• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପରିବେଶ ସଚେତନତା: ପରିବେଶ ଉପଯୋଗୀ ଥାଳିରେ ମହାପ୍ରସାଦ ଗ୍ରହଣ କରି ପୃଥିବୀ ମାତାଙ୍କୁ ସମ୍ମାନ

FNN WEB by FNN WEB
July 18, 2026
in ଓଡ଼ିଶା
0
ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପରିବେଶ ସଚେତନତା: ପରିବେଶ ଉପଯୋଗୀ ଥାଳିରେ ମହାପ୍ରସାଦ ଗ୍ରହଣ କରି ପୃଥିବୀ ମାତାଙ୍କୁ ସମ୍ମାନ
0
SHARES
5
VIEWS

ପୁରୀ, 17 ଜୁଲାଇ 2026: ପବିତ୍ର ଶ୍ରୀଜଗନ୍ନାଥ ରଥଯାତ୍ରା ଅବସରରେ ଭକ୍ତମାନେ କେବଳ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦର୍ଶନରେ ସୀମିତ ନ ରହି ପରିବେଶ ସୁରକ୍ଷା ପ୍ରତି ମଧ୍ୟ ସଚେତନତାର ପରିଚୟ ଦେଇଛନ୍ତି। ଲକ୍ଷାଧିକ ଶ୍ରଦ୍ଧାଳୁ ପୃଥିବୀ ମା ପ୍ରତି ନିଜର ଦାୟିତ୍ୱକୁ ବୁଝି ପରିବେଶ ଅନୁକୂଳ ବ୍ୟବସ୍ଥାକୁ ଆପଣାଇଛନ୍ତି।
ରଥଯାତ୍ରା ମାର୍ଗର ବିଭିନ୍ନ ସ୍ଥାନରେ ଭକ୍ତମାନଙ୍କୁ ପରିବେଶ ଅନୁକୂଳ ପରିବେଶ ଉପଯୋଗୀ ଥାଳିରେ ଖାଦ୍ୟ ଓ ଜଳଖିଆ ବଣ୍ଟନ କରାଯାଉଛି। ରଥଯାତ୍ରାର ପ୍ରଥମ ଦିନରେ ହଜାର ହଜାର ଭୋଜନ ଏହି ସମ୍ପୂର୍ଣ୍ଣ ମାଟିରେ ମିଶି ଯାଉଥିବା ଥାଳିରେ ପରିବେଷଣ କରାଯାଇଥିଲା। ଏହା ଭକ୍ତମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା ପ୍ରତି ବଢ଼ୁଥିବା ସଚେତନତାର ଏକ ସୁନ୍ଦର ଉଦାହରଣ।
ଚଳିତ ବର୍ଷର ରଥଯାତ୍ରା ପାଇଁ ରିଲାଏନ୍ସ ଫାଉଣ୍ଡେସନ ପକ୍କା ଲିମିଟେଡ୍ର କମ୍ପୋଷ୍ଟଯୋଗ୍ୟ ଟେବୁଲୱେୟାର ବ୍ରାଣ୍ଡ ଚୁକ୍ ସହିତ ମିଳିତ ଭାବେ ୭ ଲକ୍ଷରୁ ଅଧିକ ଭକ୍ତଙ୍କୁ ବାଗାସ (ଆଖୁ ଛେଦା)ରୁ ପ୍ରସ୍ତୁତ ପରିବେଶ ଅନୁକୂଳ ଥାଳିରେ ଭୋଜନ ପରିବେଷଣ କରୁଛି।
ଚୁକ ପକ୍ଷରୁ ପ୍ରସ୍ତୁତ ଏହି ଥାଳିଗୁଡ଼ିକ କେବଳ ଭକ୍ତଙ୍କ ଭୋଜନକୁ ସମ୍ମାନର ସହ ପରିବେଷଣ କରେ ନାହିଁ, ବରଂ ବ୍ୟବହାର ପରେ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିଯାଇ ପ୍ରାକୃତିକ ସାରରେ ପରିଣତ ହୋଇଥାଏ। ଏହା ଫଳରେ ପ୍ଲାଷ୍ଟିକ ବର୍ଜ୍ୟ ପରି ଦୀର୍ଘଦିନ ପର୍ଯ୍ୟନ୍ତ ପରିବେଶକୁ ପ୍ରଦୂଷିତ କରେ ନାହିଁ। ସମସ୍ତେ ଭଗବାନଙ୍କ ସମ୍ମୁଖରେ ସମାନ—ରଥଯାତ୍ରାର ଏହି ମୂଳ ବାର୍ତ୍ତାକୁ ଆହୁରି ବିସ୍ତାର କରି ପ୍ରକୃତି, ନଦୀ ଓ ପରିବେଶ ପ୍ରତି ସମାନ ସମ୍ମାନ ପ୍ରଦର୍ଶନ କରୁଛି ଏହି ପଦକ୍ଷେପ।
ପକ୍କା ଲିମିଟେଡ୍ ର ଫୁଡ୍ ସର୍ଭିସ ବିଜନେସ୍ ହେଡ୍ ଶୁଭମ ତିବ୍ରେୱାଲ କହିଛନ୍ତି, “ଭକ୍ତମାନେ ଯେପରି ଭକ୍ତିଭାବରେ ପ୍ରଭୁଙ୍କ ଆରାଧନା କରୁଛନ୍ତି, ସେହିପରି ପୃଥିବୀର ଯତ୍ନ ନେଉଥିବା ଦେଖିବା ଆମ ପାଇଁ ଅତ୍ୟନ୍ତ ଭାବପ୍ରବଣ ଅନୁଭୂତି। ଆଖୁ ଛେଦାରୁ ପ୍ରସ୍ତୁତ ଏହି ଥାଳିରେ ଭୋଜନ କରିବା ମଧ୍ୟ ପ୍ରକୃତି ପ୍ରତି ଏକ ଛୋଟ ପ୍ରାର୍ଥନା ସଦୃଶ, କାରଣ ବ୍ୟବହାର ପରେ ଏହି ଥାଳି ପୁଣି ମାଟିରେ ମିଶିଯାଏ। ଲକ୍ଷାଧିକ ଭକ୍ତ ଏହି ପରିବେଶ ଅନୁକୂଳ ପଦକ୍ଷେପକୁ ଗ୍ରହଣ କରିଥିବାରୁ ଆମେ ଗର୍ବିତ ଓ ସେବା କରିପାରିଥିବାରୁ କୃତଜ୍ଞ।”

Previous Post

ପାରାଦୀପ ରଥଯାତ୍ରାରେ ଅଘଟଣ, ଦଧିନଉତି ଖସି ଦୁଇ ଜଣ ଗୁରୁତର।

Next Post

କିଆ କାରେନ୍ସ ପରିବାର ଭାରତରେ ୩ ଲକ୍ଷ ସଂଚୟିତ ବିକ୍ରୟ ଅତିକ୍ରମ କରିଛି

FNN WEB

FNN WEB

Next Post
କିଆ କାରେନ୍ସ ପରିବାର ଭାରତରେ ୩ ଲକ୍ଷ ସଂଚୟିତ ବିକ୍ରୟ ଅତିକ୍ରମ କରିଛି

କିଆ କାରେନ୍ସ ପରିବାର ଭାରତରେ ୩ ଲକ୍ଷ ସଂଚୟିତ ବିକ୍ରୟ ଅତିକ୍ରମ କରିଛି

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

August 28, 2026
ମିଳିଲା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି , ୧.୩ କୋଟି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା

ମିଳିଲା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି , ୧.୩ କୋଟି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.