• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

୮ ଲେନ୍ ହେବ ଜୟଦେବ ବିହାର-ନନ୍ଦନକାନନ ରାସ୍ତା, କମିବ ଟ୍ରାଫିକ୍ ଭିଡ଼

FNN WEB by FNN WEB
July 2, 2026
in ଓଡ଼ିଶା
0
୮ ଲେନ୍ ହେବ ଜୟଦେବ ବିହାର-ନନ୍ଦନକାନନ ରାସ୍ତା, କମିବ ଟ୍ରାଫିକ୍ ଭିଡ଼
0
SHARES
3
VIEWS

ଜୟଦେବବିହାରରୁ ନନ୍ଦନକାନନ ରାସ୍ତାରେ ଭିଡ଼ କମାଇବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଏଥିପାଇଁ ଗତକାଲି ରାଜ୍ୟ କ୍ୟାବିନେଟ୍‌ରେ ୫୭୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଠ ଲେନ୍ ବିଶିଷ୍ଟ ଏହି ରାସ୍ତା ୨ ବର୍ଷରେ ଶେଷ ହେବା। ସୁଧୁରିବ ଟ୍ରାଫିକ ସମସ୍ୟା । ସହଜ ହେବ ଗମନା ଗମନ ।

ପୂର୍ତ୍ତ ବିଭାଗ ଯୋଜନା ଅନୁଯାୟୀ, କଳିଙ୍ଗ ଷ୍ଟାଡିୟମ୍‌ ଗେଟ୍ ନଂ-୪ରୁ ରଘୁନାଥପୁର ସେତୁ ପର୍ଯ୍ୟନ୍ତ ପ୍ରାୟ ୯ କିମି ୫୦୦ ମିଟରର ରାସ୍ତାର ରୂପରେଖ ବଦଳିବ । ବର୍ତ୍ତମାନ ରାସ୍ତା ୬ ଲେନ୍ ରହିଥିବା ବେଳେ ଏହାକୁ ୮ ଲେନ୍ କରାଯିବ । ଏହାସହ ସର୍ଭିସ୍ ରୋଡ୍ ରହିବ । ଏଥିରେ ଜୟଦେବ ବିହାର ଛକ ଏନ୍‌ଏଚ୍-୧୬ ଫ୍ଲାଏଓଭର ଉପରେ ୪ଲେନ୍ କେବଲ୍‌ ଷ୍ଟେଡ୍ ସେତୁ ନିର୍ମାଣ କରାଯିବ । କଳିଙ୍ଗ ହସ୍ପିଟାଲ୍ ଛକ, ଡମଣା ଛକ, କିଟ୍ ଛକ ସମେତ କଳାରାହାଙ୍ଗ ଛକରେ ସ୍ୱତନ୍ତ୍ର ୪-ଲେନ୍ ବିଶିଷ୍ଟ ଫ୍ଲାଏଓଭର, ମାଇନର ବ୍ରିଜ୍, କ୍ରସ୍ ଡ୍ରେନେଜ୍ ସଂରଚନା, ଫ୍ଲାଏଓଭର ସହ ୮ଲେନ୍‌ ବିଶିଷ୍ଟ ରାସ୍ତା ରହିବ । ଅର୍ଥାତ୍ ଫ୍ଲାଏଓଭରରେ ୪ଲେନ୍‌ ତଳେ ୪ଲେନ୍ ରାସ୍ତା ହେବ ।

ରାସ୍ତା ସହ ଡ୍ରେନେଜ୍ ସୁବିଧା, ୫.୫ ମିଟରର ସଭିସ୍ ରୋଡ୍, ୭.୫ ମିଟରର ସ୍ଲିପ୍‌ ରୋଡ୍, ଛକଗୁଡ଼ିକର ଉନ୍ନତୀକରଣ, ରାସ୍ତା ସୌନ୍ଦର୍ଯ୍ୟୀକରଣ, ରୋଡ୍ ମାର୍କିଂ, ସଡ଼କ ସୁରକ୍ଷା, ପାର୍କିଂ ବେ, ବ୍ରିଜ୍ ଆଲୋକୀକରଣ ସହ ରାସ୍ତାରେ ପର୍ଯ୍ୟାପ୍ତ ବୃକ୍ଷରୋପଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାକୁ ନେଇ ଟାଉନ ପ୍ଲାନର୍ କହିଛନ୍ତି ଏହା ସାମୟିକ ଆଶ୍ୱସ୍ତି ଦେଇପାରେ । କିନ୍ତୁ ଭବିଷ୍ୟତ ପାଇଁ ବସ୍ ସେବାକୁ ସୁଦୃଢ଼ କରିବା ସହ ମେଟ୍ରୋ ଭଳି ପ୍ରକଳ୍ପ କରାଯିବାର ଆବଶ୍ୟକତା ରହିଛି ।

ଅପରପକ୍ଷେ ଏହି ରାସ୍ତାରେ ପୂର୍ବରୁ ମେଟ୍ରୋ ଟ୍ରେନ ପାଇଁ ଏଲିଭେଟେଡ୍ କରିଡର୍ ଡିଜାଇନ୍ ହୋଇଥିଲା । ସେହି ସ୍ଥାନରେ ଫ୍ଲାଏଓଭର ନିର୍ମାଣ ହେବାକୁ ଥିବାରୁ ମେଟ୍ରୋ ବାଟ ପୂରା ବନ୍ଦ ହୋଇଯିବା। ଅନ୍ୟପଟେ ରାସ୍ତା ନିର୍ମାଣ ହେଲେ ୧୦ ହଜାରରୁ ଅଧିକ ଉଠା ଦୋକାନ ଉଚ୍ଛେଦ ହେବ । ତେଣୁ ବିସ୍ଥାପିତ ହେବାକୁ ଥିବା ଦୋକାନୀଙ୍କୁ ପ୍ରଥମେ ଥଇଥାନ କରିବାକୁ ନିବେଦନ କରିଛି ଉଠାଦୋକାନୀ ସଂଘ । ସରକାରଙ୍କ ଏହି ବୃହତ୍ ପ୍ରକଳ୍ପର କେବେ ସଫଳ ରୂପାୟନ ହେବ ଏବଂ ଏହାର ସୁଫଳ କେତେ ମିଳିବ ତାହା ସମୟ କହିବ ।

Previous Post

ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ

Next Post

ହର୍ମୁଜ୍ ପ୍ରଣାଳୀର ଯୁଦ୍ଧ ମୁହଁରୁ ଫେରିଲା ଜାହାଜ , ପାରାଦୀପରେ ପହଞ୍ଚିଲା ‘ଏମଟି ସାନମାର ହେରାଲ୍ଡ’

FNN WEB

FNN WEB

Next Post
ହର୍ମୁଜ୍ ପ୍ରଣାଳୀର ଯୁଦ୍ଧ ମୁହଁରୁ ଫେରିଲା ଜାହାଜ , ପାରାଦୀପରେ ପହଞ୍ଚିଲା ‘ଏମଟି ସାନମାର ହେରାଲ୍ଡ’

ହର୍ମୁଜ୍ ପ୍ରଣାଳୀର ଯୁଦ୍ଧ ମୁହଁରୁ ଫେରିଲା ଜାହାଜ , ପାରାଦୀପରେ ପହଞ୍ଚିଲା 'ଏମଟି ସାନମାର ହେରାଲ୍ଡ'

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

August 28, 2026
ମିଳିଲା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି , ୧.୩ କୋଟି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା

ମିଳିଲା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି , ୧.୩ କୋଟି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.