• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

୮୦ କେଜି ସୁନା ଓ କ୍ବିଣ୍ଟାଲରୁ ଅଧିକ ରୂପା ଜବତ, ମୁମ୍ବାଇରୁ ଆସିଥିଲା ଭୁବନେଶ୍ବର

FNN WEB by FNN WEB
August 26, 2024
in ଓଡ଼ିଶା, ମୁଖ୍ୟ ଖବର
0
୮୦ କେଜି ସୁନା ଓ କ୍ବିଣ୍ଟାଲରୁ ଅଧିକ ରୂପା ଜବତ, ମୁମ୍ବାଇରୁ ଆସିଥିଲା ଭୁବନେଶ୍ବର
0
SHARES
2
VIEWS

ଭୁବନେଶ୍ବର: ଭୁବନେଶ୍ବର ବିଜୁ ପଟ୍ଟନାୟକ ଇଣ୍ଟର ନ୍ୟାସନାଲ ବିମାନ ବନ୍ଦର ସୁନା ଚୋରା ଚାଲାଣର ଗୁଡ଼ ଓ୍ବେ ପାଲଟିଛି କି ? ବିଭିନ୍ନ ସମୟରେ ବିମାନ ବନ୍ଦରରୁ ଚୋରା ଚାଲାଣ ବେଳେ ସୁନା ଓ ଅନ୍ୟ ମୂଲ୍ୟବାନ ଦ୍ରବ୍ୟ ଜବତ ହେଇଛି । ହେଲେ ଆଜି ଯେଉଁ ପରିମାଣରେ ସୁନା ଓ ରୂପା ଜବତ ହୋଇଛି ତାହା ବହୁ ପ୍ରଶ୍ନ ଛିଡା କରିଛି । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ମୁମ୍ବାଇରୁ ଭୁବନେଶ୍ବର ଆସିଥିବା ୮୦ କେଜି ସୁନା ଓ ରୂପା ଜବତ କରାଯାଇଛି । ସିଟି ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଏହି ସୁନା ଓ ରୂପା ଜବତ କରାଯାଇଛି । ଦୁଇଟି ଏଟିଏମ ଟଙ୍କା ଡିପୋଜିଟ୍ କଣ୍ଟେନର ମଧ୍ୟ ଜବତ କରିଛି ସିଟି ଜିଏସଟି ।

ଜବତ ସୁନା ଓ ରୂପାର ଆନୁମାନିକ ମୂଲ୍ୟ ୩୦ କୋଟି ହେବ ବୋଲି ଜଣାପଡିଛି । ଭୁବନେଶ୍ୱର ଏୟାରପୋର୍ଟରୁ ଏତେ ପରିମାଣର ସୁନା ମିଳିଛି । ଓଡ଼ିଶାର ବିଭିନ୍ନ ସୁନା ଦୋକାନକୁ ଏହା ଯାଇଥାନ୍ତା । ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଜିଏସଟି, ଇନଭଏସ, ଟ୍ୟାକ୍ସ ସହ ଓଜନ ଖାପ ଖାଉଛି କି ନାହିଁ ତା’ର ଯାଞ୍ଚ ଚାଲିଛି । ତେବେ ଏହି ସୁନା ସଠିକ ଉପାୟରେ ବିଭିନ୍ନ ସୁନା ଦୋକାନୀଙ୍କ ଅର୍ଡର ଅନୁସାରେ ଆସିଛି କି ଚୋରା ଚାଲାଣ ହେଉଥିଲା ତାହାର ଯାଞ୍ଚ ଚାଲିଛି । ତେବେ ଏହା ଚୋରାଚାଲାଣ ବୋଲି ସନ୍ଦେହ କରାଯାଉଛି । କାରଣ ସୁନା ନେବାରେ ଏଟିଏମ୍ ଟଙ୍କା ଡିପୋଜିଟ୍ କଣ୍ଟେନର ବ୍ୟବହାର କରାଯିବା ଅନେକ ପ୍ରଶ୍ନ ଛିଡ଼ା କରିଛି ।

ଯଦି ଏହା ଚୋରାଚାଲାଣ ହେଉଥିବ ତେବେ ଓଡ଼ିଶାରେ ଏତେ ପରିମାଣରେ ଚୋରାରେ ସୁନା, ରୂପା ଚାଲାଣ ବେଳେ ଧରାପଡିବା ହୁଏତ ପ୍ରଥମ ଘଟଣା ହୋଇପାରେ । ଆଉ ଭୁବନେଶ୍ବର ବିମାନବନ୍ଦର ଦେଇ ଏହାକୁ ଅଣାଯିବା ମଧ୍ୟ ଚିନ୍ତାର କାରଣ ପାଲଟିଛି । କାରଣ ହାଇ ସିକ୍ୟୁରିଟ ଜୋନରେ ବିମାନ ବନ୍ଦର ଆସୁଥିବା ବେଳେ, ତନ ତନ ହୋଇ ଯାଞ୍ଚ ହେଉଥିଲେ ବି ଏତେ ପରିମାଣର ସୁନା ଓ ରୂପା ମୁମ୍ବାଇରୁ ଆସି ଭୁବନେଶ୍ବରରେ ଲ୍ୟାଣ୍ଡ କରିବା ଯାଞ୍ଚ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛି ।

Previous Post

ଆଗାମୀ ପାଞ୍ଚ ବର୍ଷରେ ପ୍ରତି ବ୍ଲକରେ ଶୀତଳଭଣ୍ଡାର କରିବାକୁ ଲକ୍ଷ୍ୟ ରଖାଯାଇଛି: ମୁଖ୍ୟମନ୍ତ୍ରୀ

Next Post

ଶୂନଶାନ ମକୁନ୍ଦପ୍ରସାଦ: ପଇଁତାରା ମାରୁଛି ପୋଲିସ, ଘରେ ପଡିଛି ତାଟି କବାଟ

FNN WEB

FNN WEB

Next Post
ଶୂନଶାନ ମକୁନ୍ଦପ୍ରସାଦ: ପଇଁତାରା ମାରୁଛି ପୋଲିସ, ଘରେ ପଡିଛି ତାଟି କବାଟ

ଶୂନଶାନ ମକୁନ୍ଦପ୍ରସାଦ: ପଇଁତାରା ମାରୁଛି ପୋଲିସ, ଘରେ ପଡିଛି ତାଟି କବାଟ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ତାମିଲନାଡ଼ୁ ଅଘଟଣ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

June 22, 2026
ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

June 22, 2026
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

June 22, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ତାମିଲନାଡ଼ୁ ଅଘଟଣ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

June 22, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.