• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରାଜ୍ୟରେ ସନ୍ଧ୍ୟା ୫ସୁଦ୍ଧା ୬୨.୪୬% ମତଦାନ: ଜଗତସିଂହପୁରରେ ସର୍ବାଧିକ, ଭଦ୍ରକରେ ସର୍ବନିମ୍ନ ଭୋଟିଂ

FNN WEB by FNN WEB
June 1, 2024
in ଓଡ଼ିଶା, ମୁଖ୍ୟ ଖବର, ରାଜନୀତି
0
ରାଜ୍ୟରେ ସନ୍ଧ୍ୟା ୫ସୁଦ୍ଧା ୬୨.୪୬% ମତଦାନ: ଜଗତସିଂହପୁରରେ ସର୍ବାଧିକ, ଭଦ୍ରକରେ ସର୍ବନିମ୍ନ ଭୋଟିଂ
0
SHARES
6
VIEWS

ଭୁବଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ମତଦାନ ସମୟ ଶେଷ ହୋଇଛି। କିନ୍ତୁ ମତଦାନ କେନ୍ଦ୍ର ପରିସରରେ ଯେଉଁ ମତଦାତା ଏବେ ବି ଧାଡ଼ିରେ ଅଛନ୍ତି ସେମାନେ ‌ଭୋଟ୍‌ ଦେବେ। ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ ହୋଇଛି। ଏହାରି ମଧ୍ୟରେ ଜଗତସିଂହପୁରରେ ସର୍ବାଧିକ ଓ ଭଦ୍ରକରେ ସର୍ବନିମ୍ନ ଭୋଟିଂ ହୋଇଛି। ସଂପୂର୍ଣ୍ଣ ମତଦାନ ଶେଷ ହେଲା ପରେ ପ୍ରକୃତ ଭୋଟ୍‌ ପ୍ରତିଶତ ଆସିବ।

ରିପୋର୍ଟ ଅନୁସାରେ ବାଲେଶ୍ବରରେ ୬୧.୯୪ ପ୍ରତିଶତ ମତଦାନ ହୋଇଛି। ଭଦ୍ରକରେ ୫୬.୬୮ ପ୍ରତିଶତ, ଜଗତସିଂହପୁରରେ ୬୪.୩୧ ପ୍ରତିଶତ, ଯାଜପୁରରେ ୬୨.୯୨ ପ୍ରତିଶତ, କେନ୍ଦ୍ରାପଡ଼ାରେ ୫୯.୮୯ ପ୍ରତିଶତ, ମୟୂରଭଂଜରେ ୬୩.୯୭ ପ୍ରତିଶତ ମତଦାନ ହୋଇଛି। ସେହିପରି ପୁରୀରେ ୬୭.୩୦ ଓ କଟକରେ ୬୭.୯୬ ପ୍ରତିଶତ ମତଦାନ ହୋଇଛି।

ରାଜ୍ୟରେ ଆଜି ୬ଟି ଲୋକସଭା ଆସନ ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ମତଦାନ ହୋଇଛି। ସାଲେପୁରରେ ୬୬.୮୦, ସାରସକଣାରେ ୬୨.୨୦, ସିମୁଳିଆରେ ୬୨.୩୦, ସୋରୋରେ ୬୨.୨୦, ସୁକିନ୍ଦାରେ ୬୬, ତିର୍ତ୍ତୋଲରେ ୬୪.୫୭, ଉଦଳାରେ ୬୫.୭୨, ନୀଳଗିରିରେ ୬୨.୧୫, ନିମାପଡ଼ାରେ ୬୭.୧୦, ପାରାଦୀରେ ୬୧.୯୦, ପାଟକୁରାରେ ୬୦.୧୪, ରାଇରଂଗପୁରରେ ୬୨.୪୦, ରାଜନଗରରେ ୫୯.୪୭, ରେମୁଣାରେ ୬୧.୯୦, କାକଟପୁରରେ ୬୭.୫୦, କେନ୍ଦ୍ରାପଡ଼ାରେ ୫୮.୬୦, କୋରେଇ ୬୧, ମହାକାଳପଡ଼ାରେ ୬୧, ମାହାଙ୍ଗାରେ ୬୭.୬୦, ମୋରଡ଼ାରେ ୬୩.୧୨, ନିଆଳିରେ ୬୯.୫୦, ଚାନ୍ଦବାଲିରେ ୬୩.୧୫ ପଅତିଶତ ମତଦାନ ହୋଇଛି।

ସେହିପରି ଧାମନଗରରେ ୫୩.୪୦, ଧର୍ମଶାଳାରେ ୬୫.୫୦, ଯାଜପୁରରେ ୬୦, ଜଳେଶ୍ବରରେ ୬୨.୩୫, ଯଶିପୁରରେ ୭୦.୧୧, ବାରିପଦାରେ ୬୧.୬୦, ବସ୍ତାରେ ୬୧.୫୬, ବାସୁଦେବପୁରରେ ୫୬.୫୦, ଭଦ୍ରକରେ ୫୫.୬୦, ଭଣ୍ଡାରିପୋଖରୀରେ ୫୪.୭୦, ଭୋଗରାଇରେ ୬୧.୫୦, ବିଂଝାରପୁରରେ ୬୦, ଆଳିରେ ୬୦.୧୪, ବଡ଼ସାହିରେ ୬୨.୪୫, ବାଲେଶ୍ବରରେ ୬୧.୫୩, ବାଲିକୁଦା-ଏରସମାରେ ୬୫.୦୭, ବାଙ୍ଗିରିପୋଷିରେ ୬୪.୨୦, ବଡ଼ଚଣାରେ ୬୫ ଓ ବରୀରେ ୬୪ ପ୍ରତିଶତ ମତଦାନ ହୋଇଛି।

ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି, ନିର୍ବାଚନ ଘୋଷଣା ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ୨୮୫ ହାର୍ମସ ଜବତ ହୋଇଛି। ୧୪ ହଜାର ୭୬୨ଟି ବନ୍ଧୁକ ଡିପୋଜିଟ କରାଯାଇଛି। ବିଭିନ୍ନ ରାଜନୈତିକ ଦଳ ଠାରୁ ୧୭୫୫ଟି ଅଭିଯୋଗ ଆସିଥିଲା। ୨୦୧୯ରେ ୩୨୭ ଏବଂ ୨୦୨୪ରେ ୧୨୪ଟି ହିଂସା ହୋଇଛି। ମୋଟ ୩୭ ହଜାର ୮୯୮ ବୁଥ କରାଯାଇଥିଲା। ୪୬୮୭ ସକ୍ଷୀ ବୁଥ କରାଯାଇଥିଲା। ୧୯ଟି ବୁଥରେ ମତଦାନ ବର୍ଜନ ହୋଇଛି। ୨ ଲକ୍ଷ ୫୦ ହଜାରରୁ ଅଧିକ ପୋଲିଂ ଅଫିସର ନିଯୁକ୍ତି ହୋଇଛନ୍ତି। ୧୦୬୩ଟି ଅଭିଯୋଗ ଆସିଛି। ୧ ଲକ୍ଷ ୪୭ ହଜାର ପୋଷ୍ଟାଲ ବ୍ୟାଲେଟ ଭୋଟ। ୭୫ % ମତଦାନ ପାଇଁ ଲକ୍ଷ ରଖାଯାଇଥିଲା। ୨୮୦ କୋଟି ଟଙ୍କାର ସିଜର ଜବତ ହୋଇଛି। ୧୫ ହଜାର ୬୦ ଅଭିଯୋଗ ସିଭିଜିଲ ମାଧ୍ୟମରେ ଆସିଥିଲା। ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ମତଦାନ ହାର ଅଧିକ ହୋଇଛି।

Previous Post

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୯ ଛୁଇଁଲା

Next Post

ଆସିଲା ଏକଜିଟ ପୋଲ୍ ଆକଳନ : ଦେଶରେ ପୁଣି ଥରେ ମୋଦୀ ସରକାର

FNN WEB

FNN WEB

Next Post
ଆସିଲା ଏକଜିଟ ପୋଲ୍ ଆକଳନ : ଦେଶରେ ପୁଣି ଥରେ ମୋଦୀ ସରକାର

ଆସିଲା ଏକଜିଟ ପୋଲ୍ ଆକଳନ : ଦେଶରେ ପୁଣି ଥରେ ମୋଦୀ ସରକାର

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.