ମୁଖ୍ୟ ଖବର

ସମ୍ଭାବ୍ୟ ବାତ୍ୟା “ମୋନ୍ଥା”କୁ ଦୃଷ୍ଟିରେ ରଖି କୃଷି ବିଭାଗର ପ୍ରସ୍ତୁତି ବୈଠକ

ଅକ୍ଟୋବର ୩୧ ତାରିଖ ଯାଏଁ ସମସ୍ତ କୃଷି ଅଧିକାରୀଙ୍କ ଛୁଟି ବାତିଲ ଅମଳ ହୋଇସାରିଥିବା ଫସଲକୁ ଉଚ୍ଚ ତଥା ସୁରକ୍ଷିତ ସ୍ଥାନକୁ ନେଇଯିବା ପାଇଁ ଚାଷୀଙ୍କୁ ପରାମର୍ଶଭୁବନେଶ୍ୱର...

Read moreDetails

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ କର୍ମଚାରୀଙ୍କ ଶପଥ ପାଠ

ଭୁବନେଶ୍ୱର : ସୂଚନା ଓ ଲୋକସଂପର୍କ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ଓ ଅନ୍ୟାୟ ବିରୋଧରେ ସାମାଜିକ ପ୍ରତିବଦ୍ଧତାର ପ୍ରଦର୍ଶନ ନେଇ ଆଜି ଶପଥ ପାଠ...

Read moreDetails

ମୁମ୍ବାଇ ଠାରେ ‘ଇଣ୍ଡିଆ ମାରିଟାଇମ୍ ୱିକ୍-୨୦୨୫’କୁ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ମୁମ୍ବାଇ: କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ମହାରାଷ୍ଟ୍ରର ମୁମ୍ବାଇ ଠାରେ ‘ଇଣ୍ଡିଆ ମାରିଟାଇମ୍ ୱିକ୍ - ୨୦୨୫’ (ଭାରତ ସାମୁଦ୍ରିକ ସପ୍ତାହ)...

Read moreDetails

କିଟରେ ପାରମ୍ପରିକ ଉତ୍ସାହ ସହ ଛଟ ପୂଜା ପାଳିତ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟରେ ଭକ୍ତି ଓ ପାରମ୍ପରିକ ଉତ୍ସାହ ସହିତ ସୋମବାର ଉତ୍ତର ଭାରତର ଗଣପର୍ବ ପବିତ୍ର ଛଟ୍‍ ପୂଜା ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟ...

Read moreDetails

୩୩ଟି ପ୍ରକଳ୍ପରେ ନିବେଶ ହେବ ୧.୪୬ ଲକ୍ଷ କୋଟି ଟଙ୍କା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏକ ଉଚ୍ଚସ୍ତରୀୟ କ୍ଲିଅରାନ୍ସ ବୈଠକରେ ୩୩ଟି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଏହି ପ୍ରକଳ୍ପଗୁଡ଼ିକରେ ୧.୪୬ ଲକ୍ଷ କୋଟି ଟଙ୍କାର...

Read moreDetails

କ୍ୟାବିନେଟ୍‌ରେ ୪ଟି ବିଭାଗର ୫ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ୨୯ତମ ବୈଠକରେ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍‌ଣରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ...

Read moreDetails

ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ । ତେଣୁ ଜନସାଧାରଣ ଆତଙ୍କିତ ନହେବାକୁ କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ...

Read moreDetails

୩ୟ ଦିନିକିଆ : ମ୍ୟାଚ୍‌ ଜିତାଇଲେ ରୋହିତ-କୋହଲି

ସିଡନୀ : ଭାରତୀୟ ଦଳର ଦୁଇ ସିନିୟର ଷ୍ଟାର ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ...

Read moreDetails

ଓଡ଼ିଶାରେ ପ୍ରଭାବ ଦେଖାଇବ ବାତ୍ୟା ‘ମୋନ୍ଥା’

୨୮ରେ ଆନ୍ଧ୍ରର କାକିନାଡ଼ା ନିକଟରେ କରିପାରେ ଲ୍ୟାଣ୍ଡଫଲ୍ଭୁବନେଶ୍ୱର: ସ୍ଥଳଭାଗକୁ ମାଡ଼ିଆସୁଛି ବାତ୍ୟା ’ମୋନ୍ଥା’ । ତେବେ ବାତ୍ୟା ‘ମୋନ୍ଥା’କୁ ନେଇ ଆସିଲା ବଡ଼ ଖବର । ୨୮...

Read moreDetails

ଦୁର୍ଘଟଣା ପରେ ଆନ୍ଧ୍ରରେ ଜଳିଗଲା ଓଡ଼ିଶା ବସ୍‌: ୨୦ ଜୀବନ୍ତ ଦଗ୍ଧ

କୁର୍ଣ୍ଣୁଲ: ରାଜସ୍ଥାନରେ ଗତ ୧୪ ତାରିଖ ଦିନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଦେଶବାସୀ ଭୁଲିପାରି ନଥିବା ବେଳେ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ଆଜି ସକାଳୁ ସମାନ ପ୍ରକାରର...

Read moreDetails
Page 82 of 292 1 81 82 83 292
  • Trending
  • Comments
  • Latest

Recent News