• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଲକ୍ଷ୍ମୀ ବସରୁ ହଟିଲା ଶଙ୍ଖ ଷ୍ଟିକର

FNN WEB by FNN WEB
June 6, 2024
in ଓଡ଼ିଶା, ମୁଖ୍ୟ ଖବର, ରାଜନୀତି
0
ଲକ୍ଷ୍ମୀ ବସରୁ ହଟିଲା ଶଙ୍ଖ ଷ୍ଟିକର
0
SHARES
2
VIEWS

ମାଲକାନଗିରି: ସରକାର ବଦଳିଲେ। ପୂର୍ବ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ନେଇ ଏବେ ଠାରୁ ଲୋକଙ୍କ ମନରେ ବହୁ ପ୍ରଶ୍ନ ଉଙ୍କି ମାରୁଛି। ଇତି ମଧ୍ୟରେ ଲକ୍ଷ୍ମୀ ବସ ଯୋଜନାରେ ପ୍ରତିଫଳନ ଦେଖିବାକୁ ମିଳିଛି। ଲକ୍ଷ୍ମୀ ବସରୁ ହଟିଲା ଶଙ୍ଖ ଷ୍ଟିକେର। ଲକ୍ଷ୍ମୀ ବସ ଉପରେ ଲାଗିଥିବା ଶଙ୍ଖ ଚିହ୍ନ ଓ ଦୁଇ ମହିଳାଙ୍କ ଦ୍ବାରା ଶଙ୍ଖ ଫୁଙ୍କା ଷ୍ଟିକେରକୁ ମଧ୍ୟ ହଟାଯାଇଛି, ଯାହାକୁ ନେଇ ଦ୍ବନ୍ଦରେ ଅଂଚଳବାସୀ। କମ୍ ପଇସାରେ ଶୀତତାପ ନିୟନ୍ତ୍ରିତ ବସରେ ଲୋକେ କରୁଥିଲେ ଯାତ୍ରା।

ବିଶେଷକରି ମହିଳାମାନେ କମ୍ ଟଂକାରେ ଦୁର୍ଗମ ଅଂଚଳରୁ ସହରକୁ ଆସିପାରୁଥିଲେ। ଏହି ବସ ସେବା ଗାଁକୁ ଯୋଗାଯୋଗର ଏକ ବଡ଼ ମାଧ୍ୟମ ପାଲଟିଥିଲା, ଯାହାକୁ ନେଇ ଲୋକେ ଏବେ ଚିନ୍ତାରେ ପଡିଛନ୍ତି। ସରକାର ବଦଳିବାରୁ ଏହି ଲକ୍ଷ୍ମୀ ବସ ଆଗକୁ ବନ୍ଦ ହେବନି ତ ବୋଲି ଲୋକଙ୍କ ମନରେ ସଂଦେହ ସୃଷ୍ଟି ହେଉଛି। ଯାତ୍ରୀଙ୍କ ପରେ ବସର କର୍ମଚାରୀମାନେ ମଧ୍ୟରେ ଦ୍ବନ୍ଦରେ ପଡିଛନ୍ତି। ବସ ସେବା ବନ୍ଦ ହେଲେ ସେମାନେ ପୁଣି କଣ କରିବେ ବୋଲି ଚିନ୍ତାରେ ପଡିଛନ୍ତି। ବସ ସେବେ ଏକ ପ୍ରକାର କ୍ଷତିରେ ଚାଲୁଥିବାବେଳେ ସରକାର କ୍ଷତି ହେଉଥିବା ନେଇ ସେବା ବନ୍ଦ କରିଦେଲେ କର୍ମଚାରୀ ସମତେ ଯାତ୍ରୀ ହନ୍ତସନ୍ତ ହେବେ ବୋଲି କୁହାଯାଇଛି।

ଜିଲ୍ଲାର ସମସ୍ତ ଲକ୍ଷ୍ମୀ ବସରେ ଲାଗିଥିବା ଶଙ୍ଖ ଚିହ୍ନ ଓ ମହିଳାଙ୍କ ଶଙ୍ଖ ଫୁଙ୍କା ଷ୍ଟିକେରକୁ କାଢି ଦେବା ପରେ ଏହି ସଂଦେହ ଉପୁଜିଛି। ଲକ୍ଷ୍ମୀ ବସର ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଏନେଇ ପଚାରିବାରୁ ସେମାନେ ଚିନ୍ତାରେ ଥିବା କହିଥିଲେ। ଲକ୍ଷ୍ମୀ ବସ ସେବା ଆରମ୍ଭ ହେବା ପରେ ସେମାନେ ଏକ ପ୍ରକାର ପରିବାର ପ୍ରତିପୋଷଣ ନେଇ ଚିନ୍ତାମୁକ୍ତ ଥିଲେ।କିନ୍ତୁ ଏହି ସେବା ଯଦି ନୂଆ ସରକାର ବନ୍ଦ କରନ୍ତି ତେବେ ଆମେ କଣ କରିବୁ ବୋଲି କ୍ଷୋଭର ପ୍ରକାଶ କରିଥିଲେ। ସେହିପରି ଆହାର କେନ୍ଦ୍ରକୁ ନେଇ ମଧ୍ୟ ଲୋକେ ଦ୍ବନ୍ଦରେ ପଡିଛନ୍ତି।ମାତ୍ର ୫ ଟଂକାରେ ପେଟପୁରା ଖାଦ୍ୟ ମିଳୁଥିବାରୁ ସରକାର ବଦଳିବା ପରେ ଏହା ମଧ୍ୟ ବନ୍ଦ ହେବନି ତ ବୋଲି ପ୍ରଶ୍ନ ଉଠିଛି। ବିଶେଷ କରି ଗରିବ ଲୋକେ ପ୍ରଭାବିତ ହେବେ।କେବଳ ଗରିବ ନୁହେଁ ସମସ୍ତ ବର୍ଗର ଲୋକେ ଏହି ଆହାର କେନ୍ଦ୍ରରେ ମାତ୍ର ୫ ଟଂକା ଦେଇ ଖାଧ୍ୟ ଖାଉଥିଲେ।ଦୁରଦୁରାନ୍ତରକୁ ଯାଉଥିବା ଯାତ୍ରୀ ମଧ୍ୟ ବସଷ୍ଟାଣ୍ଡରେ ଥିବା ଏହି ଆହାର କେନ୍ଦ୍ର ଉପରେ ନିର୍ଭର କରୁଥିଲେ।

କେବଳ ଲୋକମାନେ ହିଁ ହଇରାଣ ହେବେ ନାହିଁ, ବରଂ ଆହାର କେନ୍ଦ୍ରକୁ ଚଲାଉଥିବା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାମାନେ ମଧ୍ୟ ହଇରାଣ ହେବେ। ଆହାର କେନ୍ଦ୍ର ଚଲାଇ ମାସିକ କିଛି ପଇସା ରୋଜଗାର ହେଉଥିବା ବେଳେ ଏହା ବନ୍ଦ ହେଲେ ଏହି କେନ୍ଦ୍ର ଚଲାଉଥିବା ମହିଳାଙ୍କ ପରିବାରରେ ପୁଣି ସମସ୍ୟା ଦେଖା ଦେବ ବୋଲି ଆଲୋଚନା ଜୋର ଧରିଛି। ତେବେ ଆହାର କେନ୍ଦ୍ରକୁ ଚଲାଉଥିବା ଏସଏଚଜି ସଦସ୍ୟାମାନେ କ୍ଷୋଭର ସହ ପ୍ରକାଶ କରିଥିଲେ ଯେ ସରକାର ହଜାର ହଜାର ଲୋକଙ୍କ ପେଟ ମାରିବେ, ଯଦି ଏହାକୁ ବନ୍ଦ କରିବେ।ତେଣୁ ସରକାର ଏହା ବନ୍ଦ କରିବା ପୂର୍ବରୁ ବହୁ ଥର ଚିନ୍ତା କରନ୍ତୁ ବୋଲି ସଦସ୍ୟାମାନେ ଅନୁରୋଧ କରିଛନ୍ତି।

Previous Post

ବିଜୟୀ ପ୍ରାର୍ଥୀ ନିଜ ଅଞ୍ଚଳବାସୀଙ୍କ ସହ ରହି କାମ କରନ୍ତୁ: ବିଜେଡି ସଭାପତି

Next Post

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଇସ୍ତଫା ଦେଲେ ସୁରେଶ ମହାପାତ୍ର ଓ ଆର. ବାଲକ୍ରିଷ୍ଣନ୍‌

FNN WEB

FNN WEB

Next Post
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଇସ୍ତଫା ଦେଲେ ସୁରେଶ ମହାପାତ୍ର ଓ ଆର. ବାଲକ୍ରିଷ୍ଣନ୍‌

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଇସ୍ତଫା ଦେଲେ ସୁରେଶ ମହାପାତ୍ର ଓ ଆର. ବାଲକ୍ରିଷ୍ଣନ୍‌

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.