• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

କୁକୁଡ଼ା ଭାଡି ଖୋଲିଲେ; ଘରେ ପଶି ଭୁଜାଲିରେ ହାଣିଲେ

FNN WEB by FNN WEB
December 5, 2024
in ଓଡ଼ିଶା
0
କୁକୁଡ଼ା ଭାଡି ଖୋଲିଲେ; ଘରେ ପଶି ଭୁଜାଲିରେ ହାଣିଲେ
0
SHARES
0
VIEWS

ଲୁଟିନେଲେ ଟଙ୍କା ଓ ସୁନା ଗହଣା
ଭଦ୍ରକ: ଗତକାଲି ବିଳମ୍ବିତ ରାତ୍ରିରେ ଏକ ଅଭିନବ ଢଙ୍ଗରେ ଡକାୟତିମାନେ ଜଣେ ବ୍ୟକ୍ତିଙ୍କ ଘରେ କରିଛନ୍ତି ସଶସ୍ତ୍ର ଡକାୟତି। ଡକାୟତମାନେ ସଂପୃକ୍ତ ବ୍ୟକ୍ତିଙ୍କ ଘର ନିକଟରେ ପହଂଚି ପ୍ରଥମେ ବାହାରେ ଥିବା କୁକୁଡା ଭାଡି ଖୋଲିଦେଇଥିଲେ। ଫଳରେ ଲୋକେ କୁକୁଡା ଗୁଡିକୁ ଦେଖିବାକୁ ଘରୁ ବାହାରିବା ପରେ ସେମାନେ ବେକରେ ଛୁରୀ ଲଗାଇ ଲୁଟ୍ ଅଭିଯାନ ଆରମ୍ଭ କରିଥିଲେ। ଭଣ୍ଡାରିପୋଖରୀ ଥାନା ବଡ଼ ନପଙ୍ଗ ଗାଁ ରେ ମାଧବ ସେଠୀ ଙ୍କ ଘରେ ଡକାୟତି। ଘର ଲୋକ ଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହିତ ଭୁଜାଲି ରେ ଆକ୍ରମଣ କରି ଡକାୟତି କରି ଫେରାର ହୋଇଯାଇଛନ୍ତି ଡକାୟତି ଦଳ। ଏହି ଡକାୟତି ଦଳ ରେ ୮ ଜଣ ଥିଲା ବେଳେ ଘର ଭିରରେ ମରଣାସ୍ତ୍ର ଧରି ପଶିଥିଲେ ୬ ଜଣ ମୁଖା ପିନ୍ଧା ଦୁର୍ବୁତ ଏବଂ ଘର ବାହାରେ ବନ୍ଧୁକ ଓ ଭୁଜାଲି ଧରି ଜଗି ରହିଥିଲେ ୨ ଜଣ ଦୁର୍ବୁତ। ଗତକାଲି ରାତି ପ୍ରାୟ ୧୨ ଟା ରୂ ଗୋଟାଏ ମଧ୍ୟରେ ଦୁର୍ବୁତ ମାନେ ବଡ଼ ନପଙ୍ଗ ଗ୍ରାମର ମାଧବ ସେଠୀ ଙ୍କ ଘରେ ପହଂଚି ତାଙ୍କ ପରିବାର ଲୋକ ଙ୍କୁ ଭୟଭୀତ କରି ଘରେ ପ୍ରବେଶ କରି ଘର ର ମହିଳା ଓ ଛୋଟ ପିଲା ଙ୍କ ବେକ ରେ ବନ୍ଧୁକ ଓ ଭୁଜାଲି ଲଗାଇ ଭୟ ଭିତ କରି ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ବାକ୍ସ ଥିବା କିଛି ଟଙ୍କା ଗଡ଼ରେଜ ଭାଙ୍ଗିବା ସହିତ ଲୁଟି ନେଇ ଯାଇଥିଲେ। ଏପରିକି ଏହି ଦୁର୍ବୁତ ମାନେ ଘର ର ଜଣେ ପୁରୁଷ ଲୋକ ଙ୍କ ସହିତ ୩ ଜଣ ମହିଳା ଙ୍କୁ ଆକ୍ରମଣ କରି ଫେରାର ହୋଇ ଯାଇଛନ୍ତି। ଆହତ ମାନଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନା ରେ ଭର୍ତି କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ଭଣ୍ଡାରିପୋଖରୀ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିଲା ବେଳେ ଗ୍ରାମ ଠାରୁ କିଛି ଦୂରରେ ସୁନା ଅଳଙ୍କାର ର ଖାଲି ଖୋଳ ଓ କପଡା ଏବଂ ବେଗ ପଡ଼ିଥିବା ଗ୍ରାମବାସୀ ମାନେ ଦେଖି ପୋଲିସ କୁ ଜଣାଇଛସନ୍ତି। ଗତ କିଛି ବର୍ଷ ର ବ୍ୟବଧାନ ପରେ ଭଣ୍ଡାରିପୋଖରୀ ଅଂଚଳ ରେ ଏହା ହେଉଛି ଏକ ସଂଘ ବଦ୍ଧ ଓ ବଡ଼ ଧରଣର ଡକାୟତି ବୋଲି ଆଲୋଚନା ହେଉଥିବା ବେଳେ ଏହାକୁ ନେଇ ଲୋକ ମାନେ ଅଧିକ ଭୟଭୀତ ହୋଇ ପଡିଛନ୍ତି। ଏହି ଡକାୟତି ଦଳ କୁ ଗିରଫ ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଉଦ୍ୟମ ଆରମ୍ଭ କରାଯାଉ ବୋଲିସ୍ଥାନୀୟ ଲୋକେ ଦାବି କରିଛନ୍ତି।

Previous Post

ତିହିଡିରେ ସରକାରୀ ଧାନ ମଣ୍ଡି ଖୋଲିବା ବିଳମ୍ବ ନେଇ ଅସନ୍ତୋଷ

Next Post

କଳ୍ପନା, ସର୍ଜନା ଓ ପ୍ରଭାବକୁ ନେଇ କିଟ୍‍ରେ କେ-ଆଇ୩ ଫେଷ୍ଟ ଉଦ୍‍ଘାଟିତ

FNN WEB

FNN WEB

Next Post
କଳ୍ପନା, ସର୍ଜନା ଓ ପ୍ରଭାବକୁ ନେଇ କିଟ୍‍ରେ କେ-ଆଇ୩ ଫେଷ୍ଟ ଉଦ୍‍ଘାଟିତ

କଳ୍ପନା, ସର୍ଜନା ଓ ପ୍ରଭାବକୁ ନେଇ କିଟ୍‍ରେ କେ-ଆଇ୩ ଫେଷ୍ଟ ଉଦ୍‍ଘାଟିତ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.