କୋହିନୁର ହୀରା ଓ ଶ୍ରୀଜଗନ୍ନାଥ, ଶ୍ରୀଦଧି ବାମନ ମନ୍ଦିର ବରି ଯାଜପୁର, ମା ଏକାଦଶୀ ଓ ସୀତାବିବାହ AI ଡିଜିଟାଲ ଭିଡ଼ିଓ ଫିଲ୍ମ ୟୁ ଟ୍ୟୁବ ରେ ଲୋକାର୍ପିତ କରା ଯାଇଛି,ମନ୍ଦିର ପରିଦର୍ଶନ କାର୍ଯ୍ୟକ୍ରମ ରେ ଶହୀଦନଗର ର ବରିଷ୍ଠ ଗୁରୁଜନ ବ୍ୟକ୍ତି ଓ ମହିଳାମାନେ ଆଜି ସାକ୍ଷୀଗୋପାଳ ମନ୍ଦିର ମା ଦକ୍ଷିଣ କାଳୀ ମନ୍ଦିର ଓ ଦାସିଆ ପିଠ ମନ୍ଦିର ପରିଦର୍ଶନ କରି ଥିଲେ ଏହି ଅବସର ରେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଓ ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କୋହିନୁର ହୀରା ଓ ଶ୍ରୀଜଗନ୍ନାଥ, ଶ୍ରୀଦଧିବାମନ ମନ୍ଦିର ବରି ଯାଜପୁର, ମା ଏକାଦଶୀ ଓ ସୀତା ବିବାହ ର AI ଭିଡ଼ିଓ ଫିଲ୍ମ ୟୁ ଟ୍ୟୁବ ରେ ଲୋକାର୍ପଣ କରଯାଇଛି*ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ,ଓ ବିଷ୍ଣୁ ମନ୍ଦିର ସହିଦନଗର ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ମନ୍ଦିର ପରି ଦର୍ଶନ କାର୍ଯ୍ୟକ୍ରମ ଅବସରରେ ଏହି ଲୋକାର୍ପଣ କାଯ୍ୟକ୍ରମ କରା ଯାଇଛି ପୂର୍ବରୁ ମକର ସଂକ୍ରାନ୍ତି ଦିନ ଦାରୁ ବ୍ରହ୍ମ ଶ୍ରୀ ଜଗନ୍ନାଥ ଙ୍କ ପଖାଳ ଭୋଗ, ଶ୍ରୀ ମନ୍ଦିର ରେ ପଇତା ଲାଗି ନୀତି, ଶ୍ରୀ ମନ୍ଦିର ର ବାଇଶି ପାହାଚr AI ରେ କରାଯାଇଥିବା ଭିଡିଓ କାହାଣୀ ଗୁଡ଼ିକ ୟୁ ଟବ୍ ରେ ଲୋକାର୍ପିତ କରାଯାଇଥିଲା














