ପୁଣି ଭୁବନେଶ୍ବର ବିମାନ ବନ୍ଦରରୁ ମିଳିଲା ମାରିଜୁଆନା । ବିପୁଳ ପରିମାଣର ମାରିଜୁଆନା ଜବତ କରିଛି ଡିଆର୍ଆଇ ଓ କଷ୍ଟମ୍ ବିଭାଗ । ବ୍ୟାଙ୍କକ୍ରୁ ଭୁବନେଶ୍ୱର ଚାଲାଣ ବେଳେ ମାରିଜୁଆନା ଜବତ ହୋଇଛି । ଜବତ ନିଶାଦ୍ରବ୍ୟର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି । ଚେକିଂ ବେଳେ ଅଭିଯୁକ୍ତ ଧରାପଡ଼ିଛି । ଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।