• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରାଜା ବଜାର ଶ୍ୱେତମୁଖା ଗଣେଶ ପୂଜା

FNN WEB by FNN WEB
September 14, 2024
in ଓଡ଼ିଶା, ମୁଖ୍ୟ ଖବର
0
ରାଜା ବଜାର ଶ୍ୱେତମୁଖା ଗଣେଶ ପୂଜା
0
SHARES
6
VIEWS

ଜଟଣୀ: ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ଆନନ୍ଦ ଉଲ୍ଲାସର ସହିତ ଚଳଚଂଚଳ ହୋଇ ସାରା ସହରର କୋଣ ଅନୁକୋଣରେ ଏହା ୧୧ ଦିନ ଧରି ପାଳିତ ହୋଇଥାଏ । ୧୯ ଗୋଟି ବଜାର କମିଟି ସହ ୪୦ରୁ ଉର୍ଦ୍ଧ କ୍ଲବରେ ବହୁ ଆଡମ୍ବରରେ ତୋରଣ ସହ ଲାଇଟ ଆଲୋକରେ ସାରା ଜଟଣୀ ସହର ଝଲସି ଉଠୁଛି । ସେଥିମଧ୍ୟରୁ ରାଜା ବଜାର ଶ୍ୱେତ ମୁଖା କାଦୁଆ ଗଣେଶ ଅନ୍ୟତମ ପ୍ରମୁର୍ଖ ଆକର୍ଷଣ କେଦ୍ରବିନ୍ଦୁ ଦେଖିବାକୁ ମିଳେ । ବିନା ରାସାୟନିକ ପଦାର୍ଥ ଓ କପଡା, ସୁତୁଳି ଏବଂ ଝୋଟ ଇତ୍ୟାଦିକୁ ନେଇ ଆମ ଓଡ଼ିଆ ଶିଳ୍ପୀ ଦ୍ୱାରା ଗଣେଶ ମଣ୍ଡପରେ ମୂର୍ତ୍ତି ନିର୍ମାଣ କରନ୍ତି, ଯାହା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ବିଭିନ୍ନ ପୂଜାମଣ୍ଡପର ପୂଜାର ପରମ୍ପରା ପଛରେ ଏକ ଐକିହ୍ୟ ରହିଛି। ଲୋକଙ୍କ କହିବା କଥା ରାଜା ବଜାର ଧବଳ ମୁଖ ଗଜାନନଙ୍କୁ ଦର୍ଶନ କଲେ, ସନ୍ତାନ ପ୍ରାପ୍ତି ହୋଇଥାଏ । ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜା ଆରମ୍ଭ ଠାରୁ ୧୦୮ ଆଳତୀ ସମୟରେ ବର୍ଷା ହେବାର ଲକ୍ଷଣ ଦେଖାଯାଏ ।

ଏହି ସ୍ଥାନଟି ରାଜା କଚେରୀ ଅଞ୍ଚଳରେ ରହୁଥିବା ଯୋଗୁ ଏହାକୁ ରାଜା ବଜାର କୁହାଯାଏ । ଚଳିତ ବର୍ଷ ପ୍ରବେଶ ତୋରଣ ସହ ଲାଇଟର ରାମ ମନ୍ଦିର ଢାଞ୍ଚାରେ ହୋଇଛି । ତତ୍ ସଂଗେ ପ୍ରବେଶ ତୋରଣର ସମୁଖ ଭାଗରେ ଏକ ଘଣ୍ଟାଘର ଗେଟ ଯାହାକି ୬୦ ଫୁଟ ଉଚ୍ଚତା ଏବଂ ୪୦ ଫୁଟ ଓସାର ପ୍ରସସ୍ଥ ସହ ଏହିପରି୭ଗୋଟି ତୋରଣ ବଜାରର ପ୍ରବେଶ ପଥରେ ହୋଇଛି । ବିଭିନ୍ନ ପ୍ରକାର ଯାନ୍ତ୍ରିକ ଜୀବଜନ୍ତୁ, ଠାକୁର, ଖେଳନା ପ୍ରଭୁତି ଲାଇଟ ସହ ବିଭିନ୍ନ ସ୍ଥାନରେ ରହିଛନ୍ତି । କିଛି ବର୍ଷ ହେଲା ପ୍ରତିଦିନ ମଧ୍ୟାହ୍ନରେ ଶ୍ରଦ୍ଧାଳମାନଙ୍କ ପାଇଁ ଶଙ୍କୁଡ଼ି ଭୋଗ ହୋଇଥାଏରାଜା ବଜାର ପୂଜା କମିଟିର ସଭାପତି ଶ୍ରୀ ଶରତ କୁମାର ସାହୁ ଏବଂ ସମ୍ପାଦକ ଶ୍ରୀକାନ୍ତ ପ୍ରଧାନଙ୍କ କହିବାନୁଯାୟୀ ରାଜା ବଜାର ଗଣେଶ ପୂଜା ଦୀର୍ଘ ୧୯୩୭ ମସିହା ଠାରୁ ଆରମ୍ଭ ହୋଇଥିଲା। ସ୍ବର୍ଗତ ଦୀନବନ୍ଧୁ ସାହୁ ଏବଂ ତାଙ୍କର କିଛି ସହଯୋଗୀ ବନ୍ଧୁଙ୍କ ମାଧ୍ୟମରେ ପୂଜା ଆରମ୍ଭ କରିଥିଲେ। ଶୁଣିବାକୁ ମିଳେ ପୂଜା ଆରମ୍ଭ ହେବାପରଠାରୁ ଏଠାରେ ବର୍ଷା ହେବାର ଏକ ଅଲୌକିକ ନଜୀର ରହିଛି । ଏଣୁ ପୂଜା ଆରମ୍ଭ ହେବା ପରେ ବର୍ଷା ଯୋଗୁଁ କାଦୁଅରେ ରାସ୍ତାଘାଟ ପଚପଚ ହୋଉଥିବାରୁ, ଏହାକୁ କାଦୁଅ ଗଣେଶ ବୋଲି ଲୋକେ କହନ୍ତି । ନିଃସନ୍ତାନ ମହିଳାମାନେ ସନ୍ତାନ ପ୍ରାପ୍ତି ପାଇଁ ମାନସିକ ରଖି ଏହି କାଦୁଅ ଧବଳ ମୁଖ ଗଜାନନଙ୍କୁ ଦର୍ଶନ କଲେ ସନ୍ତାନ ପ୍ରାପ୍ତି ହେବା ବିଶ୍ୱାସ ରହିଛି । ଦୈନିକ ସନ୍ଧ୍ୟାରେ ପ୍ରତ୍ୟେକ ଦୋକାନ କୁ ଦୋକାନ ବୁଲି ବୁଲି ଶୁଖିଲା ଭୋଗ ବଣ୍ଟନ ହୋଇଥାଏ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ କିଛି ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ ଯାହାକୁ କଣ୍ଠଶିଳ୍ପୀ ଶ୍ରୀ ବିଶ୍ୱନାଥ ପଟ୍ଟନାୟକ ପରିଚାଳନା କରନ୍ତି । ପୂର୍ଣ୍ଣିମା ତିଥିରେ ଗଜାନନ ମହାପ୍ରଭୁଙ୍କ ବିଷର୍ଜନ ବହୁ ଆଡମ୍ବରରେ ପାରମ୍ପରିକ ବାଜା, ନାଚ ଗୀତ ସହ ଲାଇଟ ପରିବେଷଣ କରାଯାଇଥାଏ ।

Previous Post

ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା

Next Post

ଜଟଣୀ ମଣ୍ଡଳସ୍ତରୀୟ କୁଇଜ୍ ପ୍ରତିଯୋଗିତା

FNN WEB

FNN WEB

Next Post
ଜଟଣୀ ମଣ୍ଡଳସ୍ତରୀୟ କୁଇଜ୍ ପ୍ରତିଯୋଗିତା

ଜଟଣୀ ମଣ୍ଡଳସ୍ତରୀୟ କୁଇଜ୍ ପ୍ରତିଯୋଗିତା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.