ ଜୟନ୍ତୀ ଉପଲକ୍ଷେ ଜୁଲସା ଶୋଭାଯାତ୍ରା।ଶାନ୍ତି ମୈତ୍ରୀ ଭାଇଚାରାର ବାର୍ତ୍ତା।

ମହମ୍ମଦ ଙ୍କ ୧୫୦୧ ତମ ଜୟନ୍ତୀ ଉପଲକ୍ଷେ ଜୁଲସା ଶୋଭାଯାତ୍ରା।ଶାନ୍ତି ମୈତ୍ରୀ ଭାଇଚାରାର ବାର୍ତ୍ତା।

August 26, 2026
ଚୌଦ୍ଵାର-କଟକ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଆୟୋଜିତ ମହାପୁରୁଷ ମହମ୍ମଦଙ୍କ ଜନ୍ମ ଜୟନ୍ତୀ

ଚୌଦ୍ଵାର-କଟକ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଆୟୋଜିତ ମହାପୁରୁଷ ମହମ୍ମଦଙ୍କ ଜନ୍ମ ଜୟନ୍ତୀ

August 26, 2026
ଟଳିଲା ବଡ଼ ବନ୍ୟା ବିପଦ; ହେଲେ ମହାନଦୀରେ ବଢ଼ୁଛି ଜଳସ୍ତର, ୧୬ ଗେଟରେ ହେଉଛି ନିଷ୍କାସନ

ଟଳିଲା ବଡ଼ ବନ୍ୟା ବିପଦ; ହେଲେ ମହାନଦୀରେ ବଢ଼ୁଛି ଜଳସ୍ତର, ୧୬ ଗେଟରେ ହେଉଛି ନିଷ୍କାସନ

August 25, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ପି. ଏଚ. ଡି. ଏଣ୍ଟରାନ୍ସରେ ମହାଦୁର୍ନୀତି ।

ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ପି. ଏଚ. ଡି. ଏଣ୍ଟରାନ୍ସରେ ମହାଦୁର୍ନୀତି ।

August 26, 2026
ମହମ୍ମଦ ଙ୍କ ୧୫୦୧ ତମ ଜୟନ୍ତୀ ଉପଲକ୍ଷେ ଜୁଲସା ଶୋଭାଯାତ୍ରା।ଶାନ୍ତି ମୈତ୍ରୀ ଭାଇଚାରାର ବାର୍ତ୍ତା।

ମହମ୍ମଦ ଙ୍କ ୧୫୦୧ ତମ ଜୟନ୍ତୀ ଉପଲକ୍ଷେ ଜୁଲସା ଶୋଭାଯାତ୍ରା।ଶାନ୍ତି ମୈତ୍ରୀ ଭାଇଚାରାର ବାର୍ତ୍ତା।

August 26, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.