• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ସାଧାରଣ ପ୍ରଶାସନ, ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା

FNN WEB by FNN WEB
March 26, 2025
in ଓଡ଼ିଶା, ମୁଖ୍ୟ ଖବର
0
ସାଧାରଣ ପ୍ରଶାସନ, ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା
0
SHARES
3
VIEWS

ଭୁବନେଶ୍ବର: ସାଧାରଣ ପ୍ରଶାସନ ଓ ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀମାନଙ୍କୁ ଟାର୍ଗେଟ୍‌ କରିଛନ୍ତି। ଶ୍ରୀ ମାଝୀ କହିଛନ୍ତି ଯେ, ବିରୋଧୀ ଦଳ ଆଲୋଚନାରେ ଭାଗ ନେଇଥିଲେ ଭଲ ହୋଇଥାନ୍ତା। ଗୃହ ବିଭାଗ ସରକାରର ଭାବମୂର୍ତ୍ତିକୁ ଉପସ୍ଥାପନ କରେ। ଗୃହ ବିଭାଗର ଆଲୋଚନା ବେଳେ ସରକାରଙ୍କ ଭାବମୂର୍ତ୍ତି ଜଣାପଡ଼େ। ଶାସନର ବ୍ୟବସ୍ଥା ଯେତେବେଳେ ପରିବର୍ତ୍ତନ ହେଉଛି, ବିରୋଧୀଙ୍କ ପାଖରେ ଆଉ କିଛି ପ୍ରସଙ୍ଗ ନାହିଁ। ଯେଉଁମାନେ ଚିତ୍କାର କରୁଥିଲେ, ଆଙ୍ଗୁଳି ଦେଖାଉଥିଲେ ସେମାନେ ବାହାନା ଦେଖାଇ ଗୃହରେ ରହୁ ନାହାନ୍ତି।

ସୁରକ୍ଷା କର୍ମୀ ବାଡ଼େଇଲେ ବୋଲି କହିବା ମିଛ। ବିରୋଧୀ ଦଳ ମୁଖ୍ୟ ସଚେତକ କହୁଛନ୍ତି ହାତ ମୋଡ଼ିଦେଲେ। ସେ ମେଡିକାଲରେ ରହିବା କଥା ଏଠି କଣ କରୁଥିଲେ। କଂଗ୍ରେସ ବିଧାୟକମାନେ ବିଧାନସଭାରେ ରାତ୍ରୀ ଯାପନ ବେଳେ ଭିଡିଓ ଛାଡିଛନ୍ତି। ବୁଲୁଛନ୍ତି, ଖାଉଛନ୍ତି କିନ୍ତୁ ସେଥିରେ ସୁରକ୍ଷା କର୍ମୀ ବାଡେଇବାର ଚିତ୍ର ନାହିଁ। କେବଳ ମିଛ କଥା କହୁଛନ୍ତି ବିରୋଧୀ ସଦସ୍ୟ। ଅଗଣତାନ୍ତ୍ରିକ ଭାବେ କଳା ପୋଷାକ ପିନ୍ଧି, ଘଣ୍ଟା, ତୂରୀ, ବଂଶୀ, ହୁଇସିଲ ବଜାଇବା ଭଳି କାର୍ଯ୍ୟକ୍ରମ କଲେ। ଓଡ଼ିଶାବାସୀ କ୍ଷମା ଦେବନି ବୋଲି ଶ୍ରୀ ମାଝୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳା ହିଂସାକୁ ରାଜନୀତିର ପଶପାଲିରେ ପକାଇଛନ୍ତି। ଯେଉଁମାନେ ଘଣ୍ଟା, ତୂରୀ ବଜାଉଛନନ୍ତି ତାଙ୍କ ସମୟରେ ବିଲୁଆଖାଇ ନଦୀ ଘଟଣା, ନନ୍ଦନକାନନ ପାଖ ଲଜ୍ଜ୍ୟା ଘଟଣା କୁଆଡ଼େ ଗଲା। କଂଗ୍ରେସର ନାରୀ ସୁରକ୍ଷା ପ୍ରବଚନ ସରକାରକୁ ଦରକାର ନାହିଁ। ବିଜେଡି ଗୋଟିଏ ଆଙ୍ଗୁଳି ସରକାରକୁ ଦେଖେଇଲେ ତିନିଟି ଆଙ୍ଗୁଳି ତାଙ୍କ ଆଡ଼େ ଅଛି।

ସେହିପରି ନବ ଦାସ ମାମଲା କଥା ଉଠାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରାଗଲା। କିନ୍ତୁ ଏହାର ତଦନ୍ତ କୌଣସି ପ୍ରଫେସନାଲ ଏଜେନ୍ସି ନୁହେଁ। ବରଂ ଟ୍ରେନି ଏଜେନ୍ସି ଦ୍ଵାରା ତଦନ୍ତ ହେବା ପରି ଲାଗୁଛି। ସେମାନେ ଗୃହରେ ଥିଲେ ମୁଁ ପଚାରି ଥାଆନ୍ତି। କୌଣସି ପ୍ରସଙ୍ଗରେ ତାଙ୍କ ପାଖରେ ଉତ୍ତର ନାହିଁ। ସେଥିପାଇଁ ସେମାନେ କକ୍ଷତ୍ୟାଗ କରିଛନ୍ତି। କିଛି ନିର୍ଦ୍ଧିଷ୍ଟ କେସ ନ ଆଣି କାଦୁଅ ଫିଙ୍ଗି ଫାଇଦା ନେବାକୁ ଚାହୁଁଛନ୍ତି। ସଫଳ ହେବେନି। କଂଗ୍ରେସର ନୂଆ ସଭାପତି ଆସୁଛନ୍ତି। ତାଙ୍କର ସ୍ଥିତି ଅଛି ବୋଲି ନିଜ କ୍ୟାଡ଼ରଙ୍କୁ ଜଣାଇବାକୁ ଚାହୁଁଛନ୍ତି। ନିଜ ଦଳକୁ ପୁନରଜୀବିତ କରିବାକୁ ଚାହୁଁଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରି ମୋହନ ମାଝୀ କହିଛନ୍ତି, କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା ଘଟଣା, ମମିତା ମେହେର, ପରୀ, ସ୍ମିତାରାଣୀ ପରି ଏତେ ବଡ ଘଟଣାରେ ନ୍ୟାୟ ଦେଇ ପାରି ନାହାଁନ୍ତି। ସେମାନେ ଆଜି ବିଭିନ୍ନ କଥା କହୁଛନ୍ତି। କିନ୍ତୁ ସେମାନେ ଜାଣିବା ଦରକାର ତାଙ୍କ ଆଡେ ୩ଟି ଆଙ୍ଗୁଳି ଅଛି। ଆମେ ବି ବିରୋଧୀ ଦଳରେ ଥିବା ବେଳେ ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀଙ୍କୁ ଖୋଜୁଥିଲୁ। ମୁଖ୍ୟମନ୍ତ୍ରୀ ଥିବା ବେଳେ ବିଧାନସଭା କୁ ଆସୁନଥିଲେ, ଏବେ ବିରୋଧୀ ଦଳ ନେତା ଭାବେ ବି ଦେଖା ନାହିଁ। ବିଚିତ୍ର ବ୍ୟବସ୍ଥା।

ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ଶ୍ରୀ ଦାସ କହିଛନ୍ତି, ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭା ଆସୁ ନାହାନ୍ତି। ସେ କେତେ ଦିନ କେତେ ସମୟ ଆସିଛନ୍ତି ତାର ହିସାବ ଦିଅନ୍ତୁ। ଲୋକଙ୍କ ସରକାର କହୁଛନ୍ତି। ହେଲେ ବିଧାନସଭା ଆସୁ ନାହାନ୍ତି। ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ନିଜେ ନିଜ ଛେପ ଢ଼ୋକି ସାରିଛନ୍ତି। ନବ ଦାସ ହତ୍ୟାକାଣ୍ଡରେ ବିଜେପିର ବଡ଼ ମୁଣ୍ଡ ସାମିଲ ଅଛନ୍ତି। ଫଳରେ ନବ ଦାସଙ୍କ ପରିବାର ଲିଖିତ ଦେଲା ପରେ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛନ୍ତି। ତେଣୁ ସେମାନେ ସିବିଆଇ ତଦନ୍ତ କରିବୁ କହିଥିଲେ। ହେଲେ ଏବେ କାହିଁକି କ୍ରାଇମବ୍ରାଞ୍ଚ ତଦନ୍ତ କରୁଛନ୍ତି।।

Previous Post

ବିଧାୟକ ମାନଙ୍କୁ ବିଧାନସଭା ପରିସରକୁ ଯିବାକୁ ନଦେବା ଅଗଣତାନ୍ତ୍ରିକ: କଂଗ୍ରେସ

Next Post

ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ହରିଶ ଟଣ୍ଡନ

FNN WEB

FNN WEB

Next Post
ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ହରିଶ ଟଣ୍ଡନ

ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ହରିଶ ଟଣ୍ଡନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.