• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରମ୍ପେଲା ସେତୁରେ ଶିଳ୍ପ ଭାରୀଯାନ ଚଳାଚଳ କଟକଣା ଅନ୍ତରାଳେ

FNN WEB by FNN WEB
July 23, 2026
in ଓଡ଼ିଶା
0
ରମ୍ପେଲା ସେତୁରେ ଶିଳ୍ପ ଭାରୀଯାନ ଚଳାଚଳ କଟକଣା ଅନ୍ତରାଳେ
0
SHARES
2
VIEWS

ଝାରସୁଗୁଡ଼ା ବନହରପାଲି ସ୍ଥିତି ଓପିଜିସିର ତାପଜ ବିଦ୍ୟୁତ ପ୍ରକଳ୍ପର ପାଉଶ । ପରିବହନ ଏବେ ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ପ୍ରକଳ୍ପ ସଂଲଗ୍ନ ଥିବା ଆଶପଣ୍ଡ ଏବଂ ତିଲିଆ ପାର୍ଶ୍ଵବର୍ତ୍ତୀ ଆଶପଣ୍ଡରୁ ଭାରୀଯାନ ଯୋଗେ ସଡ଼କ ପଥରେ ପାଉଁଶ ପରିବହନକୁ ନେଇ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଦେଖିବାକୁ ମିଳୁଛି। ପରିବହନ କ୍ଷମତାର ଦୁଇଗୁଣ ପରିମାଣର ପାଉଁଶ ଭାରୀଯାନ ଗୁଡ଼ିକରେ ରମେଲା ସେତୁ ଦେଇ ପରିବହନ ହେଉଛି । ଯାହା ବନହରପାଲି -ରେଙ୍ଗାଲି ରାସ୍ତା ଏବଂ ରମେଲା ସେତୁର ସ୍ଥାୟିତ୍ଵ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ଅନ୍ୟପକ୍ଷରେ ଏହି ରାସ୍ତାରେ ଦୁର୍ଘଟଣା ପ୍ରବଣତା ଅତି ମାତ୍ରାରେ ବୃଦ୍ଧି ପାଇ ଚାଲିଥିବାରୁ ଅଞ୍ଚଳବାସୀ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ଓପିଜିସି କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଓଭରଲୋଡିଂକୁ ପ୍ରୋତ୍ସାହନ ମିଳିବାରେ ଲାଗିଛି । ପରିବହନ ବିଭାଗର ନିଷ୍କ୍ରିୟତାର ଫାଇଦା ଉଠାଇ ଟ୍ରାନ୍ସପୋର୍ଟରମାନେ ଏଭଳି ଓଭରଲୋଡିଂ କରି ମୁନାଫା କରି ଚାଲିଛନ୍ତି।
ରମେଲା ସେତୁ ଦେଇ ପ୍ରତ୍ୟହ ପ୍ରାୟ ବାର ଶହରୁ ଅଧିକ ସଂଖ୍ୟକ ଶିଳ୍ପ ସଂସ୍ଥାଙ୍କ ଭାରୀଯାନ ଚଳାଚଳ କରୁଛି। ଓପିଜିସି ପ୍ରକଳ୍ପରୁ ନିର୍ଗତ ଫ୍ଲାଇଆଶକୁ ?ଏହି ସେତୁ ଦେଇ ପଡ଼ୋଶୀ ସମ୍ବଲପୁର ଜିଲ୍ଲା ସମେତ ରାଜ୍ୟର ଅନ୍ୟ ଅଞ୍ଚଳକୁ ପରିବହନ ହେଉଛି । ଏହି ସେତୁ ଦେଇ ଅନ୍ୟ ଶିଳ୍ପ ସଂସ୍କାର କୋଇଲା ଓ ପାଉଁଶ ପରିବହନ ମଧ୍ୟ ହେଉଛି ।
ହେଲେ ଏହି ଶିଳ୍ପ ବର୍ଜ୍ୟ ଓ କଞ୍ଚାମାଲ ପରିବହନ ନେଇ ଚାଲିଥିବା ପ୍ରତିଯୋଗିତାମୂଳକ ସ୍ଥିତି ଭିତରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ଘରୋଇ ସଂସ୍ଥା ପରିବହନ କାର୍ଯ୍ୟ କରୁଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ ହେଉଛି ଏହି ବ୍ୟବସାୟରେ ରାଜନୈତିକ ବ୍ୟକ୍ତିଙ୍କୁ ଥଇଥାନ କରିବାକୁ ଯାଇ ଏବେ କଂପାନୀ ଗୁଡ଼ିକ ନିଜ ପାଇଁ ଅଡୁଆ ସୃଷ୍ଟି କରି ଚାଲିଛନ୍ତି। ଯେଉଁଠାରେ ତିରିଶ ଟନ ପର୍ଯ୍ୟନ୍ତ ମାଲ ପରିବହନ କ୍ଷମତା ରହିଛି ସେଠାରେ ଦୁଇ
ଗୁଣ ଅର୍ଥାତ ୬୦ ଟନ ପର୍ଯ୍ୟନ୍ତ ମାଲ ପରିବହନ କରାଯାଉଛି। ଏଥିସହ ତାରପୋଲିନ ନାମକୁ ମାତ୍ର ଘୋଡ଼େଇବା ଦେଖାଯାଉଛି। ତାରପୋଲିନ ଠିକ ଭାବେ ଢଙ୍କା ନ ଯିବାରୁ ରାସ୍ତାରେ ଏବଂ ସେତୁ ଉପରେ ପାଉଁଶ ଏବଂ କୋଇଲା ଗୁଣ୍ଡ ପଡ଼ି ସାଂଘାତିକ ବାୟୁ ପ୍ରଦୂଷଣ ସୃଷ୍ଟି କରୁଛି। ଯାହାକି ସମସ୍ୟା ଓ ଦୁର୍ଘଟଣା ପ୍ରବଣତା ବୃଦ୍ଧିକୁ ରୋକିବା
ଓ କାର୍ ତଥା ଅନ୍ୟାନ୍ୟ ଯାନବାହାନ ଯୋଗେ ଯାତାୟାତ କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇଛି। ନିୟମିତ ଅନ୍ତରାଳରେ ଦୁର୍ଘଟଣା ଘଟି ଧନଜୀବନ ହାନୀ ଘଟୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଶିଳ୍ପ ଭାରୀଯାନ ଗୁଡ଼ିକରେ ବେଆଇନ ଭାବେ ଓଭରଲୋଡିଂ ପରିବହନ ଓ ଅନିୟନ୍ତ୍ରିତ ବେଗରେ
ଚଳାଚଳକୁ ତୀବ୍ର ବିରୋଧ କରାଯାଉଛି । ସାମାଜିକ କର୍ମୀ ବିରଞ୍ଚି ସାହୁଙ୍କ
ଅଞ୍ଚଳବାସୀ ସେମାନଙ୍କ ଜୀବନ କାହିଁକି ଦେବେ । ପ୍ରଶାସନ ତୁରନ୍ତ ଓଭରଲୋଡିଂ ବନ୍ଦ କରିବା ସହ ରମେଲା ସେତୁ ରାସ୍ତାରେ ଶିଳ୍ପ ଭାରୀଯାନ ଚଳାଚଳ ନେଇ ଲାଗୁ କରିଥିବା କଟକଣାକୁ ଠିକ ଭାବେ : ପାଳନ କରିବା ସହ କଟକଣାକୁ ଆଗକୁ ମଧ୍ୟ ଜାରି ନ ରଖିବାକୁ ସେ ଦାବି କରିଛନ୍ତି ।
ଏନେଇ ଏସପି ଗୁଣ୍ଡଲା ରାଘବେନ୍ଦ୍ର ରେଡ୍ଡିଙ୍କୁ ? ପଚରା ଯିବାରୁ ଏହି ରାସ୍ତାରେ ଓଭରଲୋଡିଂସମସ୍ୟା ଓ ଦୁର୍ଘଟଣା ପ୍ରବଣତା ବୃଦ୍ଧିକୁ ରୋକିବା ନେଇ ଜିଲ୍ଲା ପୁଲିସ ପ୍ରଶାସନ ଗୁରୁତ୍ଵର ସହ ପଦକ୍ଷେପ ନେଉଛି। ଖୁବଶୀଘ୍ର ପୁଲିସ ଓ ଆରଟିଓଙ୍କ ପକ୍ଷରୁ ଯୁଗ୍ମ ଚଢ଼ଉ କରାଯାଇ ଓଭରଲୋଡିଂ ଏବଂ ବେପରୁଆ ଗାଡ଼ି ଚାଳନାକୁ ରୋକିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଏସପି କହିଛନ୍ତି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ମଣ କହିଛନ୍ତି ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ରମ୍ପେଲା ସେତୁ ରାସ୍ତାରେ ଯାନବାହାନର ଗତି ମାପିବା ସହ ନିୟନ୍ତ୍ରଣ ରକ୍ଷା ଲାଗି ସ୍ପିଡୋମିଟର ଓ ସିସିଟିଭି କ୍ୟାମେରା ସ୍ଥାପନ କରାଯିବ । ଏହି ରାସ୍ତାରେ ହେଉଥିବା ଦୁର୍ଘଟଣା ଓ ଅନ୍ୟାନ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ସକାଳ ୬ଟାରୁ ରାତ୍ରୀ ୧୦ଟା ଯାଏଁ ଶିଳ୍ପ ଭାରୀଯାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । ଚଢ଼ଉ କରିବା ଲାଗି ଅତିରିକ୍ତ ବିଭାଗୀୟ କର୍ମଚାରୀଙ୍କୁ ନିୟୋଜିତ କରାଯିବା ପାଇଁ ବିଭାଗକୁ କର୍ମଚାରୀ ଯୋଗାଇବା ଲାଗି କୁହାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

Previous Post

ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ନୀଳାଦ୍ରୀର ୬ତମ ଇନଷ୍ଟଲେସନ୍ ସମାରୋହ “ନିର୍ମାଲ୍ୟ” ଆଡ଼ମ୍ବର ଓ ଦୂରଦୃଷ୍ଟି ସହ ପାଳିତ

Next Post

ଏଚଡିଏଫସି ବ୍ୟାଙ୍କର ପ୍ରଥମ ତ୍ରୈମାସିକ ଲାଭ ୫% ବୃଦ୍ଧି, ଜମା ଓ ଋଣ ବିତରଣରେ ଦୁଇ ଅଙ୍କ ଅଭିବୃଦ୍ଧି

FNN WEB

FNN WEB

Next Post
ଏଚଡିଏଫସି ବ୍ୟାଙ୍କର ପ୍ରଥମ ତ୍ରୈମାସିକ ଲାଭ ୫% ବୃଦ୍ଧି, ଜମା ଓ ଋଣ ବିତରଣରେ ଦୁଇ ଅଙ୍କ ଅଭିବୃଦ୍ଧି

ଏଚଡିଏଫସି ବ୍ୟାଙ୍କର ପ୍ରଥମ ତ୍ରୈମାସିକ ଲାଭ ୫% ବୃଦ୍ଧି, ଜମା ଓ ଋଣ ବିତରଣରେ ଦୁଇ ଅଙ୍କ ଅଭିବୃଦ୍ଧି

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ରାଜ୍ୟ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର , ୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର , ୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

July 23, 2026
ହୀରାକୁଦର ଆଉ ୪ ଗେଟ୍ ଖୋଲିଲା, ୧୬ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ହୀରାକୁଦର ଆଉ ୪ ଗେଟ୍ ଖୋଲିଲା, ୧୬ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

July 23, 2026
ସିଏମ୍‌ଓରୁ ଫାଇଲ ଚୋରି ମାମଲାରେ ସ୍କାନରରେ ନବୀନଙ୍କ ବଡ଼ବାବୁ ; ଭିକେ ପାଣ୍ଡିଆନଙ୍କ ପରେ ଆଜି ଉପେନ୍ଦ୍ର ବେହେରାଙ୍କୁ ସମନ

ସିଏମ୍‌ଓରୁ ଫାଇଲ ଚୋରି ମାମଲାରେ ସ୍କାନରରେ ନବୀନଙ୍କ ବଡ଼ବାବୁ ; ଭିକେ ପାଣ୍ଡିଆନଙ୍କ ପରେ ଆଜି ଉପେନ୍ଦ୍ର ବେହେରାଙ୍କୁ ସମନ

July 23, 2026
ମହାନଦୀ ଜଳ ବିବାଦ ମାମଲା : ଜଏଣ୍ଟ କମିଟି ଗଠନ କରିବାକୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

ମହାନଦୀ ଜଳ ବିବାଦ ମାମଲା : ଜଏଣ୍ଟ କମିଟି ଗଠନ କରିବାକୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

July 23, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର , ୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର , ୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

July 23, 2026
ହୀରାକୁଦର ଆଉ ୪ ଗେଟ୍ ଖୋଲିଲା, ୧୬ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ହୀରାକୁଦର ଆଉ ୪ ଗେଟ୍ ଖୋଲିଲା, ୧୬ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

July 23, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.