• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଜାତୀୟ

ନୱଜବାନ ୟୁନିଅନ୍‌ ତରଫରୁ ଦାୱତ-ଏ-ଇଫତାର୍‌

FNN WEB by FNN WEB
March 28, 2025
in ଜାତୀୟ
0
ନୱଜବାନ ୟୁନିଅନ୍‌ ତରଫରୁ ଦାୱତ-ଏ-ଇଫତାର୍‌
0
SHARES
4
VIEWS

କେନ୍ଦ୍ରାପଡ଼ା: ଭାଇଚାରାର ସହର କେନ୍ଦ୍ରାପଡ଼ାର ଫକୀରବାଦ ଠାରେ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଓଡ଼ିଆ ନୱଜବାନ ୟୁନିଅନ,କେନ୍ଦ୍ରାପଡ଼ା ଜିଲ୍ଲା ତରଫରୁ ଏକ ବିଶାଳ ଦାୱତ-ଏ-ଇଫତାର୍‌ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନର ସଂଖ୍ୟାଲଘୁ, ଦଳିତ ଓ ଛାତ୍ର ନେତା ସାମିଲ ହୋଇ ଶାନ୍ତି ଓ ସାଧଭଵାବନାର ବାର୍ତା ପ୍ରଦାନ କରିଥିଲେ। ମାସେ ଧରି ଉପବାସର ଶେଷ ସମୟ ପାଖେଇ ଆସୁଥିବାରୁ, ଉତ୍ସବଗୁଡ଼ିକ ମହାନ ପର୍ବ ଈଦରେ ପରିଣତ ହେବ। ଚନ୍ଦ୍ର ଦେଖାଯିବା ଉପରେ ନିର୍ଭର କରି ସମଗ୍ର ଭାରତରେ ମାର୍ଚ୍ଚ 31 ତାରିଖରେ ଇଦ୍‌ ପାଳନ ହେବାର ଆଶା କରାଯାଉଛି। ‘ଆଲବିଦା ଜୁମ୍ମା’ ପବିତ୍ର ରମଜାନ ମାସର ଶେଷ ହୋଇଥିବାରୁ ସମସ୍ତ ଶୁକ୍ରବାରକୁ ଅପରାହ୍ନ ନମାଜ ପାଇଁ ଶୁଭ ବୋଲି ବିବେଚନା କରାଯାଏ ଏହି ଅବସରରେ ଆମ ପ୍ରିୟ ଭାରତ ବାସୀଙ୍କ ପାଇଁ ସୁସ୍ଥ ଜୀବନ, ଶାନ୍ତି, ଭାଇଚାରା ଓ ସାଧଭବନା ପାଇଁ ଦୁଆର ନେବେଦନ କରିଛନ୍ତି ୟୁନିଅନର ପ୍ରତିଷ୍ଠାତା ତଥା ରାଜ୍ୟକାର୍ଯକାରୀ ସଭାପତି ମହମ୍ମଦ ଆମିରଙ୍କ ନତୃତ୍ୱରେ ବରିଷ୍ଠ ସଂଖ୍ୟାଲଘୁ ନେତା ସେକ ଲିୟାକତ ଅଲି, ଓଡିଶା ମୁସଲିମ ରେଜର ୱେସନ ମୋଭମେଣ୍ଟ ଜିଲ୍ଲା ସଂଯୋଜନା କଲିମ ଖାନ,କେନ୍ଦ୍ରାପଡ଼ା ସଂଖ୍ୟାଲଘୁ ବିକାଶ କମିଟିର ଜିଲ୍ଲା ସଭାପତି ଅବଦୁଲ ମଜିଦ,ଅନୁଷ୍ଠାନର ଜିଲ୍ଲା କାର୍ଯକାରୀ ସଭାପତି ଅବରାର ହସରତ ଖାନ, କୃଷ୍ଣ ଚନ୍ଦ୍ର ବେହେରା,ସେକ ଅକତର,ନାଇଁମ ଖାନ, ଟିକା ଖାନ, ବାବୁ ଖାନ, ସେକ ମୁନୁ, ସେକ ନାସିରୁଦ୍ଦିନ ବବଲୁ, ପଦ୍ମନାଭ ସାହୁ,ସେକ ଜାକିର, ସେକ ତାସଲିମ,ଅବଦୁଲ ଜବାର, ସେକ ଜୁନେଦ, ରଶ୍ମି ରଞ୍ଜନ ମହାପାତ୍ର, ସେକ ଅରମାନ, ନିରଞ୍ଜନ ନାୟକ ଆଦି ଉପସ୍ଥିତ ଥିଲେ।

Previous Post

ଆଗାମୀ ୩ ଦିନ ଯାଏ ତାତିରୁ ନାହିଁ ନିସ୍ତାର

Next Post

୧୪ ବିଧାୟକଙ୍କୁ ନିଲମ୍ବନ ଓ ପୁଲିସ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ

FNN WEB

FNN WEB

Next Post
୧୪ ବିଧାୟକଙ୍କୁ ନିଲମ୍ବନ ଓ ପୁଲିସ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ

୧୪ ବିଧାୟକଙ୍କୁ ନିଲମ୍ବନ ଓ ପୁଲିସ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.