• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଓଡ଼ିଶା ଡିଜିପି ଚୟନକୁ ନେଇ ବଢ଼ିଲା ଉତ୍କଣ୍ଠା, ଆସନ୍ତାକାଲି ବୈଠକ, ୩ ଜଣଙ୍କ ନାଁରେ ମାନସମନ୍ଥନ

FNN WEB by FNN WEB
August 12, 2026
in ଓଡ଼ିଶା
0
ଓଡ଼ିଶା ଡିଜିପି ଚୟନକୁ ନେଇ ବଢ଼ିଲା ଉତ୍କଣ୍ଠା, ଆସନ୍ତାକାଲି ବୈଠକ, ୩ ଜଣଙ୍କ ନାଁରେ ମାନସମନ୍ଥନ
0
SHARES
0
VIEWS

ଓଡ଼ିଶାର ନୂଆ ପୁଲିସ ଡିଜି ଚୟନକୁ ନେଇ ଉତ୍କଣ୍ଠା ବଢ଼ିଛି । ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ବିବାଦ ଓ ସୁପ୍ରିମକୋର୍ଟରେ ଦାୟର ଜନସ୍ୱାର୍ଥ ମାମଲା ମଧ୍ୟରେ ଆସନ୍ତାକାଲି ବସିବ ୟୁପିଏସ୍‌ସି ଚୟନ କମିଟିର ବୈଠକ ବସିବ । ରାଜ୍ୟ ସରକାର ପଠାଇଥିବା ତାଲିକାରୁ ୩ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ନାଁ ଚୂଡ଼ାନ୍ତ କରାଯାଇ ସରକାରଙ୍କୁ ପଠାଯିବ ।

ଚର୍ଚ୍ଚାରେ ଥିବା ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ମଧ୍ୟରେ ସୁଧାଂଶୁ ଷଡ଼ଙ୍ଗୀ, ଆର୍‌.ପି. କୋଚେ ଓ ସଞ୍ଜୀବ ପଣ୍ଡାଙ୍କ ନାଁ ରହିଛି । ୟୁପିଏସ୍‌ସିର ୩ ଜଣିଆ ପ୍ୟାନେଲ ଆସିବା ପରେ ରାଜ୍ୟ ସରକାର ସେଥିରୁ ଜଣଙ୍କୁ ନୂଆ ଡିଜିପି ଭାବେ ଚୟନ କରିବେ । ବର୍ତ୍ତମାନର ଡିଜିପି ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୬ରେ ଶେଷ ହେବ ।

ଅନ୍ୟପଟେ ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟରେ ଦାୟର ପିଆଇଏଲ୍‌ ମାମଲା ମଧ୍ୟ ଚର୍ଚ୍ଚାରେ ରହିଛି । ରାଜ୍ୟ ସରକାରଙ୍କ ପ୍ୟାନେଲରେ ଅଯୋଗ୍ୟ ଅଧିକାରୀଙ୍କୁ ସାମିଲ କରାଯାଇଥିବା ନେଇ ଅଭିଯୋଗ ଉଠିଛି । ଏହି ମାମଲାରେ ୟୁପିଏସ୍‌ସିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନେବାକୁ ଆଶା କରାଯାଇଛି । ତେବେ ଏସବୁ ଭିତରେ କାହା ମୁଣ୍ଡରେ ପଡ଼ିବ ଓଡ଼ିଶା ପୁଲିସ ଡିଜିପି ମୁକୁଟ, ତା’ଉପରେ ଏବେ ସମସ୍ତଙ୍କ ନଜର। ବିଶେଷକରି ସଞ୍ଜୀବ ପଣ୍ଡାଙ୍କ ନାଁକୁ ନେଇ ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର ଧରିଛି । ତେବେ ଚୂଡ଼ାନ୍ତ ନିଷ୍ପତ୍ତି ୟୁପିଏସ୍‌ସି ପ୍ୟାନେଲ ଓ ପରବର୍ତ୍ତୀ ସରକାରୀ ନିଷ୍ପତ୍ତି ପରେ ହିଁ ସ୍ପଷ୍ଟ ହେବ ।

Previous Post

ଓଡ଼ିଶାର ୩ ସରକାରୀ ମେଡିକାଲ କଲେଜରେ ୧୧ DNB ସିଟ୍‌କୁ ଅନୁମୋଦନ

Next Post

ଏଗ୍ରିଷ୍ଟାକ୍ ନିୟମରେ ଚାଷୀ ହନ୍ତସନ୍ତ, ପଞ୍ଜୀକରଣ ଜଟିଳତା ଓ ସର୍ଭର ସମସ୍ୟାରେ ବଢ଼ୁଛି ଅସନ୍ତୋଷ

FNN WEB

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଏଗ୍ରିଷ୍ଟାକ୍ ନିୟମରେ ଚାଷୀ ହନ୍ତସନ୍ତ, ପଞ୍ଜୀକରଣ ଜଟିଳତା ଓ ସର୍ଭର ସମସ୍ୟାରେ ବଢ଼ୁଛି ଅସନ୍ତୋଷ

ଏଗ୍ରିଷ୍ଟାକ୍ ନିୟମରେ ଚାଷୀ ହନ୍ତସନ୍ତ, ପଞ୍ଜୀକରଣ ଜଟିଳତା ଓ ସର୍ଭର ସମସ୍ୟାରେ ବଢ଼ୁଛି ଅସନ୍ତୋଷ

August 12, 2026
ଓଡ଼ିଶା ଡିଜିପି ଚୟନକୁ ନେଇ ବଢ଼ିଲା ଉତ୍କଣ୍ଠା, ଆସନ୍ତାକାଲି ବୈଠକ, ୩ ଜଣଙ୍କ ନାଁରେ ମାନସମନ୍ଥନ

ଓଡ଼ିଶା ଡିଜିପି ଚୟନକୁ ନେଇ ବଢ଼ିଲା ଉତ୍କଣ୍ଠା, ଆସନ୍ତାକାଲି ବୈଠକ, ୩ ଜଣଙ୍କ ନାଁରେ ମାନସମନ୍ଥନ

August 12, 2026
ଓଡ଼ିଶାର ୩ ସରକାରୀ ମେଡିକାଲ କଲେଜରେ ୧୧ DNB ସିଟ୍‌କୁ ଅନୁମୋଦନ

ଓଡ଼ିଶାର ୩ ସରକାରୀ ମେଡିକାଲ କଲେଜରେ ୧୧ DNB ସିଟ୍‌କୁ ଅନୁମୋଦନ

August 12, 2026
୪୬ତମ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ! ସେମିକଣ୍ଡକ୍ଟରରୁ ଶିଶୁଙ୍କ ପାଇଁ ଘୋଷଣା

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଏଗ୍ରିଷ୍ଟାକ୍ ନିୟମରେ ଚାଷୀ ହନ୍ତସନ୍ତ, ପଞ୍ଜୀକରଣ ଜଟିଳତା ଓ ସର୍ଭର ସମସ୍ୟାରେ ବଢ଼ୁଛି ଅସନ୍ତୋଷ

ଏଗ୍ରିଷ୍ଟାକ୍ ନିୟମରେ ଚାଷୀ ହନ୍ତସନ୍ତ, ପଞ୍ଜୀକରଣ ଜଟିଳତା ଓ ସର୍ଭର ସମସ୍ୟାରେ ବଢ଼ୁଛି ଅସନ୍ତୋଷ

August 12, 2026
ଓଡ଼ିଶା ଡିଜିପି ଚୟନକୁ ନେଇ ବଢ଼ିଲା ଉତ୍କଣ୍ଠା, ଆସନ୍ତାକାଲି ବୈଠକ, ୩ ଜଣଙ୍କ ନାଁରେ ମାନସମନ୍ଥନ

ଓଡ଼ିଶା ଡିଜିପି ଚୟନକୁ ନେଇ ବଢ଼ିଲା ଉତ୍କଣ୍ଠା, ଆସନ୍ତାକାଲି ବୈଠକ, ୩ ଜଣଙ୍କ ନାଁରେ ମାନସମନ୍ଥନ

August 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.