• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

କୋଷ୍ଟାଲ ହାଇଓ୍ବେକୁ ନେଇ ରାଜନୀତି ଆରମ୍ଭ: ବିଜେଡି କହିଲା ଲକ୍ଷ୍ୟ ଠାରୁ ବହୁ ଦୂରରେ ପ୍ରକଳ୍ପ, ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଗେମ୍ ଖେଳିଛନ୍ତି କହିଲେ ପୂର୍ତ୍ତ ମନ୍ତ୍ରୀ

FNN WEB by FNN WEB
June 4, 2026
in ଓଡ଼ିଶା, ମୁଖ୍ୟ ଖବର
0
କୋଷ୍ଟାଲ ହାଇଓ୍ବେକୁ ନେଇ ରାଜନୀତି ଆରମ୍ଭ: ବିଜେଡି କହିଲା ଲକ୍ଷ୍ୟ ଠାରୁ ବହୁ ଦୂରରେ ପ୍ରକଳ୍ପ, ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଗେମ୍ ଖେଳିଛନ୍ତି କହିଲେ ପୂର୍ତ୍ତ ମନ୍ତ୍ରୀ
0
SHARES
0
VIEWS

ଭୁବନେଶ୍ୱର : କୋଷ୍ଟାଲ ହାଇଓ୍ୱେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି । ଆଉ ଗୋଟିଏ ଦଶନ୍ଧିର ସ୍ୱପ୍ନ ଦେଖାଇଥିବା କହିଲେ ବରିଷ୍ଠ ବିଜେଡି ଉପସଭାପତି ସଞ୍ଜୟ ଦାସ ବର୍ମା। ସେ କହିଛନ୍ତି ଘୋଷଣା କରାଯାଇଥିବା ପ୍ରକଳ୍ପରେ ପର୍ଯ୍ୟଟନର କୌଣସି ସୁଯୋଗ ରହିବ ନାହିଁ ।

୧୧ ବର୍ଷ ପରେ କୋଷ୍ଟାଲ ହାଇଓ୍ୱେର କ୍ୟାବିନେଟ ଅନୁମୋଦନକୁ ନେଇ କେନ୍ଦ୍ର ମନ୍ତ୍ରୀ ଅବଗତ କରିଥିଲେ । ୨୦୨୫ରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ ପିପିଲି ଠାରେ କୋଷ୍ଟାଲ ହାଇଓ୍ୱେ ନେଇ ଘୋଷଣା କରିଥିଲେ । ଗୋପାଳପୁରରୁ ଦୀଘା ପ୍ରାୟ ୪୫୦ କିମି ପର୍ଯ୍ୟନ୍ତ କୋଷ୍ଟାଲ ହାଇଓ୍ବେର ନିର୍ମାଣ ପାଇଁ ଓଡିଶାବାସୀଙ୍କୁ ସ୍ୱପ୍ନ ଦେଖାଇଥିଲେ । କ୍ୟାପିଟାଲ ରିଜିଅନ ରିଂ-ରୋଡ଼ ଓ ଜଗନ୍ନାଥ ସଡ଼କକୁ ଜାତୀୟ ରାଜପଥ ନେଇ ଘୋଷଣା କରାଯାଇଥିଲା। ଏବେ ମାତ୍ର ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ପ୍ରକଳ୍ପ ଅନୁମୋଦନ ଓଡିଶାବାସୀଙ୍କୁ ନିରାଶ କରିଛି। ଏହାରି ଭିତରେ ୩ଥର ଟେଣ୍ଡର ଡକା ହୋଇ ବାତିଲ ହୋଇଛି। ପାରାଦୀପର ଦୀଘା ପର୍ଯ୍ୟନ୍ତ ଯେଉଁ ଅଞ୍ଚଳ ରହିଲା ଏହା କ୍ୟାବିନେଟ୍ ମଞ୍ଜୁରିରୁ ବାଦ୍ ପଡିଛି । ଯେଉଁ ଉଦ୍ଦେଶ୍ୟ ନେଇ କୋଷ୍ଟାଲ ହାଇଓ୍ୱେର ପରିକଳ୍ପନା କରାଯାଇଥିଲା ତାହା ଲକ୍ଷ୍ୟ ଠାରୁ ବହୁ ଦୂରରେ । କୋଷ୍ଟାଲ ହାଇଓ୍ୱେ ପାଇଁ ଜମି ଅଧିଗ୍ରହଣ ବାସ୍ତବତା ଠାରୁ ବହୁ ଦୂରରେ ବୋଲି ବିଜେଡି ଉପସଭାପତି ସଞ୍ଜୟ ଦାସ ବର୍ମା କହିଛନ୍ତି ।

ସେପଟେ ଉପକୂଳ ରାଜପଥ ନେଇ ବିଜେଡିର ଅଭିଯୋଗ ଉପରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ କଡା ଜବାବ ଦେଇଛନ୍ତି। ସଞ୍ଜୟ ଦାସବର୍ମାଙ୍କୁ ଟାର୍ଗେଟ କରିଛନ୍ତି ପୂର୍ତ୍ତ ମନ୍ତ୍ରୀ, କହିଛନ୍ତି ଯେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବଡ଼ ଗେମ ଖେଳିଛନ୍ତି।

ଉପକୂଳ ରାଜପଥର ରୁଟ ସଂପୂର୍ଣ୍ଣ ଚିଲିକା ଏବଂ ସମୁଦ୍ର ଉପକୂଳରେ ଯାଉଛି ଯେଉଁ ବାବୁ ମାନେ କହୁଛନ୍ତି ସେମାନେ ଗୁଗୁଲ ମ୍ୟାପ ଦେଖନ୍ତୁ। ଗୋପାଳପୁର ସଂଯୋଗ ନହୋଇ ରମେଶ୍ଵର ଠାରୁ ହେବା ପଛରେ କାରଣ ବିଜେଡି ସରକାର। ୧୫ ବର୍ଷ ଧରି କୋଷ୍ଟାଲ ହାଇୱେକୁ ବନ୍ଦ କରିବାକୁ କିଏ ପ୍ରୟାସ କରିଥିଲା ।କେନ୍ଦ୍ର ସରକାର ନୂଆ ରୂପରେଖ ଦେଇ ଆରମ୍ଭ କଲେ। ଏହା ପ୍ରଧାନମନ୍ତ୍ରୀଙ୍କର ସ୍ୱପ୍ନର ପ୍ରକଳ୍ପ । ଆଲାଇନମେଣ୍ଟ ଷଡଯନ୍ତ୍ର କରିକି ବନ୍ଦ କରିକି ରଖିବା, ସହଯୋଗ ନକରିବା, ଏ କାମ କିଏ କରୁଥିଲା ପ୍ରଶ୍ନର ଉତ୍ତର ଦିଅନ୍ତୁ । ଗୋପାଳପୁର ପରିବର୍ତ୍ତେ ରାମେଶ୍ଵର ଦେଇକି ଗଲା ସେ ଷଡଯନ୍ତ୍ର ସିଏ କରିଛନ୍ତି, ଯିଏ ଆଜି ବିଜେଡିରେ ସାମ୍ବାଦିକ ସମ୍ମିଳନୀ କରିଥିଲେ ସେ ମେଜର ଗେମ ଖେଳିଛନ୍ତି । ବ୍ରହ୍ମଗିରିରେ କେଉଁ ରୁଟ ଦେଇ ଗଲେ ବ୍ୟକ୍ତିଗତ ଫାଇଦା ଅଧିକ ହେବ ତାଙ୍କର ଚିନ୍ତା ଥିଲା । ଧର୍ମେନ୍ଦ୍ର ପ୍ରଧାନ ଡେ ତୁ ଡେ ଫଲୋପା କରିଛନ୍ତି ତାଙ୍କୁ ଧନ୍ୟବାଦ ଦେବି। ରାଜପଥ କାକଟପୁର ଠାରୁ ସମୁଦ୍ରକୁଳ ଦେଇ ପାରାଦ୍ୱୀପ ଯାଉଛି। ଏହାଦ୍ୱାରା ଅର୍ଥନୀତି ବିକାଶ ପାଇଁ ନୂଆ ରାସ୍ତା ଖୋଲିବ । ଯେଉଁମାନେ ଏବେ ପାଟି କରୁଛନ୍ତି ସେମାନେ ଅପେକ୍ଷା କରନ୍ତୁ ବର୍ଷ ବର୍ଷ ଧରି ଷଡଯନ୍ତ୍ର କରି କରାଇ ଦେଉ ନଥିଲେ । ଦ୍ଵିତୀୟ ପର୍ଯ୍ୟାୟକୁ ଅପେକ୍ଷା କରନ୍ତୁ। ଗତ ଦିନରେ ଆଲାଇନମେଣ୍ଟର ଛୋଟ ଛୋଟ ସମସ୍ୟା ଥିଲା କ୍ୟାବିନେଟ ଅନୁମତି ମିଳୁ ପାରୁ ନଥିଲା । ସେଥିପାଇଁ ଟେଣ୍ଡର ବାତିଲ ହେଉଥିଲା। ବହୁତ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ।

Previous Post

ସମନ୍ୱିତ ପ୍ରୟାସରେ ସୁଦୃଢ଼ ହେବ ଓଡ଼ିଶାର ଉପକୂଳ ସୁରକ୍ଷା: ଅନୁ ଗର୍ଗ

Next Post

ସୂର୍ଯ୍ୟମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ବୁଲିଲେ ବ୍ରିକ୍ସ ପ୍ରତିନିଧି ମଣ୍ଡଳୀ

FNN WEB

FNN WEB

Next Post
ସୂର୍ଯ୍ୟମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ବୁଲିଲେ ବ୍ରିକ୍ସ ପ୍ରତିନିଧି ମଣ୍ଡଳୀ

ସୂର୍ଯ୍ୟମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ବୁଲିଲେ ବ୍ରିକ୍ସ ପ୍ରତିନିଧି ମଣ୍ଡଳୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

June 4, 2026
ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

June 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.