• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଓଡ଼ିଶାର ୩ ସରକାରୀ ମେଡିକାଲ କଲେଜରେ ୧୧ DNB ସିଟ୍‌କୁ ଅନୁମୋଦନ

FNN WEB by FNN WEB
August 12, 2026
in ଓଡ଼ିଶା
0
ଓଡ଼ିଶାର ୩ ସରକାରୀ ମେଡିକାଲ କଲେଜରେ ୧୧ DNB ସିଟ୍‌କୁ ଅନୁମୋଦନ
0
SHARES
0
VIEWS

ଭୁବନେଶ୍ୱର ୧୨।୮: ଓଡ଼ିଶାର ୩ଟି ସରକାରୀ ମେଡିକାଲ କଲେଜରେ ୧୧ଟି ପୋଷ୍ଟ-ଡିପ୍ଲୋମା ଡିଏନବି (DNB) ସିଟ୍କୁ ଅନୁମୋଦନ ମିଳିଛି । ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ବୋର୍ଡ ଅଫ୍ ଏଗଜାମିନେସନ ଇନ ମେଡିକାଲ ସାଇନ୍ସ (NBEMS) ପକ୍ଷରୁ ରାଜ୍ୟର ୩ଟି ସରକାରୀ ମେଡିକାଲ କଲେଜରେ ୫ଟି ବ୍ରଡ୍ ସ୍ପେସିଆଲିଟିରେ ମୋଟ୍ ୧୧ଟି ପୋଷ୍ଟ-ଡିପ୍ଲୋମା ଡିଏନବି ସିଟକୁ ମାନ୍ୟତା ପ୍ରଦାନ କରାଯାଇଛି ।

ଏହି ମାନ୍ୟତାପ୍ରାପ୍ତ ସିଟ୍ଗୁଡ଼ିକ ଶିଶୁ ଚିକିତ୍ସା (Paediatrics), ପ୍ରସୂତି ଓ ସ୍ତ୍ରୀରୋଗ (Obstetrics & Gynaecology), ଚକ୍ଷୁ ରୋଗ (Ophthalmology), ଟି.ବି. ଓ ଛାତି ରୋଗ (T.B. & C.D.) ଏବଂ ନିଶ୍ଚେତନ ବିଜ୍ଞାନ (Anaesthesiology) ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଅନୁମୋଦନ ମିଳିଛି । ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ହସ୍ପିଟାଲ, ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲ, କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏହି ସିଟକୁ ମାନ୍ୟତା ପ୍ରଦାନ କରାଯାଇଛି ।

ମୋଟ ୧୧ଟି ସିଟ୍ ମଧ୍ୟରୁ ୦୫ଟି ସିଟ୍ ଓଡ଼ିଶାର ଚାକିରିରେ ଥିବା ଡାକ୍ତର ମାନଙ୍କ ପାଇଁ ସଂରକ୍ଷିତ ରହିବ ଏବଂ ୬ଟି ସିଟ୍ ସର୍ବଭାରତୀୟ କୋଟା ଅଧୀନରେ ଉପଲବ୍ଧ ହେବ । ଏହି ନୂତନ ପୋଷ୍ଟ-ଡିପ୍ଲୋମା ଡିଏନବି ପ୍ରଶିକ୍ଷଣ ସୁଯୋଗ ରାଜ୍ୟରେ ବିଶେଷଜ୍ଞ ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି କରିବ। ଏହା ଫଳରେ ରାଜ୍ୟବାସୀଙ୍କୁ ଉନ୍ନତମାନର ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଅଧିକ ସହଜରେ ଉପଲବ୍ଧ କରାଇବାରେ ସହାୟତା ମିଳିବ। ଏହି ପଦକ୍ଷେପ ମାଧ୍ୟମରେ ରାଜ୍ୟର ଡାକ୍ତରମାନଙ୍କୁ ନିଜ ସରକାରୀ ସେବା ଜାରି ରଖିବା ସହିତ ଉଚ୍ଚତର ପୋଷ୍ଟଗ୍ରାଜୁଏଟ୍ ପ୍ରଶିକ୍ଷଣ ଓ ବିଶେଷଜ୍ଞତା ହାସଲ କରିବାର ଅଧିକ ସୁଯୋଗ ମିଳିବ। ଏହା ଓଡ଼ିଶାର ଚିକିତ୍ସା ଶିକ୍ଷାର ବିକାଶ ଯାତ୍ରାରେ ଏକ ନୂତନ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।

ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କୃତଜ୍ଞତା ଜଣାଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ ଯୋଗୁଁ ଏହା ସମ୍ଭବ ହୋଇଛି । ରାଜ୍ୟରେ ଚିକିତ୍ସା ଶିକ୍ଷାର ବିସ୍ତାର, ଡାକ୍ତରମାନଙ୍କ ପାଇଁ ଅଧିକ ପ୍ରଶିକ୍ଷଣ ସୁଯୋଗ ସୃଷ୍ଟି ଏବଂ ଓଡ଼ିଶାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିରନ୍ତର ସହଯୋଗ ଓ ମାର୍ଗଦର୍ଶନ ସ୍ବାସ୍ଥ୍ୟ କ୍ଷେତ୍ରରେ ନୂତନ କିରଣ ଆଣିଦେଉଛି । ଏହି ସିଟ୍ ଅନୁମୋଦନ ଫଳରେ ପୋଷ୍ଟ-ଡିପ୍ଲୋମା ଡିଏନବିର ସ୍ପେସିଆଲିଷ୍ଟ ଡାକ୍ତର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ହସ୍ପିଟାଲଗୁଡିକର ସେବା ଯୋଗାଇଦେବା ସହଜ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

Previous Post

୪୬ତମ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ! ସେମିକଣ୍ଡକ୍ଟରରୁ ଶିଶୁଙ୍କ ପାଇଁ ଘୋଷଣା

Next Post

ଓଡ଼ିଶା ଡିଜିପି ଚୟନକୁ ନେଇ ବଢ଼ିଲା ଉତ୍କଣ୍ଠା, ଆସନ୍ତାକାଲି ବୈଠକ, ୩ ଜଣଙ୍କ ନାଁରେ ମାନସମନ୍ଥନ

FNN WEB

FNN WEB

Next Post
ଓଡ଼ିଶା ଡିଜିପି ଚୟନକୁ ନେଇ ବଢ଼ିଲା ଉତ୍କଣ୍ଠା, ଆସନ୍ତାକାଲି ବୈଠକ, ୩ ଜଣଙ୍କ ନାଁରେ ମାନସମନ୍ଥନ

ଓଡ଼ିଶା ଡିଜିପି ଚୟନକୁ ନେଇ ବଢ଼ିଲା ଉତ୍କଣ୍ଠା, ଆସନ୍ତାକାଲି ବୈଠକ, ୩ ଜଣଙ୍କ ନାଁରେ ମାନସମନ୍ଥନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଏଗ୍ରିଷ୍ଟାକ୍ ନିୟମରେ ଚାଷୀ ହନ୍ତସନ୍ତ, ପଞ୍ଜୀକରଣ ଜଟିଳତା ଓ ସର୍ଭର ସମସ୍ୟାରେ ବଢ଼ୁଛି ଅସନ୍ତୋଷ

ଏଗ୍ରିଷ୍ଟାକ୍ ନିୟମରେ ଚାଷୀ ହନ୍ତସନ୍ତ, ପଞ୍ଜୀକରଣ ଜଟିଳତା ଓ ସର୍ଭର ସମସ୍ୟାରେ ବଢ଼ୁଛି ଅସନ୍ତୋଷ

August 12, 2026
ଓଡ଼ିଶା ଡିଜିପି ଚୟନକୁ ନେଇ ବଢ଼ିଲା ଉତ୍କଣ୍ଠା, ଆସନ୍ତାକାଲି ବୈଠକ, ୩ ଜଣଙ୍କ ନାଁରେ ମାନସମନ୍ଥନ

ଓଡ଼ିଶା ଡିଜିପି ଚୟନକୁ ନେଇ ବଢ଼ିଲା ଉତ୍କଣ୍ଠା, ଆସନ୍ତାକାଲି ବୈଠକ, ୩ ଜଣଙ୍କ ନାଁରେ ମାନସମନ୍ଥନ

August 12, 2026
ଓଡ଼ିଶାର ୩ ସରକାରୀ ମେଡିକାଲ କଲେଜରେ ୧୧ DNB ସିଟ୍‌କୁ ଅନୁମୋଦନ

ଓଡ଼ିଶାର ୩ ସରକାରୀ ମେଡିକାଲ କଲେଜରେ ୧୧ DNB ସିଟ୍‌କୁ ଅନୁମୋଦନ

August 12, 2026
୪୬ତମ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ! ସେମିକଣ୍ଡକ୍ଟରରୁ ଶିଶୁଙ୍କ ପାଇଁ ଘୋଷଣା

୪୬ତମ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ! ସେମିକଣ୍ଡକ୍ଟରରୁ ଶିଶୁଙ୍କ ପାଇଁ ଘୋଷଣା

August 12, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଏଗ୍ରିଷ୍ଟାକ୍ ନିୟମରେ ଚାଷୀ ହନ୍ତସନ୍ତ, ପଞ୍ଜୀକରଣ ଜଟିଳତା ଓ ସର୍ଭର ସମସ୍ୟାରେ ବଢ଼ୁଛି ଅସନ୍ତୋଷ

ଏଗ୍ରିଷ୍ଟାକ୍ ନିୟମରେ ଚାଷୀ ହନ୍ତସନ୍ତ, ପଞ୍ଜୀକରଣ ଜଟିଳତା ଓ ସର୍ଭର ସମସ୍ୟାରେ ବଢ଼ୁଛି ଅସନ୍ତୋଷ

August 12, 2026
ଓଡ଼ିଶା ଡିଜିପି ଚୟନକୁ ନେଇ ବଢ଼ିଲା ଉତ୍କଣ୍ଠା, ଆସନ୍ତାକାଲି ବୈଠକ, ୩ ଜଣଙ୍କ ନାଁରେ ମାନସମନ୍ଥନ

ଓଡ଼ିଶା ଡିଜିପି ଚୟନକୁ ନେଇ ବଢ଼ିଲା ଉତ୍କଣ୍ଠା, ଆସନ୍ତାକାଲି ବୈଠକ, ୩ ଜଣଙ୍କ ନାଁରେ ମାନସମନ୍ଥନ

August 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.