• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

୨୦୨୫ ବଜେଟ୍ କହିବାକୁ ଗଲେ ଭଲ ଶିଳ୍ପକୁ ପ୍ରାଧାନ୍ୟ

FNN WEB by FNN WEB
February 1, 2025
in ଓଡ଼ିଶା, ମୁଖ୍ୟ ଖବର
0
୨୦୨୫ ବଜେଟ୍ କହିବାକୁ ଗଲେ ଭଲ ଶିଳ୍ପକୁ ପ୍ରାଧାନ୍ୟ
0
SHARES
3
VIEWS

କଟକ: କେନ୍ଦ୍ର ସରକାରଙ୍କ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ କହିବାକୁ ଗଲେ ଭଲ ଓ ଜନ ହିତକାରୀ। ମୋଟାମୋଟି ଭାବରେ ଦେଖିବାକୁ ଗଲେ ଏହା ଏକ ଦୂର ଦୃଷ୍ଟି ସମ୍ପନ୍ନ ବଜେଟ। ଭାରତକୁ ବିକଶିତ ରାଷ୍ଟ୍ର ଭାବେ ଗଢ଼ି ତୋଳିବାକୁ ଏହି ବଜେଟ୍ ରେ ବିଭିନ୍ନ ଯୋଜନା ମାନ ଅନ୍ତର୍ଭୁକ୍ତ। ଏଥିରେ ମଧ୍ୟବିତ୍ତ ବର୍ଗଙ୍କ ସ୍ବାର୍ଥକୁ ଅଗ୍ରାଧିକାରର ଦିଆଯାଇଛି। ପ୍ରଚଳିତ ନୂଆ ଟିକସ ବ୍ୟବସ୍ଥାରେ ୧୨ ଲକ୍ଷ ଟଙ୍କା ଯାଏ ଆୟକର ଦେବାକୁ ପଡ଼ିବ ନାହିଁ। ଫଳରେ ମଧ୍ୟବିତ୍ତ ପରିବାର ପାଇଁ ଆଣିବ ଖୁସି। ଏମଏସଏଇ ହେଉଛି ବିକାଶର ଦ୍ଵିତୀୟ ଇଞ୍ଜିନ। ବଜେଟରେ ୭.୫ କୋଟି MSME କର୍ମଚାରୀଙ୍କ ଉପରେ ଫୋକସ୍ କରାଯାଇଛି।ଏମ୍ଏସ୍ଏମ୍‌ଇ ସେକ୍ଟରକୁ ପ୍ରାଧାନ୍ୟ ଦେଇ ଚଳିତ ବଜେଟ୍‌ରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ସୀତା ରମଣ ଅଣୁ, କ୍ଷୁଦ୍ର, ମଧ୍ୟମ(ମାଇକ୍ରୋ, ସ୍ମଲ, ମିଡିୟମ୍ ଏଣ୍ଟରପ୍ରାଇଜେସ୍)(ଏସ୍ଏସ୍ଏମ୍‌ଇ) ଶିଳ୍ପକୁ ଗୁରୁତ୍ବ ଦେଇଛନ୍ତି। ଏସ୍ଏସ୍ଏମ୍ଇ ଶିଳ୍ପ ଦେଶର ମେରୁଦଣ୍ଡ। ଏହି ଏସ୍ଏସ୍ଏମ୍‌ଇ ଶିଳ୍ପ ଦ୍ବାରା ହିଁ ସର୍ବାଧୂକ ନିଯୁକ୍ତି ମିଳିଥାଏ । କେନ୍ଦ୍ର ସରକାର ଚଳିତ ବଜେଟ୍‌ରେ ଏହି ସେକ୍ଟରକୁ ଗୁରୁତ୍ୱ ଦେଇ ପରୋକ୍ଷରେ ଯୁବକମାନଙ୍କ ଲାଗି ନିଯୁକ୍ତିର ଏକ ବଡ଼ ସୁଯୋଗ ସୃଷ୍ଟି କରିବାକୁ ଯାଉଛନ୍ତି। କେନ୍ଦ୍ର ସରକାର ଏହି ସେକ୍ଟର ଗ୍ୟାରେଣ୍ଟି ପାଇଁ ୫ରୁ ୧୦କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି I ପ୍ରଥମ ଥର ପାଇଁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏକ କ୍ରେଡିଟ୍‌ କାର୍ଡ ମଧ୍ଯ ପଚଳନ କରାଯାଇଛି। ଏସ୍ଏସ୍ଏମ୍ଇ ସେକ୍ଟର ପାଇଁ ଉଦ୍ୟମ ପୋର୍ଟାଲ ବ୍ୟବସ୍ଥା ପ୍ରଚଳନ କରାଯାଇଛି। ଏହି ପୋର୍ଟାଲରେ ଚଳିତବର୍ଷ ୧୦ଲକ୍ଷ ଏସ୍ଏସ୍ଏମ୍‌ଇ କମ୍ପାନୀକୁ ପଞ୍ଜୀକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଏସ୍ଏସ୍ଏମ୍‌ଇ ସେକ୍ଟରରେ ସେମାନଙ୍କ ଉତ୍ପାଦନ କ୍ଷମତା ବୃଦ୍ଧି କରିବା, ବୈଷୟିକ ଜ୍ଞାନକୌଶଳର ବିନିଯୋଗ, ଅଧିକରୁ ଅଧିକ ପୁଞ୍ଜି ଖଟାଇବା ପାଇଁ କେନ୍ଦ୍ର ସରକାର ପୁଞ୍ଜି ବିନିଯୋଗ ଏବଂ ଟର୍ଣ୍ଣଓଭରକୁ ବୃଦ୍ଧି କରିଛନ୍ତି । କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ନିଶ୍ଚିତଭାବେ ଏମ୍ଏସ୍ଏମ୍ଇ ସେକ୍ଟରକୁ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଭାରତ ମସଲାର ପରିଚାଳନା ନିର୍ଦେଶକ ସୁଶାନ୍ତ ପଣ୍ଡା କହିବା ସହ ଏହି ଆଭିମୁଖ୍ୟକୁ ସ୍ବାଗତ କରିଛନ୍ତି। ଏସ୍ଏସ୍ଏମ୍‌ଇ ସେକ୍ଟର ପାଇଁ ଏହା ବୃଷ୍ଟି ଭଳି କାର୍ଯ୍ୟ କରିବ। କେବଳ ଏହି ସେକ୍ଟରରେ ଥିବା କମ୍ପାନୀମାନେ ଏଥିରୁ ଅଧିକ ଫାଇଦା ପାଇବେ ନାହିଁ ନୂଆକରି ଏହି ରାସ୍ତାରେ ପାଦ ଦେବାକୁ ଚାହୁଁଥ‌ିବା ଯୁବ ଉଦ୍ୟୋଗପତିଙ୍କ ପାଇଁ ଏହି ବଜେଟ୍‌ର ନିଷ୍ପତ୍ତି ଆଲୋକବର୍ତ୍ତିକା ସାଜିବ ବୋଲି ଶ୍ରୀ ପଣ୍ଡା ମତବ୍ୟକ୍ତ କରିଛନ୍ତି। କେମିତି ଯୁବପିଢ଼ିଙ୍କୁ MSME ଦ୍ବାରା ଅଧୂକ ନିଯୁକ୍ତି ଦେଇ ହେବ ସେନେଇ ବ୍ୟବସ୍ଥା କରାଯାଇଛି। ଏହି ବଜେଟରେ ଯୁବପୀଢ଼ି ମାନେ ରୋଜଗାରକ୍ଷମ ହେବା ବାଟ ଦେଖାଯାଇଛି।

ଅଣଚମଡ଼ା ଶିଳ୍ପ ଉପରେ ବଜେଟରେ ଫୋକସ୍ ଦିଆଯାଇଛି। ଅଣଚମଡ଼ା ଶିଳ୍ପ ଦ୍ବାରା ୨୨ ଲକ୍ଷ ଉପକୃତ ହେବେ। ମହିଳା ଉଦ୍ୟୋଗୀଙ୍କ ପାଇଁ ନୂଆ ଯୋଜନା ଘୋଷଣା ହୋଇଛି। ଷ୍ଟାର୍ଟ ଅପ୍ ଯୋଜନାରେ ଯୁବ ଉଦ୍ୟୋଗୀ ମାନଙ୍କୁ କୋଟି କୋଟି ଟଙ୍କା ଦିଆଯାଇ ବେକାରୀ ଦୂରୀକରଣ ସହ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି ହେବ।ଜାତୀୟ ଖାଦ୍ୟ ପ୍ରଯୁକ୍ତି ୟୁନିଟ ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା କୃଷକକୁ କୃଷି କ୍ଷେତ୍ରରେ ଖୋରାକ ଯୋଗାଇବ ବୋଲି ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ପଣ୍ଡା ବଜେଟ ସ୍ବାଗତ କରି କହିଛନ୍ତି।

Previous Post

ଭୁବନେଶ୍ୱରରେ ଟ୍ରାଫିକ୍ ଭିଡ଼ ହ୍ରାସ ପାଇଁ ଯୋଜନା

Next Post

ରେଳ ମନ୍ତ୍ରାଳୟ ପାଇଁ ୨.୫୫ ଲକ୍ଷ କୋଟିର ବ୍ୟୟବରାଦ

FNN WEB

FNN WEB

Next Post
ରେଳ ମନ୍ତ୍ରାଳୟ ପାଇଁ ୨.୫୫ ଲକ୍ଷ କୋଟିର ବ୍ୟୟବରାଦ

ରେଳ ମନ୍ତ୍ରାଳୟ ପାଇଁ ୨.୫୫ ଲକ୍ଷ କୋଟିର ବ୍ୟୟବରାଦ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
FIH ପ୍ରୋ ଲିଗ୍: ପାକିସ୍ତାନକୁ ଧୂଳି ଚଟାଇଲା ଭାରତ, ୭-୧ ଗୋଲ୍‌ରେ ରଚିଲା ଐତିହାସିକ ବିଜୟ

FIH ପ୍ରୋ ଲିଗ୍: ପାକିସ୍ତାନକୁ ଧୂଳି ଚଟାଇଲା ଭାରତ, ୭-୧ ଗୋଲ୍‌ରେ ରଚିଲା ଐତିହାସିକ ବିଜୟ

June 27, 2026
ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା; ପୁରୀ ଅଭିମୁଖେ ଶ୍ରଦ୍ଧାଳୁ

ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା; ପୁରୀ ଅଭିମୁଖେ ଶ୍ରଦ୍ଧାଳୁ

June 27, 2026
ସେସେଲସ୍ ରେ ବିଶ୍ୱର ସବୁଠୁ ବୟଷ୍କ କଇଁଛକୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ ‘ଜୋନାଥନ’ର ପୁରା କାହାଣୀ

ସେସେଲସ୍ ରେ ବିଶ୍ୱର ସବୁଠୁ ବୟଷ୍କ କଇଁଛକୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ ‘ଜୋନାଥନ’ର ପୁରା କାହାଣୀ

June 27, 2026
୬ ବର୍ଷ ପରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

୬ ବର୍ଷ ପରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

June 27, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

FIH ପ୍ରୋ ଲିଗ୍: ପାକିସ୍ତାନକୁ ଧୂଳି ଚଟାଇଲା ଭାରତ, ୭-୧ ଗୋଲ୍‌ରେ ରଚିଲା ଐତିହାସିକ ବିଜୟ

FIH ପ୍ରୋ ଲିଗ୍: ପାକିସ୍ତାନକୁ ଧୂଳି ଚଟାଇଲା ଭାରତ, ୭-୧ ଗୋଲ୍‌ରେ ରଚିଲା ଐତିହାସିକ ବିଜୟ

June 27, 2026
ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା; ପୁରୀ ଅଭିମୁଖେ ଶ୍ରଦ୍ଧାଳୁ

ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା; ପୁରୀ ଅଭିମୁଖେ ଶ୍ରଦ୍ଧାଳୁ

June 27, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.