• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଯୁବମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଧାମନଗର ବ୍ଲକରେ ନୂଆ ଟିମ୍‌କୁ ସୀକୃତି ଦେଲେ

FNN WEB by FNN WEB
January 3, 2025
in ଓଡ଼ିଶା
0
ଯୁବମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଧାମନଗର ବ୍ଲକରେ ନୂଆ ଟିମ୍‌କୁ ସୀକୃତି ଦେଲେ
0
SHARES
1
VIEWS

ଭଦ୍ରକ: ଏହି ଜିଲାର ଧାମନଗର ନିର୍ବାଚନ ମଣ୍ଡଳୀ ର ଧାମନଗର ବ୍ଲକ ସବୁ ବେଳେ ସବୁ କ୍ଷେତ୍ର ରେ ରାଜ୍ୟ ରାଜନିତୀ ରେ ଚର୍ଚ୍ଚା ରେ ରହିଥିବା ବେଳେ ଏବେ ଧାମନଗର ର ବିଧାୟକ ତଥା ରାଜ୍ୟ ମନ୍ତ୍ରୀମଣ୍ଡଳ ର ଜଣେ ଆଗଧାଡି ର ଯୁବ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବେ ବେସ ଚର୍ଚ୍ଚା ରେ ରହୁଛନ୍ତି। ତେବେ ଧାମନଗର ବ୍ଲକ ଓ ସହର ର ମଣ୍ଡଳ ସଭାପତି ପଦବୀ ଯୁବକ ଙ୍କ ହାତ ଅର୍ପଣ କରି ମନ୍ତ୍ରୀ ଏବେ ବେସ ଚର୍ଚ୍ଚାରେ କାରଣ ନିଜେ ଯେପରି ଜଣେ ଯୁବକ ଠିକ ସେହି ଭଳି ଧାମନଗର ବ୍ଲକ ଓ ସହରୀ ମଣ୍ଡଳ ପାଇଁ ମଣ୍ଡଳ ସଭାପତି ଙ୍କ ହାତରେ ଦାୟିତ୍ୱ ଦେଇଛନ୍ତି । ଆଜି ଧାମନଗର ଜଳସେଚନ ଡାକ ବଙ୍ଗଳା ଠାରେ ରାଜ୍ୟ ରୁ ଆସିଥିବା ବିଜେପି ର ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରତାପ ନାୟକ ଓ ଆଶୁତୋଷ ପରିଡ଼ା ଙ୍କ ଉପସ୍ଥିତି ଧାମନଗର(ଗ୍ରାମୀଣ )ମଣ୍ଡଳ ସଭାପତି ଶ୍ରୀକାନ୍ତ ନାୟକ, ଅସୁରାଳି ମଣ୍ଡଳ ସଭାପତି ରାଜେନ୍ଦ୍ର ସାହୁ, ଧୂଷୁରୀ ମଣ୍ଡଳ ସଭାପତି ଅନିରୁଦ୍ଧ ସାହୁ, ଦୋବଲ ମଣ୍ଡଳ ସଭାପତି ପ୍ରମୋଦ ସୂତାର ଓ ଧାମନଗର ସହରୀ ମଣ୍ଡଳ ସଭାପତି ଭାବେ ପ୍ରଶାନ୍ତ ପରିଡ଼ା ଙ୍କ ନାମ କୁ ଘୋଷଣା କରିଥିଲେ । ଉପରୋକ୍ତ ସଭାପତି ମାନେ ନିଜ ଗୁଣ ରେ ବେସ ପାର ଦର୍ଷିତା ଲାଭ କରିଛନ୍ତି । ପୂର୍ବରୁ ସେମାନେ ସରପଂଚ ,ସମିତି ସଭ୍ୟ ରହି ସଧାରଣ ଲୋକଙ୍କ ର କାମକରି ବେଶ ସୁନାମ ଅର୍ଜନ କରିଛନ୍ତି । ତେବେ ଏଭଳୀ ଯୁବ ନେତୃତ୍ୱ କୁ ଧାମନଗର ର ବିଜେପି କୁ ଆହୁରି ସୃଦୁଡ କରିବା ଓ ଦଳୀୟ କର୍ମୀ ଙ୍କୁ ଏକ କରି ଦଳକୁ ଆଗକୁ ନେବା ର ଗୁରୁ ଦାୟିତ୍ୱ କୁ ତୁଲାଇ ବାର ବିଶ୍ୱାସ ମଧ୍ୟ ଯୁବ ମନ୍ତ୍ରୀ ଙ୍କ ରହିଛି । ତେବେ ମନ୍ତ୍ରୀ ଯେପରି ଯୁବକ ତାଙ୍କ ଟିମି କୁ ମଧ୍ୟ ସେପରି ଯୁବ ନେତୃତ୍ୱ ଦେଇଛନ୍ତି । ଆଗକୁ ପଂଚାୟତ ନିର୍ବାଚନ ଓ ବିରୋଧୀ ଙ୍କୁ ମୁକାବିଲା କରିବା ଦାୟିତ୍ୱ ମଧ୍ୟ ନୂତନ ମଣ୍ଡଳ ସଭାପତି ମାନେ ନେଇଛନ୍ତି।ତେବେ ଏହି ସଭାପତି ରେସ ରେ ଅନେକ ବୟଜେଷ୍ଟ ଓ ଅନ୍ୟ ଦଳ ର କର୍ମୀ ଆସି ଦକରେ ସାମିଲି ହୋଇ ଥିଲେ ସେମାନଙ୍କ ଆଶା ଆଶାରେ ରହିଗଲା । ଏହି ଘୋଷଣା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ଅଶୋକ କୁମାର ପୁହାଣ,ନଗର ପ୍ରତିନିଧି କୈଳାସ ଚନ୍ଦ୍ର ମହାପାତ୍ର ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମନୋଜ କୁମାର ମଲ୍ଲିକ ଓ ଅନ୍ୟ ଦଳୀୟକର୍ମି ମାନେ ଉପସ୍ଥିତ ହୋଇ ନୂଆ କରି ନିଯୁକ୍ତି ହୋଇଥିବା ମଣ୍ଡଳଳ ସଭାପତି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

Previous Post

ଲକ୍ ହୋଇଥିବା ଘରବାରି ଜମି ବିକ୍ରି ଅଭିଯୋଗ

Next Post

ସୁବାସିତ ଚାଉଳ ଉତ୍ପାଦନରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ

FNN WEB

FNN WEB

Next Post
ସୁବାସିତ ଚାଉଳ ଉତ୍ପାଦନରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ

ସୁବାସିତ ଚାଉଳ ଉତ୍ପାଦନରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.