• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ନିର୍ଭୟ ବାର୍ଷିକ ଉତ୍ସବରେ କହିଲେ ମୁଖ୍ୟମନ୍ତ୍ରୀ: ଗଣମାଧ୍ୟମର କଣ୍ଠରୋଧର ସମୟ ଶେଷ

FNN WEB by FNN WEB
October 5, 2024
in ଓଡ଼ିଶା, ମୁଖ୍ୟ ଖବର
0
ନିର୍ଭୟ ବାର୍ଷିକ ଉତ୍ସବରେ କହିଲେ ମୁଖ୍ୟମନ୍ତ୍ରୀ: ଗଣମାଧ୍ୟମର କଣ୍ଠରୋଧର ସମୟ ଶେଷ
0
SHARES
5
VIEWS

ଭୁବନେଶ୍ଵର: ସ୍ଥାନୀୟ ହୋଟେଲ ମେ ଫେୟାରର ଅର୍କିଡ଼ ସଭାଗୃହରେ ଶନିବାର ଦିନ ଆୟୋଜିତ ଭବ୍ୟ ଉତ୍ସବରେ ଦୈନିକ ସମ୍ୱାଦପତ୍ର ନିର୍ଭୟର ୧୦ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନିର୍ଭୟର ସମ୍ପାଦକ ନବୀନ ଦାସଙ୍କ ପୌରହିତ୍ୟରେ ଆୟୋଜିତ ହୋଇଥିବା ମୁଖ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଗଣମାଧ୍ୟମର କର୍ତ୍ତବ୍ୟ ଏବଂ କାର୍ଯ୍ୟଧାରାର ଗୁରୁତ୍ଵ ବାବଦରେ ବକ୍ତବ୍ୟ ରଖିବା ବେଳେ ନିର୍ଭୟକୁ ଏକ ଆଦର୍ଶ ଗଣମାଧ୍ୟମ ବୋଲି ବତାଇଥିଲେ। ଗତ ସରକାରବେଳେ କିଛି ଗଣମାଧ୍ୟମ ସରକାରଙ୍କର ଏଚଏମଭି ବା ହିଜ୍‌ ମାଷ୍ଟର୍ସ ଭଏସ ବନିଥିଲେ। ନିର୍ଭୟ ତାହା କରିପାରିନଥିବାରୁ ବିଜ୍ଞାପନ ପାଇପାରୁନଥିଲା। କିଛି ମିଡିଆକୁ ବିଜ୍ଞାପନ ନଦେବାକୁ ହୁଇପ ହୋଇଥିଲା। ଏବେ କିନ୍ତୁ ଲୋକଙ୍କ ସରକାର କ୍ଷମତାକୁ ଆସିଛି। ଆଉ ମିଡିଆକୁ ଧମକ ନାହିଁ କି କଣ୍ଠରୋଧ କରିବାର ସମୟ ନାହିଁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ଦୀର୍ଘ ୧୦ ବର୍ଷ ଭିତରେ ନିର୍ଭୟ ଅନେକ ଦୁର୍ନୀତି ଏବଂ ବ୍ୟବସ୍ଥାଗତ ତ୍ରୁଟିକୁ ସାରା ରାଜ୍ୟରେ ଉଜାଗର କରି ତାହାର ଦାୟିତ୍ଵ ସମ୍ପାଦନ କରିପାରିଛି। ମଠ ମନ୍ଦିର ଭଙ୍ଗା ହେଉ, ବ୍ରହ୍ମବିଭ୍ରାଟ ହେଉ କିମ୍ୱା କୋଭିଡ ପରିଚାଳନାରେ ଅନିୟମିତତା ସବୁ ନିର୍ଭୟ ପ୍ରକାଶ କରି ସାହସ ଦେଖାଇପାରିଛି। ନିଜ ନାମକରଣକୁ ସାର୍ଥକ କରି ଭୟହୀନ ନିର୍ଭୟ ଆଜି ସତ୍ୟର ପ୍ରକୃତ ସନ୍ଧାନୀ ସାଜିଛି। ଶାସକ ଧାରା ବିରୋଧରେ ଯାଇ ଦୁର୍ନୀତିକୁ ଉଦଘାଟନ କରିବା ସହଜ କଥା ନୁହେଁ। ହେଲେ ନିର୍ଭୟ ଚାପରେ ନଆସି ସାହସର ସହ ସବୁର ମୁକାବିଲା କରିଚାଲିଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମାଝୀ।

ନିର୍ଭୟ ସମ୍ପାଦକ ନବୀନ ଦାସଙ୍କୁ ତାଙ୍କ ସତ୍ୟନିଷ୍ଠତା ପାଇଁ ପ୍ରଶଂସା କରିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ନିର୍ଭୟ ଭାବେ କଥା ରଖିବା, କେବେ ବି ସହଜ ବିଷୟ ନୁହେଁ| ତାଙ୍କ ପ୍ରାକ× ବିଧାୟକ ଜୀବନରେ କିପରି ନିର୍ଭୟ ସମ୍ପାଦକଙ୍କ ସହଯୋଗ ଓ ପରାମର୍ଶ ହାସଲ କରିଆସିଥିଲେ ତାହାର ସେ କରିଥିଲେ ଅବତାରଣା। ନିର୍ଭୟର ସମସ୍ତ ବିଭାଗ ସହ ନିର୍ଭୟ ଗୁମର କଥାକୁ ମଧ୍ୟ ଉଚ୍ଚପ୍ରଶଂସା କରି ସେ ଏହାର ଜଣେ ଦର୍ଶକ ବୋଲି କହିଥିଲେ ପ୍ରଚଣ୍ଡ କରତାଳି ମଧ୍ୟରେ| ସମ୍ପାଦପତ୍ର ସମାଜର ଦର୍ପଣ, ସେ ଉତ୍କଳ ଦୀପିକା ହେଉ ବା ବର୍ତ୍ତମାନର ନିର୍ଭୟ ସମସ୍ତେ ସାମାଜିକ କ୍ଷେତ୍ରରେ ନିଜର ଦାୟିତ୍ଵ ନିର୍ବାହ କରିଚାଲିଛନ୍ତି। ନିଜ ୧୦୦ ଦିନର ପୂର୍ତ୍ତି ଅବସରରେ କିପରି ପ୍ରତିଶ୍ରୁତି ପାଳନର ଧାରା ଆରମ୍ଭ କରାଯାଇସାରିଛି ତାହାର ପୂର୍ଣ୍ଣ ବିବରଣୀ ଦେଲାବେଳେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମଗୁଡିକୁ ପ୍ରଶଂସା କରିଥିଲେ ଯେ, ସେମାନଙ୍କ ଯୋଗୁ ଲୋକ ସରକାର, ଲୋକଙ୍କ ମୁଖ୍ୟମନ୍ତ୍ରୀ ଏବଂ ଲୋକଙ୍କ ବଜେଟ ଭଳି ସକରାତ୍ମକ ଖବର ପ୍ରକାଶ ପାଇପାରିଛି। ଗଣମାଧ୍ୟମଗୁଡିକ ନିଜ ଏଜେଣ୍ଡା ହାସଲ ଦିଗରେ କାର୍ଯ୍ୟ ନକରି ଗଠନମୂଳକ ଖବର ଏବଂ ସତ୍ୟାସତ୍ୟ ଯାଞ୍ଚ କରି ସମ୍ୱାଦ ପରିବେଷଣ କରିବା ପାଇଁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ।

Previous Post

ଓରମାସ୍‌ ତରଫରୁ ରପ୍ତାନୀ ଏବଂ ଇ-କମର୍ସ ସମ୍ପର୍କିତ କର୍ମଶାଳା

Next Post

ଶିକ୍ଷକମାନେ ହେଉଛନ୍ତି ମଣିଷ ଗଢ଼ା ଶିଳ୍ବୀ: ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ଶିକ୍ଷକମାନେ ହେଉଛନ୍ତି ମଣିଷ ଗଢ଼ା ଶିଳ୍ବୀ: ମୁଖ୍ୟମନ୍ତ୍ରୀ

ଶିକ୍ଷକମାନେ ହେଉଛନ୍ତି ମଣିଷ ଗଢ଼ା ଶିଳ୍ବୀ: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.