• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଯବାନଙ୍କୁ ଏଲଓସିରେ ଭେଟିଲେ ରାଜନାଥ

FNN WEB by FNN WEB
May 15, 2025
in ଓଡ଼ିଶା, ଜାତୀୟ, ମୁଖ୍ୟ ଖବର
0
ଯବାନଙ୍କୁ ଏଲଓସିରେ ଭେଟିଲେ ରାଜନାଥ
0
SHARES
0
VIEWS

ଆଣବିକ ଯୁଦ୍ଧାସ୍ତ୍ରର ପରିଚାଳନାରେ ପାକିସ୍ତାନର ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଲେ ରାଜନାଥ

ଶ୍ରୀନଗର: ଆଣବିକ ଯୁଦ୍ଧାସ୍ତ୍ରର ପରିଚାଳନାରେ ପାକିସ୍ତାନର ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଇସଲାମାବାଦର ପରମାଣୁ ବ୍ଲାକମେଲକୁ ଭାରତ ଆଉ ସହ୍ୟ କରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୟାନ ଦେବା ପରେ ରାଜନାଥ ଏପରି ପ୍ରଶ୍ନ ଉଠାଇଛନ୍ତି। ଏଥିସହ ଅନ୍ତର୍ଜାତୀୟ ସମୂହ ପାକିସ୍ତାନର ପରମାଣୁ ଯୁଦ୍ଧାସ୍ତ୍ର ପରିଚାଳନା ଉପରେ ନଜର ରଖୁ ବୋଲି ଶ୍ରୀ ସିଂହ ଆହ୍ୱାନ ଦେଇଛନ୍ତି। ଅପରେସନ ସିନ୍ଦୂର ପରେ ଯବାନଙ୍କୁ ଏଲଓସିରେ ଭେଟିଥିବା ଶ୍ରୀ ସିଂହ କହିଛନ୍ତି, “ପୂରା ବିଶ୍ୱ ଜାଣିଛି ଯେ ଟାର୍ଗେଟକୁ ହିଟ କରିବା ବେଳେ ଆମ ସେନାର ଲକ୍ଷ୍ୟ ବେଶ ସଠିକ ଓ ସ୍ପଷ୍ଟ। ସେମାନେ କ୍ଷୟକ୍ଷତିର ଗଣତି କଥା ଶତ୍ରୁ ପକ୍ଷ ଉପରେ ଛାଡ଼ି ଦିଅନ୍ତି। ଆତଙ୍କବାଦ ବିରୋଧରେ ଭାରତର ପ୍ରତିଜ୍ଞା କ’ଣ, ସେକଥା ସମସ୍ତେ ଜାଣିବାକୁ ପାଇଛନ୍ତି। ଆମେ ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ବେଳେ ଆଣବିକ ବ୍ଲାକମେଲକୁ ମଧ୍ୟ ଖାତିର କରି ନଥାଉ।

ଭାରତକୁ ଅପରିପକ୍ୱ ପାକିସ୍ତାନ କେମିତି ଦାୟିତ୍ୱହୀନ ଭାବେ ଧମକ ଦେଉଛି, ସେକଥା ପୂରା ବିଶ୍ୱ ଦେଖୁଛି। ଆଜି ଶ୍ରୀନଗର ମାଟିରୁ ମୁଁ ପ୍ରଶ୍ନ କରିବାକୁ ଚାହୁଁଛି ଯେ ଗୋଟିଏ ଦାୟିତ୍ୱହୀନ ଓ ଦୁଷ୍ଟ ରାଷ୍ଟ୍ର ହାତରେ ପରମାଣୁ ଯୁଦ୍ଧାସ୍ତ୍ର କେତେ ସୁରକ୍ଷିତ? ମୋର ଆଶା ଓ ବିଶ୍ୱାସ ପାକିସ୍ତାନର ଆଣବିକ ଯୁଦ୍ଧାସ୍ତ୍ରକୁ ଅନ୍ତର୍ଜାତୀୟ ଆଟୋମିକ ଏନର୍ଜୀ ଏଜେନ୍ସି (ଆଇଏଇଏ) ସମୀକ୍ଷା କରି ନିଜ ନିୟନ୍ତ୍ରଣରେ ରଖୁ।” ସେ କହିଥିଲେ ଯେ ଆପଣମାନେ ଅପରେଶନ ସିନ୍ଦୂର ମାଧ୍ୟମରେ ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଥିଲେ। ପାକିସ୍ତାନ ଏପରି ଯେ ସେ ଯେଉଁଠାରେ ଠିଆ ହୁଅନ୍ତି, ସେଠାରେ ଭିକାରୀଙ୍କ ଧାଡ଼ି ଲାଗି ରହିଥାଏ। ଶ୍ରୀନଗରର ବାଦାମୀ ବାଗ କ୍ୟାଣ୍ଟନମେଣ୍ଟରେ ସମ୍ବୋଧିତ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କ ସହିତ ଲଢ଼ିବା ସମୟରେ ସାହସୀ ସୈନିକମାନଙ୍କ ସର୍ବୋଚ୍ଚ ବଳିଦାନକୁ ମୁଁ ସଲାମ କରୁଛି। ମୁଁ ଆହତ ସୈନିକଙ୍କ ସାହସକୁ ମଧ୍ୟ ସଲାମ କରୁଛି। ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ। ସିଂହ ପହଲଗାମ ଆକ୍ରମଣରେ ମୃତକଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଆଜି ରାଜନାଥ ସିଂହ ଶ୍ରୀନଗରରେ ଥିବା ସ୍ଥଳର ସେନାର ୧୫ କ୍ରପ୍ସ ମୁଖ୍ୟାଳୟକୁ ଯିବା ସହ ସେଠାରେ ଯବାନଙ୍କୁ ଭେଟିଛନ୍ତି। ଅପରେସନ ସିନ୍ଦୂର ପରେ ଏହା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ପ୍ରଥମ ଶ୍ରୀନଗର ଗସ୍ତ। ଏହି ସମୟରେ ସେ ଜମ୍ମୁ-କଶ୍ମୀରର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏଥିସହ ଆତଙ୍କବାଦ ନିରୋଧ ଅପରେସନର ସ୍ଥିତି ପରଖିଛନ୍ତି। ଅପରେସନ ସିନ୍ଦୂରରେ ସହିଦ ହୋଇଥିବା ଯବାମନମାନଙ୍କୁ ଯବାନମାନଙ୍କୁ ମଧ୍ୟ ଶ୍ରୀ ସିଂହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Previous Post

ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ ହେବା ଓଡ଼ିଶାର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

Next Post

ମିଶନ ଶକ୍ତି ପକ୍ଷରୁ ଆୟୋଜିତ ସିନ୍ଦୂର ଯାତ୍ରାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ମିଶନ ଶକ୍ତି ପକ୍ଷରୁ ଆୟୋଜିତ ସିନ୍ଦୂର ଯାତ୍ରାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ମିଶନ ଶକ୍ତି ପକ୍ଷରୁ ଆୟୋଜିତ ସିନ୍ଦୂର ଯାତ୍ରାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.