• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

Tamil Nadu Gas Leak: କେନ୍ଦୁଝରକୁ ୧୧ଜଣଙ୍କ ଶବ ପରେ ଫେରିଲେ ୬୫ ଓଡ଼ିଆ ଶ୍ରମିକ

FNN WEB by FNN WEB
June 27, 2026
in ଓଡ଼ିଶା, ଜାତୀୟ
0
Tamil Nadu Gas Leak: କେନ୍ଦୁଝରକୁ ୧୧ଜଣଙ୍କ ଶବ ପରେ ଫେରିଲେ ୬୫ ଓଡ଼ିଆ ଶ୍ରମିକ
0
SHARES
4
VIEWS

କେନ୍ଦୁଝର: ତାମିଲନାଡୁର ତିରୁଭାଲୁର ଜିଲ୍ଲା ଅନ୍ତର୍ଗତ କାନିଗାଇପେରସ୍ଥିତ ସେଣ୍ଟ ପିଟର୍ ଆଣ୍ଡ ପାଉଲି କମ୍ପାନି କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ଦୂର୍ଘଟଣାରୁ ବର୍ତ୍ତିଯାଇଥିବା ୬୫ଜଣ ଦାଦନ ଶ୍ରମିକ ଆଜି‌ କେନ୍ଦୁଝର‌‌ ଫେରିଛନ୍ତି। ଏହି ଘଟଣାରେ ପ୍ରାଣ ହରାଇଥିବା ୧୧ଜଣ ଜୁଆଙ୍ଗ ଯୁବତୀଙ୍କ ଶବ ମଧ୍ୟ ଏଥିମଧ୍ୟରେ ଗାଁ ଫେରିବା ପରେ ସଂସ୍କାର କରାଯାଇଛି। ଏହି ଘଟଣାରେ ଦାଦନ ଦଲାଲ ଶ୍ରୀକାନ୍ତ ଜୁଆଙ୍ଗ,ଫ୍ୟାକ୍ଟ୍ରିର ମାଲିକ ସମେତ ୪ଜଣଙ୍କୁ ସ୍ଥାନୀୟ ତାମିଲନାଡ଼ୁ ପୁଲିସ ନିଜ କବଜାକୁ ନେଇ ପଚରାଉଚୁରା କରୁଛି। ଉଚ୍ଚସ୍ତରୀୟ ତଦନ୍ତ ପାଇଁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ନିର୍ଦ୍ଦେଶ‌ ଦେଇଛନ୍ତି।

ଗତ ୨୧ତାରିଖ ରବିବାର କାଳରାତ୍ରୀରେ ଫ୍ୟାକ୍ଟ୍ରିରେ ଘଟିଥିବା ଅଘଟଣା କଥା ମନ‌େ ପକାଇ ଫେରିଥିବା ଶ୍ରମିକମାନେ ଆଜି କୋହ ଅଟକାଇପାରୁନାହାନ୍ତି। ସେଦିନ କାମ ସାରି ରାତିରେ ଶୋଇଥିଲେ କିଛି ଶ୍ରମିକ। ହଠାତ୍ ଆମୋନିଆ ଗ୍ୟାସ ଲିକ୍ ହେଲା। ଚାହୁଁ ଚାହୁଁ ଚାରିଆଡ଼େ ବ୍ୟାପି ଗଲା। ଯେଉଁମାନେ ବାହାରେ ଏବଂ ନିଦରେ ଶୋଇନଥିଲେ ସେମାନେ ଦୌଡ଼ି ଦୂରକୁ ପଳାଇ ନିଜକୁ ବଞ୍ଚ‌ାଇଦେଲେ। ହେଲେ ଯେଉଁମାନେ ନିଦରେ ଶୋଇଥିଲେ, ସେମାନଙ୍କ ପାଇଁ ସେଦିନର ନିଦ୍ରା ଚୀରନିଦ୍ରା ଡାକିଆଣିଲା।

ଏହି ଦୁର୍ଘଟଣାରେ ଶତାଧିକ ଶ୍ରମିକ ପ୍ରଭାବିତ ହୋଇଥିବା ବେଳେ ୭୦ଜଣ ଗୁରୁତର ହୋଇ ତାମିଲନାଡୁ ସରକାରୀ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏଥିରେ ୧୪ ଜଣ ମୃତ୍ୟୁବରଣ କରିଥିବାବେଳେ ୭୦ ରୁ ଅଧିକ ଗୁରୁତର ଅଛନ୍ତି। ଗୁରୁତରମାନଙ୍କ ମଧ୍ୟରୁ ୧୬ ଜଣ ଭେଣ୍ଟିଲେଟରରେ ଅଛନ୍ତି। ମୃତକମାନଙ୍କ ମଧ୍ୟରୁ କେନ୍ଦୁଝରର ୧୧ ଜଣ ଯୁବତୀ ଥିବାବେଳେ ୩୫ ଜଣ ଗୁରୁତର ଅଛନ୍ତି। ଏହି ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି ତାମିଲନାଡୁ ମୂଖ୍ୟମନ୍ତ୍ରୀ ଥାଲାପତି ବିଜୟ ତଦନ୍ତ ପାଇଁ ଡାଇରେକ୍ଟର ଅଫ ଇଣ୍ଡଷ୍ଟ୍ରିଆଲ ସେଫ୍ଟି ଆଣ୍ଡ ହେଲଥ୍ , ରାଜ୍ୟ ପ୍ରଦୂଷଣ ବୋର୍ଡ ଚେୟାରମ୍ୟାନ ଏବଂ ପବ୍ଲିକ ହେଲଥ ଡାଇରେକ୍ଟରଙ୍କୁ ନେଇ ସ୍ୱାସ୍ଥ୍ୟ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ସମସ୍ତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଗୁରୁତ୍ରରମାନଙ୍କ ମାଗଣା ଚିକିତ୍ସା ଘୋଷଣା କରିଛନ୍ତି।

ଆଜି ତାମିଲନାଡୁର ତିରୁଭାଲୁର୍ ପୁଲିସ୍ ଜୁଆଙ୍ଗ ଯୁବତୀଙ୍କୁ ନେଇଥିବା ଦାଦନ ଦଲାଲ ଶ୍ରୀକାନ୍ତ ଜୁଅଙ୍ଗ, ଚିଙ୍ଗୁଡ଼ି କମ୍ପାନି ମାଲିକଙ୍କ ସମେତ ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏପଟେ କୋରାପୁଟର ଆଇନଜୀବୀ ଅନୁପ କୁମାର ପାତ୍ର ଜାତୀୟ ମାନବ ଅଧିକାରଙ୍କ ଦୃଷ୍ଟି ଆକର୍ଷଣ କରି ୨୫ଲକ୍ଷଟଙ୍କାର କ୍ଷତିପୂରଣଦାବି କରିଛନ୍ତି।  ମୃତକ ଏବଂ ଆହତଙ୍କ ମଧ୍ୟରେ ଅନେକ ନାବାଳକଥିବାରୁ ଦୃଢ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି। 

Previous Post

ସ୍ନାନଯାତ୍ରା ପାଇଁ ଆକ୍ସନରେ ପୁରୀ ପୋଲିସ, ଜଗିବେ ୭୯ ପ୍ଲାଟୁନ୍‌ ଫୋର୍ସ, ନଜର ରଖିବ ୩୦୦ ସିସିଟିଭି

Next Post

୬ ବର୍ଷ ପରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

FNN WEB

FNN WEB

Next Post
୬ ବର୍ଷ ପରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

୬ ବର୍ଷ ପରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
Jindal Foundation Marks Seva Diwas with Acts of Compassion and Care

Jio Platforms IPO Creates History: First IPO to Cross 1 Crore Applications and Counting, Bidding Open Till 7 PM Today

October 23, 2026
Jindal Foundation Marks Seva Diwas with Acts of Compassion and Care

Jindal Foundation Marks Seva Diwas with Acts of Compassion and Care

October 23, 2026
୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

Jindal Foundation Marks Seva Diwas with Acts of Compassion and Care

Jio Platforms IPO Creates History: First IPO to Cross 1 Crore Applications and Counting, Bidding Open Till 7 PM Today

October 23, 2026
Jindal Foundation Marks Seva Diwas with Acts of Compassion and Care

Jindal Foundation Marks Seva Diwas with Acts of Compassion and Care

October 23, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.