ମୁଖ୍ୟ ଖବର

ଗ୍ଲୋବାଲ୍‍ ସିକ୍ୟୁରିଟି ଇନ୍‍ଷ୍ଟିଚ୍ୟୁଟ୍‍ର ମୁଖ୍ୟ ଜୋନାଥନ ଗ୍ରାନଫ୍‍ଙ୍କୁ କିସ୍‍ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର,: ବିଶ୍ୱ ଶାନ୍ତି, ପରମାଣୁ ନିରସ୍ତ୍ରୀକରଣ ଓ ଆଇନର ଶାସନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଗ୍ଲୋବାଲ୍‍ ସିକ୍ୟୁରିଟି ଇନ୍‍ଷ୍ଟିଚ୍ୟୁଟ୍‍ର ସଭାପତି ଜୋନାଥନ୍‍ ଗ୍ରାନଫ୍‍ଙ୍କୁ ଶନିବାର କିସ୍‍...

Read moreDetails

ବିହାରରେ ଏନଡିଏର ବିପୁଳ ବିଜୟ, ଭୁଶୁଡ଼ିଗଲା ମହାମେଣ୍ଟ

ଏକଜାଟ୍ ହେଲା ଏକଜିଟ ପୋଲ୍ ଆକଳନ । ଫେଲ ମାରିଛି ମହାଗଠବନ୍ଧନ। ବିହାର ନିର୍ବାଚନରେ ଏନଡିଏକୁ ଐତିହାସିକ ବିଜୟ ମିଳିଛି। ବିପୁଳ ଆସନରେ ଏନଡିଏ ବିଜୟଲାଭ କରି...

Read moreDetails

ଆଉ ଫେରିବନି ଜଙ୍ଗଲରାଜ: ମୋଦୀ

ବିହାରରେ ଏନଡିଏର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାମୁଛା ଉଡ଼ାଇ ଉତ୍ସବ ମନାଇଛନ୍ତି। ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଶୁକ୍ରବାର ସନ୍ଧ୍ୟାରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା।...

Read moreDetails

ନୂଆପଡ଼ା ଓ ବିହାରରେ ଇତିହାସ ସୃଷ୍ଟି ହୋଇଛି: ମୋହନ

‘ବିରୋଧୀଙ୍କ ଅପପ୍ରଚାର, ମିଥ୍ୟା ପ୍ରତିଶ୍ରୁତି ନୂଆପଡ଼ାବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି’ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଆଜି ଏକ ଐତିହାସିକ ଦିନ। ଏକ ଐତିହାସିକ ମୁହୂର୍ତ୍ତ। ବିହାର...

Read moreDetails

ଜୟଙ୍କ ମୁଣ୍ଡରେ ବିଜୟ ମୁକୁଟ

ଭୁବନେଶ୍ୱର : ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଇଛି । ବିଜେପିର ଜୟ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ...

Read moreDetails

ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାର ‘ଲୋଗୋ’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ପ୍ରଥମ ପର୍ଯ୍ୟାୟରେ ୨୨୦୦ ବିଦ୍ୟାଳୟ ପାଇଁ ପ୍ରାୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ଶିକ୍ଷାକୁ ଆକର୍ଷଣୀୟ ଓ ପ୍ରଭାବଶାଳୀ କରିବା ପାଇଁ ଗୋଦାବରୀଶ ଆଦର୍ଶ...

Read moreDetails

୭୨ତମ ନିଖିଳ ଭାରତ ସମବାୟ ସପ୍ତାହ-୨୦୨୫

ରାଜ୍ୟସ୍ତରୀୟ ସମବାୟ ପତାକା ଉତ୍ତୋଳନ ଉତ୍ସବୱାନ୍ ଷ୍ଟପ୍ ସପ୍ ହେବ ସମବାୟ ଅନୁଷ୍ଠାନ: ସମବାୟ ମନ୍ତ୍ରୀ ଭୁବନେଶ୍ଵର: ଅର୍ଥନୈତିକ ପ୍ରଗତି ସହ ସାମାଜିକ ପରିବର୍ତ୍ତନର ଏକ ବଳିଷ୍ଠ...

Read moreDetails

ଉପର ମଣିନାଗ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ

ରଣପୁରର ବିକାଶ ଯୋଜନାର ସମୀକ୍ଷାରଣପୁର ଦର୍ପନାରାୟଣପୁର ରାସ୍ତା ଡିସେମ୍ବର ସୁଦ୍ଧା ସାରିବାକୁ ନର୍ଦ୍ଦେଶ ଦେଲେ ବାଚସ୍ପତି ଭୁବନେଶ୍ୱର/ରଣପୁର : ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପୂର୍ତ୍ତ...

Read moreDetails

ରାଜ୍ୟରେ ଏଲ୍‌ପିଜି ଯୋଗାଣକୁ ସୁବ୍ୟବସ୍ଥିତ କରିବା ନେଇ ବୈଠକ

ଭୁବନେଶ୍ୱର : ରାଜ୍ୟରେ ଏଲ୍‌ପିଜି ସିଲିଣ୍ଡର ଖାଉଟିମାନଙ୍କୁ ସୁବିଧାରେ ଓ ଠିକଣା ସମୟରେ ଗ୍ୟାସ ପହଞ୍ଚାଇବା ଉପରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଗୁରୁତ୍ୱାରୋପ କରିଛି...

Read moreDetails

ନୂଆଦିଲ୍ଲୀ: ୪୪ତମ ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ରେ ‘ଓଡ଼ିଶା ମଣ୍ଡପ’ ଉଦଘାଟିତ

• ଓଡ଼ିଶା ମଣ୍ଡପ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡ଼ା• ନଭେମ୍ବର ୧୪ରୁ ୨୭ ଯାଏଁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା• ଭାରତ ମଣ୍ଡପମର ହଲ୍...

Read moreDetails
Page 75 of 292 1 74 75 76 292
  • Trending
  • Comments
  • Latest

Recent News