• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ନାରୀ ସୁରକ୍ଷା ଲାଗି କଂଗ୍ରେସର ଅଖ ଚକ ବନ୍ଦ

FNN WEB by FNN WEB
July 17, 2025
in ଓଡ଼ିଶା, ମୁଖ୍ୟ ଖବର
0
ନାରୀ ସୁରକ୍ଷା ଲାଗି କଂଗ୍ରେସର ଅଖ ଚକ ବନ୍ଦ
0
SHARES
2
VIEWS


ଭୁବନେଶ୍ବର: ନ୍ୟାୟ ଦିଅ.. ନ୍ୟାୟ ଦିଅ.. ନ୍ୟାୟ ଦିଅ.. ବାଲେଶ୍ବର ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଆଜି ଓଡ଼ିଶା ବନ୍ଦ କରିଛି କଂଗ୍ରେସ । ଯାହାକୁ ସମର୍ଥନ କରିଛନ୍ତି ଅନ୍ୟ ବାମପନ୍ଥୀ ଦଳ । ଓଡ଼ିଶା ବନ୍ଦର ପ୍ରଭାବ ଚାରିଆଡ଼େ ଦେଖିବାକୁ ମିଳିଛି । ରାସ୍ତା ଜାମ୍ , ଗାଡ଼ି ମଟର ବନ୍ଦ ଯୋଗୁଁ ନାହିଁନଥିବା ହଇରାଣ ହୋଇଛନ୍ତି ସାଧାରଣ ଲୋକେ । ଟ୍ରେନ ଠୁ ଆରମ୍ଭ କରି ବସ। ଘରୋଇ ଗାଡି ଠୁ ଆରମ୍ଭ କରି ଯାନବାହନ। ଚକ ଅଖ ସବୁ ଠପ। ଜାତୀୟ ରାଜପଥରେ ଗାଡ଼ିର ଲମ୍ବା ଲାଇନ୍। ଦୋକାନ ବଜାର, କାର୍ଯ୍ୟାଳୟ ସବୁ ବନ୍ଦ। ବାଲେଶ୍ବର ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ସାରା ଓଡ଼ିଶା ବନ୍ଦ କରିଛି କଂଗ୍ରେସ। ଚାରିଆଡେ ପିକେଟିଂ ସାଙ୍ଗକୁ ରାସ୍ତାରୋକ। ନାରବାଜିରେ କମ୍ପିଲା ରାଜପଥ। ସକାଳୁ ସକାଳୁ କଂଗ୍ରେସ ନେତା ଓ କର୍ମୀ ପ୍ରମୁଖ ସ୍ଥାନ, ଛକ ଓ ରାସ୍ତାରେ ଟାୟାର ଜାଳି କରିଥିଲେ ରାସ୍ତା ଅବରୋଧ। ଯେଉଁ କିଛି ଗାଡି ସବୁ ଚଳାଚଳ କରୁଥିଲା ତାକୁ ଅଟକାଇଲେ। କଂଗ୍ରେସ ସମେତ ବାମପନ୍ଥୀ ଓ ଅନ୍ୟ ଦଳର ନେତା ଓ କର୍ମୀ ବି କରିଥିଲେ ଜୋରଦାର ପ୍ରତିବାଦ। ହିଂସାତ୍ମକ ଉପାୟରେ ନୁହେଁ ବରଂ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଲୋକଙ୍କୁ ବୁଝାଇ ଗାଡି ଫେରାଇବା ସହ ଆନ୍ଦୋଳନକୁ ସମର୍ଥନ କରିବାକୁ ଦେଇଥିଲେ ଆହ୍ୱାନ। ରାସ୍ତାରୋକ ସମୟରେ କିଛି କିଛି ସ୍ଥାନରେ ହୋଇଥିଲା ଯୁକ୍ତିତର୍କ।

ଓଡ଼ିଶା ବନ୍ଦ ପାଇଁ ପ୍ରମୁଖ ସହର ଠାରୁ ଆରମ୍ଭ କରି ଜାତୀୟ ରାଜପଥ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଥିଲେ କଂଗ୍ରେସ ଓ ଅନ୍ୟ ଦଳର ନେତା। କିଛି ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରାଯିବା ସହ ବିଶାଳ ବାଇକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲେ। କଂଗ୍ରେସ ସହ ଅନ୍ୟ ଦଳର ନେତା ଓ କାର୍ଯ୍ୟକର୍ତ୍ତା ବିଧାନସଭା ଆଡ଼କୁ ଧସେଇ ପଶିବାକୁ ଅଗ୍ରସର ହେଉଥିବା ବେଳେ ପୋଲିସ ସହ ହୋଇଥିଲା ଧସ୍ତାଧସ୍ତି। ରାଜ୍ୟରେ ନାରୀ ଅସୁରକ୍ଷିତ ଥିବା ବେଳେ, ସରକାରଙ୍କ ଆଭିମୁଖ୍ୟକୁ କରାଯାଇଛି କଡା ସମାଲୋଚନା। ଏତିକିରେ ସରିନି, ଆଗକୁ ଆନ୍ଦେଳନକୁ ଆହୁରି ବ୍ୟାପକ କରିବାକୁ ଚେତାବନୀ ଦେଇଛନ୍ତି ନେତା। ଓଡିଶା ବନ୍ଦ ବେଳେ କଂଗ୍ରେସ ଓ ଅନ୍ୟାନ୍ୟ ଦଳ ପକ୍ଷରୁ ଅଭିନବ ଢଙ୍ଗରେ କରାଯାଇଛି ପ୍ରତିବାଦ। କେଉଁଠି କଂଗ୍ରେସ ନେତାମାନେ ଗୋଲାପ ଫୁଲ ଓ ଚକୋଲେଟ ଦେଇ ଲୋକଙ୍କୁ ବୁଝାଉଥିବା ବେଳେ, ଆଉ କିଛି ସ୍ଥାନରେ ଗାଡି ଆଗରେ ଶୋଇ ନାରାବାଜି ଦେଇଥିଲେ। ସାମାଜିକ ଅନୁଷ୍ଠାନ ଗୁଡିକ ମଧ୍ଯ ବନ୍ଦକୁ ଜଣାଇଥିଲେ ସମର୍ଥନ। ସରକାର ବଦଳିବା ପରେ ବଢୁଛି ମହିଳାଙ୍କ ବିରୋଧରେ ନିର୍ଯ୍ୟାତନା ଓ ବିଶ୍ବସ୍ତରରେ ନିନ୍ଦିତ ହେଉଛି ଓଡିଶା। ଯାହାକୁ ନେଇ ଏବେ ବ୍ୟାପକ ହେବାରେ ଲାଗିଛି ସରକାର ବିରୋଧୀ ସ୍ବର।

ଆଜିର ବନ୍ଦରେ କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଚରଣ ଦାସ, ଓଡିଶା ପ୍ରଭାରୀ ଅଜୟ ଲାଲୁ, ଅଖିଳ ଭାରତ ଜାତୀୟ କେଂଗ୍ରସ ମହିଳା ସଭୋେନତ୍ରୀ ଅଳକା ଲମ୍ବା, କଂଗ୍ରେସ ବିଧାୟକ ଦଳର ନେତା ରାମଚଂଦ୍ର କାଡାମ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ରାମଚନ୍ଦ୍ର ଖୁଣ୍ଟିଆ, ଶ୍ରୀକାନ୍ତ ଜେନା, ଜଗନ୍ନାଥ ପଟ୍ଟନାୟକ, ଅମର ପ୍ରଧାନ, ବିଧାୟକ ରେମଶ ଜେନା, ମହିଳା କେଂଗ୍ରସ ସଭାନତ୍ରୀ ମୀନାକ୍ଷି ବାହିନିପତି,ସେବା ଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ଉପସଭାପତି ଦେବାଶିଷ ପଟ୍ଟନାୟକ, ଭୁବେନଶ୍ବର ଜିଲ୍ଲା ସଂଯୋଜକ ବିଶ୍ବଜିତ ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ, ସୁବ୍ରତ ମହାପାତ୍ର, ସିପିଆଇ ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ସିପିଆଇ(ଏମ) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ବିଷ୍ଣୁ ମହାନ୍ତି, ସିପିଆଇ (ଏମଏଲ)-ଲିବେରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ,ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ଲକ୍ଷ୍ମୀ ଦୋରା,ଏନସିପି ରାଜ୍ୟ ସଭାପତି ବିକ୍ରମ ସ୍ବାଇଁ, ଏସପି ରାଜ୍ୟ ସାଧାରଣ ସମ୍ପାଦକ ପ୍ରତାପ ବାରିକ, ବିଜୟ ବେହେରା, ଆର ଜେ ଡି ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ କୁମାର, ରାଜ୍ୟ କେଂଗ୍ରସ ବରିଷ୍ଠ ନେତା, ଶିବାନନ୍ଦ ରାୟ, ରଜନୀ ମହାନ୍ତି, ଅରବିନ୍ଦ ଦାସ, ଅସୋକ ଦାସ, ପ୍ରଶାନ୍ତ ଚମ୍ପତି, ପ୍ରକାଶ ଜେନା, ପ୍ରାଚୀ ରାଉତରାୟ, ଅନଓ୍ବର ଖାନ୍, ସେକ୍ ତାକ୍ବିୟିମ୍, ମିହିର ଆଚାର‌୍ୟ୍ୟ, ପ୍ରଭାତ ପ୍ରତାପ ସିଂ, ଆଶିଷ ମଲ୍ଲିକ, ମନୋରଞ୍ଜନ ଜେନା, ଦିପକ ସାହୁ, ଦେବାଶିଷ ରାଉତ, ଅକ୍ଷୟ କୁମାର ଦାସ, ସୈମେନ୍ଦ୍ର ମହାନ୍ତି, ମଣ୍ଟୁ ମଲ୍ଲିକ,ମନୋଜ ସାହୁ , ଅନିଲ ଦାସ, ଶ୍ରୀୟା ମହାନ୍ତି, ପ୍ରସନ୍ନ ନାୟକ,ଦେବବ୍ରତ ମହାନ୍ତି, ଲଲୋେଟନ୍ଦୁ ଦାସ, ମିତ୍ରଭାନୁ ମହାପାତ୍ର, ସଂକୁନା କଅଁର, ଦେବାଶିଷ ମହାପାତ୍ର, ପ୍ରମେଶ ସାହୁ, କୃଷ୍ଣଚନ୍ଦ୍ର ପତି,ଆତ୍ମାରାମ ପତି, ନାରାୟଣ ଜେନା, ନିହାର ମହାପାତ୍ର, ମନରଞ୍ଜନ ଜେନା, ପ୍ରମୁଖ ନେତୃତ୍ଵ ନେଇ ରାଜ୍ୟ ସ୍ତରରେ ବନ୍ଦକୁ ସଫଳ କରିଥଲେ। ପୁଲିସ ଶତାଧିକ କେଂଗ୍ରସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଏହି ଆେନ୍ଦାଳନ ଅଂଶ ଗ୍ରହଣ କରିଥିବା ହେତୁ ଗିରଫ କରିଥିଲା ଓ ସେମାନଙ୍କୁ ରିର୍ଜଭ ପୁଲିସ ଲାଇନ ଅଫିସକୁ ନେଇ ଯାଇଥିେଲ। ଗିରଫ ମିଳିତ ବିରୋଧୀ ଦଳ ତରଫରୁ ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାର ନ୍ୟାୟିକ ତଦନ୍ତ, ନାରୀ ସୁରକ୍ଷା ଓ ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା ପାଇଁ ପ୍ରସଙ୍ଗ ଭିତ୍ତିକ ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରାଯାଇଛି। ରାଜ୍ୟବାସୀ ଏକତା ଓ ସହଯୋଗର ସହିତ ସକ୍ରିୟ ଭାବେ ସାମିଲ ହେବା ଯୋଗୁଁ ଏହି ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଏବଂ ଅଭୂତପୂର୍ବ ଭାବେ ସଫଳ ହୋଇଛି। ସମଗ୍ର ରାଜ୍ୟବାସୀଙ୍କୁ ମିଳିତ ବିରୋଧୀ ଦଳ ଧନ୍ୟବାଦ ଜଣାଇଛନ୍ତି।

Previous Post

ସୁଶାସନ ପାଇଁ ଏଆଇର ଉପଯୋଗ ହେବ

Next Post

ଶିକ୍ଷାବିତ୍‌ ଏସ୍‌କେ ବର୍କତୁଲ୍ଲା ସମ୍ମାନିତ

FNN WEB

FNN WEB

Next Post
ଶିକ୍ଷାବିତ୍‌ ଏସ୍‌କେ ବର୍କତୁଲ୍ଲା ସମ୍ମାନିତ

ଶିକ୍ଷାବିତ୍‌ ଏସ୍‌କେ ବର୍କତୁଲ୍ଲା ସମ୍ମାନିତ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.