• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବାଂଲାଦେଶୀ ମାଛଧରା ବୋଟ ଅଟକ ଘଟଣା

FNN WEB by FNN WEB
December 25, 2024
in ଓଡ଼ିଶା
0
ବାଂଲାଦେଶୀ ମାଛଧରା ବୋଟ ଅଟକ ଘଟଣା
0
SHARES
1
VIEWS

୧୩ ଦିନ ପରେ ମଧ୍ୟ ବୋଟ ଓ ୭୮ ମତ୍ସ୍ୟଜୀବୀ ପାରାଦୀପରେ ଅଛନ୍ତି
ପାରାଦୀପ: ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ)ଚଳିତ ମାସ ଗତ ୯ ତାରିଖରେ ଭାରତୀୟ ସମୁଦ୍ର ସୀମା ମଧ୍ୟରେ ଫିଶିଂ କରୁଥିବା ଦୁଇଟି ବାଂଲାଦେଶ ମାଛଧରା ବୋଟ ଧରି ପାରାଦୀପ ଆଣିଥିଲେ।ସେଥିରେ ୭୮ ଜଣ ମତ୍ସ୍ୟଜୀବୀ ଅଛନ୍ତି।ଏହାମଧ୍ୟରେ ୧୬ ଦିନ ବିତି ଯାଇଥିଲେ ମଧ୍ୟ ଦୁଇ ମାଛଧରା ବୋଟ ପାରାଦୀପ ଛାଡି ନାହାଁନ୍ତି।ସେଥିରେ ୭୮ ଜଣ ଅଛନ୍ତି।ତାଙ୍କୁ କୋଷ୍ଟଗାର୍ଡ ଜଗି ରହିଛି।ଭାରତ ସରକାରଙ୍କ ପକ୍ଷରୁ କ୍ଲିୟରାନ୍ସ ମିଳି ନ ଥିବାରୁ ବୋଟ ଛଡାଯାଇନାହିଁ ବୋଲି କୁହାଯାଇଛି।କିନ୍ତୁ କୋଷ୍ଟଗାର୍ଡ ମୁଖ୍ୟାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।ସେମାନେ ସେମିତି ବୋଟ ମଧ୍ୟରେ ରହିଛନ୍ତି।ବୋଟ ମଧ୍ୟରେ ୧୬୦ ଟନ୍ ମାଛ ମଧ୍ୟ ରହିଛି।ସୂଚନାଯୋଗ୍ୟ ଗତ ୯ ତାରିଖରେ କୋଷ୍ଟଗାର୍ଡ ପାଟ୍ରୋଲିଂ ଜାହାଜ ଅମୋଘ ଦୁଇ ବୋଟକୁ ଠାବ କରି ପାରାଦୀପ ଆଣିଥିଲେ।ଏବଂ ୧୦ ତାରିଖରେ ବାଂଲାଦେଶ ବୋଟ ଜବତ ଘଟଣା ଉପରେ ସବିଶେଷ ସୂଚନା ଦେଇଥିଲେ।୧୧ ତାରିଖରେ ୭୮ ବାଂଲାଦେଶୀ ମାନଙ୍କୁ ଆଣି ପାରାଦୀପ ଆଦର୍ଶଥାନାରେ ଜିମା ଦିଆଯାଇଥିଲା।ପୋଲିସ କୋର୍ଟ ଚାଲାଣ କରିବା ପୂର୍ବରୁ ସରକାର ସେମାନଙ୍କୁ ଛାଡିବେ ବୋଲି ବାର୍ତ୍ତା ଆସିଥିଲା।ପୁଣି କୋଷ୍ଟଗାର୍ଡ ବାଂଲାଦେଶୀ ଧୀବରଙ୍କୁ ନେଇ ବୋଟ ମଧ୍ୟରେ ଛାଡିଥିଲେ।ସେତେବେଳେ କୁହାଗଲା ବାଂଲାଦେଶ ଆମର କେତେକ ମତ୍ସ୍ୟଜୀବୀଙ୍କୁ ଛାଡିବେ ଏବଂ ଭାରତ ସରକାର ଏହି ୭୮ ଜଣଙ୍କୁ ଛାଡିବେ।ଏହାମଧ୍ୟରେ ୧୩ ଦିନ ବିତି ଯାଇଥିଲେ ହେଁ ସରକାରୀ କ୍ଲିୟରାନ୍ସ ମିଳିନାହିଁ।ସମ୍ପ୍ରତି ଭାରତ ଓ ବାଂଲାଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ତିକ୍ତତା ମଧ୍ୟରେ ଥିବା ଜଣାଯାଏ।ସରକାର ବାଂଲାଦେଶ ପୂର୍ବତନ ରାଷ୍ଟ୍ରପତି ଶେଖ ହାସିନାଙ୍କୁ ରାଜନୈତିକ ଶରଣ ଦେବା ଯୋଗୁଁ ସେଠାରେ ହିନ୍ଦୁ ସଂଖ୍ୟାଲଘୁ ଙ୍କ ଉପରେ ଆକ୍ରମଣ ହେଉଥିବା ଅଭିଯୋଗ ହେଉଛି।ଏମିତି ମଧ୍ୟରେ ବାଂଲାଦେଶ ବୋଟ ମେଘନା ଓ ଲୈଲା ଅନିଶ୍ଚିତତା ମଧ୍ୟରେ ରହିଛି।

Previous Post

୧୫୪୨ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର (ପାକ୍‍ସ) ଶୁଭାରମ୍ଭ

Next Post

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କ୍ୟାଲେଣ୍ଡର୍ ଲୋକାର୍ପିତ

FNN WEB

FNN WEB

Next Post
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କ୍ୟାଲେଣ୍ଡର୍ ଲୋକାର୍ପିତ

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କ୍ୟାଲେଣ୍ଡର୍ ଲୋକାର୍ପିତ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
Jindal Foundation Marks Seva Diwas with Acts of Compassion and Care

Jio Platforms IPO Creates History: First IPO to Cross 1 Crore Applications and Counting, Bidding Open Till 7 PM Today

October 23, 2026
Jindal Foundation Marks Seva Diwas with Acts of Compassion and Care

Jindal Foundation Marks Seva Diwas with Acts of Compassion and Care

October 23, 2026
୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

Jindal Foundation Marks Seva Diwas with Acts of Compassion and Care

Jio Platforms IPO Creates History: First IPO to Cross 1 Crore Applications and Counting, Bidding Open Till 7 PM Today

October 23, 2026
Jindal Foundation Marks Seva Diwas with Acts of Compassion and Care

Jindal Foundation Marks Seva Diwas with Acts of Compassion and Care

October 23, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.