FNN WEB

FNN WEB

ଆକାଶରୁ ନିଆଁ ବର୍ଷା : ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୪ଡ଼ିଗ୍ରୀ ଛୁଇଁଲା ପାରଦ, ବୌଦ୍ଧ ସବୁଠୁ ଉତ୍ତପ୍ତ

ଆକାଶରୁ ନିଆଁ ବର୍ଷା : ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୪ଡ଼ିଗ୍ରୀ ଛୁଇଁଲା ପାରଦ, ବୌଦ୍ଧ ସବୁଠୁ ଉତ୍ତପ୍ତ

ଭୁବନେଶ୍ବର : ସାରା ରାଜ୍ୟରେ ତାତିର ପ୍ରକୋପ ଜାରି ରହିଛି। ଅସହ୍ୟ ତାତି ଯୋଗୁଁ ରାଜ୍ୟବାସୀ କଲବଲ ହେଉଛନ୍ତି। ସକାଳ ୮ ଟାରୁ ସୂର୍ଯ୍ୟଙ୍କ ପ୍ରଖର କିରଣ...

ଲଖନପୁରରେ ଡଙ୍ଗା ବୁଡି ୨ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଲଖନପୁରରେ ଡଙ୍ଗା ବୁଡି ୨ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣାଭୁବନେଶ୍ବର : ଝାରସୁଗୁଡା ଜିଲ୍ଲା ଲଖନପୁରର ଶରଧାରେ ମହାନଦୀରେ ଏକ ନୌକା ବୁଡି ୨ ଜଣ ବ୍ୟକ୍ତି...

ଲୋକଙ୍କ ସହ ଭିଡ଼ିଓ କଲରେ କଥା ହେଲେ ମୁଖ୍ୟମନ୍ତ୍ରୀ

ଲୋକଙ୍କ ସହ ଭିଡ଼ିଓ କଲରେ କଥା ହେଲେ ମୁଖ୍ୟମନ୍ତ୍ରୀ

ନେଲେ ଉନ୍ନୟନମୂଳକ କାମର ଅପଡେଟ୍‌ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ବି ରାଜନୀତି କରି ନାହାନ୍ତି; ବରଂ ସେ ରାଜନୀତିରେ ରହି ଲୋକଙ୍କ ସେବା କରୁଛନ୍ତି।...

ବିଜେଡିରେ ଯୋଗଦେଲେ ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ

ବିଜେଡିରେ ଯୋଗଦେଲେ ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ

ଭୁବନେଶ୍ବର/ଦେବଗଡ଼: ଯାହା ପୂର୍ବାନୁମାନ କରାଯାଉଥିଲା, ତାହା ହିଁ ଦେଖିବାକୁ ମିଳିଛି। ବିଜେପିର ସାଂଗଠନିକ କାର୍ଯ୍ୟରେ ଅବହେଳିତ ଅବସ୍ଥାରେ ଥିବା ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ...

ଯାଜପୁର ବସ୍ ଦୁର୍ଘଟଣା : ଏସସିବିରେ ଆହତଙ୍କୁ ଭେଟିଲେ 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ

ଯାଜପୁର ବସ୍ ଦୁର୍ଘଟଣା : ଏସସିବିରେ ଆହତଙ୍କୁ ଭେଟିଲେ 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ

କଟକ : ୧୬ ନମ୍ବର ଜାତୀୟ ରାଜପଥର ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ବଜାର ନିକଟରେ ଗତକାଲି ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଓଭରବ୍ରିଜ୍ ତଳକୁ ଏକ...

ଦ୍ବିତୀୟ ପର୍ଯ୍ୟାୟରେ ୨୧ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

ଦ୍ବିତୀୟ ପର୍ଯ୍ୟାୟରେ ୨୧ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

ଭୁବନେଶ୍ବର: ଓଡ଼ିଶାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା‌ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ବିଜେପି)। ଏଥର ୨୧ଟି...

ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା-୨’ର ଟିଜର,

ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା-୨’ର ଟିଜର,

ନୂଆଦିଲ୍ଲୀ: ତେଲୁଗୁ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ନିଜ ଜନ୍ମଦିନରେ ତାଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଅଭିନେତାଙ୍କ ଆଗାମୀ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା-୨’ର...

ହୋଇନାହିଁ ବ୍ରେକ୍‌-ଅପ୍‌

ହୋଇନାହିଁ ବ୍ରେକ୍‌-ଅପ୍‌

ମୁମ୍ବାଇ: ଆଜିକାଲି ଟାଇଗର ସରଫ ତାଙ୍କ ଚଳଚ୍ଚିତ୍ର ‘ବଡେ ମିୟାଁ ଛୋଟେ ମିୟାଁ’ର ରିଲିଜ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ବର୍ତ୍ତମାନ ତାଙ୍କ ଚଳଚ୍ଚିତ୍ର ୧୦ ଏପ୍ରିଲ ପରିବର୍ତ୍ତେ...

Page 327 of 328 1 … 326 327 328
  • Trending
  • Comments
  • Latest

Recent News