• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ପୁରୀ ରଥଯାତ୍ରା ପାଇଁ ମୋହନ ସରକାରଙ୍କ ବ୍ୟାପକ ବ୍ୟବସ୍ଥା

FNN WEB by FNN WEB
July 2, 2024
in ଓଡ଼ିଶା, ମୁଖ୍ୟ ଖବର
0
ପୁରୀ ରଥଯାତ୍ରା ପାଇଁ ମୋହନ ସରକାରଙ୍କ ବ୍ୟାପକ ବ୍ୟବସ୍ଥା
0
SHARES
4
VIEWS

ପୁରୀ: ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ଆକ୍ସନ ପ୍ଲାନ । ପୁରୀ ମୁଖ୍ୟ ଚିକିତ୍ସାଳୟରେ ୧୦୦ ହିଟ୍ ଷ୍ଟ୍ରୋକ ୟୁନିଟ ପାଇଁ ବ୍ୟବସ୍ଥା । ସରକାରୀ ଓ ସେବା ମନୋଭାବ ନେଇ ଆସୁଥିବା ଅତିରିକ୍ତ ୧୭୯ ଡାକ୍ତରଙ୍କୁ ଦାୟିତ୍ଵ । ୨ ଅତ୍ୟାଧୁନିକ ଏଏଲଏସ ଆମ୍ବୁଲାନ୍ସ ସହିତ ମହଜୁଦ ରହିବ ସରକାରଙ୍କ ତରଫରୁ ୩୦ ଆମ୍ବୁଲାନ୍ସ ଓ ଏନଜିଓ ଯୋଗାଇ ଦେବେ ଅନ୍ୟ ୩୦ ଗୋଟି ଆମ୍ବୁଲାନ୍ସ । ସରକାରଙ୍କ ପକ୍ଷରୁ ୩୫ ଟି ପ୍ରାଥମିକ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତ ରହିବା ସହିତ ଏନଜିଓ ତରଫରୁ ୨୫ଟି ପ୍ରାଥମିକ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତ ରହିବ ।ସେଇଭଳି ୭ଟି ଫୁଡ୍ ସେଫଟି ଯାଞ୍ଚ ଟିମ୍ ପୁରୀରେ ମହଜୁଦ ରହିବେ । ୨୦୦ ୟୁନିଟ ରକ୍ତ , ରକ୍ତ ଭଣ୍ଡାରରେ ମହଜୁଦ ରହିବ । ୪୨ଟି ଅତିରିକ୍ତ ପାଣି ଟାଙ୍କି ମହଜୁଦ ରହିବା ସହ ୨୦ ଲକ୍ଷ ପାଣି ବୋତଲ ଭକ୍ତଙ୍କୁ ବଣ୍ଟନ ପାଇଁ ରଖାଯାଇଛି । ବିଭିନ୍ନ ସ୍ଥାନରେ ଥିବା ୧୬୫ ଡ୍ରିଙ୍କ ଫ୍ରମ୍ ଟ୍ୟାପକୁ ଫର୍ମେସନ କରିବା ପାଇଁ ନିଆଯାଇଛି ନିଷ୍ପତ୍ତି । ଭିଡକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ଜଳ ସିଞ୍ଚନ ପାଇଁ ୩୦ଟି ହ୍ୟାଣ୍ଡ ସ୍ପ୍ରେ ୟୁନିଟ ମହଜୁଦ ।

ସେଇଭଳି ବଡଦାଣ୍ଡରେ କୌଣସି ଚାର୍ଜ ଲିକ୍ ନହେବା ପାଇଁ ଟିପିସିଓଡିଏଲ ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ହସ୍ପିଟାଲ , ରଥ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆଡ଼ିସନାଲ ଲୋଡ୍ ଯୋଗାଇବାକୁ ଟିପିସିଓଡିଏଲ ପ୍ରସ୍ତୁତି କରାଯାଇଛି । ସେହିଭଳି ବିଭିନ୍ନ ବ୍ଲକରୁ ସ୍ବତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି । ଆରଟିଓ ପକ୍ଷରୁ ୭ଟି ଇଣ୍ଟର୍ସେପ୍ଟର ମହଜୁଦ ରଖାଯାଇଛି । ୧୮ ଟି ପାର୍କିଂ ପ୍ଲେସକୁ ଚିହ୍ନଟ କରାଯାଇଛି। ରେଳ ବିଭାଗ ପକ୍ଷରୁ ୩୧୫ ସ୍ବତନ୍ତ୍ର ଟ୍ରେନ, ୩୫ଟି ଟିକେଟ କାଉଣ୍ଟର ଓ ୫ଟି ସୂଚନା କାଉଣ୍ଟର ବ୍ୟବସ୍ଥା କରାଯାଇଛି । ଚଳିତ ଥର ଅତ୍ୟାଧୁନିକ ଡ୍ରୋନ୍ ମାଧ୍ୟମରେ ଭିଡ ନିୟନ୍ତ୍ରଣ ଉପରେ ନଜର ରହିବ । ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମର ଫଙ୍କସନ ରହିବ । ଆଇଆଣ୍ଡପିଆର୍ ତରଫରୁ ୧୩ ଟି ସୂଚନା କେନ୍ଦ୍ର ବ୍ୟବସ୍ଥା କରାଯାଇଛି । ଟୁରିଯିମ୍ ବିଭାଗ ପକ୍ଷରୁ ୬ଟି ସୂଚନା କେନ୍ଦ୍ର ମଧ୍ୟ ଉପଲବ୍ଧ ରହିବ । ଯେହେତୁ ବେଳାଭୂମିରେ ମଧ୍ୟ ଭିଡ ପରିଲକ୍ଷିତ ହୋଇପାରେ ତେଣୁ ୪୦୦ ଅତିରିକ୍ତ ଲାଇଫ ଗାର୍ଡ ମହଜୁଦ ରହିବେ । ସେହିଭଳି ଫାୟର ସେଫ୍ଟି ପାଇଁ ଜଳ ସିଞ୍ଚନ ବ୍ୟବସ୍ଥା କରାଯିବ ।

Previous Post

ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Next Post

୧୩୦ ଟପିଲା ସତ୍‌ସଙ୍ଗ ଦଳାଚକଟା ମୃତ୍ୟୁ ସଂଖ୍ୟା

FNN WEB

FNN WEB

Next Post
୧୩୦ ଟପିଲା ସତ୍‌ସଙ୍ଗ ଦଳାଚକଟା ମୃତ୍ୟୁ ସଂଖ୍ୟା

୧୩୦ ଟପିଲା ସତ୍‌ସଙ୍ଗ ଦଳାଚକଟା ମୃତ୍ୟୁ ସଂଖ୍ୟା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.