• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବାହୁଡ଼ା ଯାତ୍ରା ପ୍ରସ୍ତୁତି, ଶ୍ରଦ୍ଧାଳୁଙ୍କ ପାଇଁ ଚାଲିବ ଅତିରିକ୍ତ ‘ଆମ ବସ୍’

FNN WEB by FNN WEB
July 23, 2026
in ଓଡ଼ିଶା
0
ବାହୁଡ଼ା ଯାତ୍ରା ପ୍ରସ୍ତୁତି, ଶ୍ରଦ୍ଧାଳୁଙ୍କ ପାଇଁ ଚାଲିବ ଅତିରିକ୍ତ ‘ଆମ ବସ୍’
0
SHARES
2
VIEWS

ଭୁବନେଶ୍ୱର: ବାହୁଡ଼ା ଯାତ୍ରା ଅବସରରେ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷିତ, ଆରାମଦାୟକ ଯାତାୟାତ ସୁନିଶ୍ଚିତ କରିବା ପାଇଁ କ୍ରୁଟ ପକ୍ଷରୁ ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ପୁରୀକୁ ସଂଯୋଗ କରୁଥିବା ବିଭିନ୍ନ ସ୍ୱତନ୍ତ୍ର ରୁଟରେ ୫୦ଟି ଆମ ବସ୍ ସ୍ୱତନ୍ତ୍ର ସେବା ପାଇଁ ନିୟୋଜିତ କରାଯାଇଛି।

ବାହୁଡ଼ା ତଥା ରଥଯାତ୍ରା ପାଇଁ ହୋଇଥିବା ଏହି ସ୍ୱତନ୍ତ୍ର ବସ୍ ସେବା ଶ୍ରୀମନ୍ଦିର ପାର୍କିଂରୁ ମାଷ୍ଟର କ୍ୟାଣ୍ଟିନ୍ ମଧ୍ୟରେ DD1, ମାଷ୍ଟର କ୍ୟାଣ୍ଟିନରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟରେ ଏୟାରପୋର୍ଟ ସଟଲ୍ (AS), ମାଷ୍ଟର କ୍ୟାଣ୍ଟିନରୁ ତାଳବଣିଆ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ସୁନ୍ଦରପଦା ଓ ହରିରାଜପୁର ଦେଇ 22E, ମାଷ୍ଟର କ୍ୟାଣ୍ଟିନରୁ ତାଳବଣିଆ ବସ୍ ଷ୍ଟାଣ୍ଡ 50E (ଏକ୍ସପ୍ରେସ୍), ବରମୁଣ୍ଡାରୁ ତାଳବଣିଆ ବସ୍ ଷ୍ଟାଣ୍ଡ 51E, ଏନ୍ଏଲୟୁଓ, କଟକରୁ ତାଳବଣିଆ ବସ୍ ଷ୍ଟାଣ୍ଡ 54E, ଖୋର୍ଦ୍ଧାରୁ ତାଳବଣିଆ ବସ୍ ଷ୍ଟାଣ୍ଡ 56E, ତାଳବଣିଆ ବସ୍ ଷ୍ଟାଣ୍ଡରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ 57E, ଜଗତପୁରରୁ ତାଳବଣିଆ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ 58E, ମହାନଦୀ ବିହାରରୁ ତାଳବଣିଆ ବସ୍ ଷ୍ଟାଣ୍ଡ 59E, ମଙ୍ଗଳାଘାଟ ଛକରୁ ସାତପଡ଼ା 61E, ତାଳବଣିଆ ବସ୍ ଷ୍ଟାଣ୍ଡରୁ ମାଧବ ମନ୍ଦିର 72E ଏବଂ ତାଳବଣିଆ ବସ୍ ଷ୍ଟାଣ୍ଡରୁ ନିମାପଡ଼ା ପର୍ଯ୍ୟନ୍ତ 77E ରୁଟ୍ ଚଳାଚଳ କରିବ।

ଏହା ବ୍ୟତୀତ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ୧୫ଟି ବସ୍ ପୁରୀରେ ନିଶୁଳ୍କ ସଟଲ୍ ସେବା ପାଇଁ ନିୟୋଜିତ ରହିବ। ଏହି ସଟଲ୍ ସେବା ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରତି ୧୦ ମିନିଟ୍ ବ୍ୟବଧାନରେ ସମଙ୍ଗ ପାର୍କିଂରୁ ଷ୍ଟର୍ଲିଂ ପାର୍କିଂ ପର୍ଯ୍ୟନ୍ତ ମଙ୍ଗଳାଘାଟ ଦେଇ ଚଳାଚଳ କରିବ। ଏହା ଶ୍ରଦ୍ଧାଳୁମାନଙ୍କୁ ଶେଷ ମାଇଲ ସଂଯୋଗ ସୁବିଧା ଯୋଗାଇବା ସହ ଟ୍ରାଫିକ୍ ହ୍ରାସ କରିବାରେ ସହାୟକ ହେବ।

କ୍ରୁଟ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ବସ୍ କର୍ମଚାରୀଙ୍କ ସହ ସହଯୋଗ କରିବା, ଶୃଙ୍ଖଳିତ ଭାବେ ବସରେ ଚଢ଼ିବା ଓ ଓହ୍ଲାଇବା ଏବଂ ଅତ୍ୟଧିକ ଭିଡ଼ ନକରି ପରବର୍ତ୍ତୀ ବସକୁ ଅପେକ୍ଷା କରିବାକୁ ଅନୁରୋଧ କରାଯାଇଛି । ଭିଡ଼କୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କୁ ନିଜ ବ୍ୟକ୍ତିଗତ ସାମଗ୍ରୀ ପ୍ରତି ସତର୍କ ରହିବା ଏବଂ ଚୋରି କିମ୍ବା ହଜିଯିବା ଭଳି ଘଟଣାକୁ ଏଡ଼ାଇବା ପାଇଁ ସଚେତନ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ରୁଟ୍ ସମ୍ପର୍କିତ ସୂଚନା ଏବଂ ଅନ୍ୟାନ୍ୟ ସହାୟତା ପାଇଁ ଯାତ୍ରୀମାନେ ଆମ ବସ୍ ହେଲ୍ପଲାଇନ୍ ୧୮୦୦-୫୭୦୦-୨୧୮ରେ ଯୋଗାଯୋଗ କରିପାରିବେ। ଏଥିସହ କ୍ରୁଟର ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ମଧ୍ୟ ନିୟମିତ ଅଦ୍ୟତନ ସୂଚନା ଉପଲବ୍ଧ ରହିବ।

Previous Post

ଏଚଡିଏଫସି ବ୍ୟାଙ୍କର ପ୍ରଥମ ତ୍ରୈମାସିକ ଲାଭ ୫% ବୃଦ୍ଧି, ଜମା ଓ ଋଣ ବିତରଣରେ ଦୁଇ ଅଙ୍କ ଅଭିବୃଦ୍ଧି

Next Post

ମହାନଦୀ ଜଳ ବିବାଦ ମାମଲା : ଜଏଣ୍ଟ କମିଟି ଗଠନ କରିବାକୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

FNN WEB

FNN WEB

Next Post
ମହାନଦୀ ଜଳ ବିବାଦ ମାମଲା : ଜଏଣ୍ଟ କମିଟି ଗଠନ କରିବାକୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

ମହାନଦୀ ଜଳ ବିବାଦ ମାମଲା : ଜଏଣ୍ଟ କମିଟି ଗଠନ କରିବାକୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ରାଜ୍ୟ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର , ୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର , ୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

July 23, 2026
ହୀରାକୁଦର ଆଉ ୪ ଗେଟ୍ ଖୋଲିଲା, ୧୬ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ହୀରାକୁଦର ଆଉ ୪ ଗେଟ୍ ଖୋଲିଲା, ୧୬ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

July 23, 2026
ସିଏମ୍‌ଓରୁ ଫାଇଲ ଚୋରି ମାମଲାରେ ସ୍କାନରରେ ନବୀନଙ୍କ ବଡ଼ବାବୁ ; ଭିକେ ପାଣ୍ଡିଆନଙ୍କ ପରେ ଆଜି ଉପେନ୍ଦ୍ର ବେହେରାଙ୍କୁ ସମନ

ସିଏମ୍‌ଓରୁ ଫାଇଲ ଚୋରି ମାମଲାରେ ସ୍କାନରରେ ନବୀନଙ୍କ ବଡ଼ବାବୁ ; ଭିକେ ପାଣ୍ଡିଆନଙ୍କ ପରେ ଆଜି ଉପେନ୍ଦ୍ର ବେହେରାଙ୍କୁ ସମନ

July 23, 2026
ମହାନଦୀ ଜଳ ବିବାଦ ମାମଲା : ଜଏଣ୍ଟ କମିଟି ଗଠନ କରିବାକୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

ମହାନଦୀ ଜଳ ବିବାଦ ମାମଲା : ଜଏଣ୍ଟ କମିଟି ଗଠନ କରିବାକୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

July 23, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର , ୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର , ୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

July 23, 2026
ହୀରାକୁଦର ଆଉ ୪ ଗେଟ୍ ଖୋଲିଲା, ୧୬ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ହୀରାକୁଦର ଆଉ ୪ ଗେଟ୍ ଖୋଲିଲା, ୧୬ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

July 23, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.